Sign in
Sign in
Recover your password.
A password will be e-mailed to you.
ଯାଜପୁରରେ ହେଉ ଓଡ଼ିଆ ବିଶ୍ୱବିଦ୍ୟାଳୟ
ଯାଜପୁରରୋଡ (ଜୟଶଙ୍କର ଦାଶ ): ଆଜି ସ୍ଥାନୀୟ ଉତ୍ସବପ୍ୟାଲେସ୍ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଯାଜପୁରରେ କରାଯାଉ ବୋଲି ଆବାହକ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ପୁରାତନ ରାଜଧାନୀ ତଥା ପୁରାଣ ବର୍ଣ୍ଣିତ ତଥା ପୁରାଣ ଇତିହାସରେ ଏ ସହର ଯାଜପୁର ।…
ଅକାଳରେ ଝରି ପଡିଥିବା ଜଣେ ଭଲ ମଣିଷର ସ୍ମୃତିରେ………
ନରେଶ ମେମୋରିଆଲ ରକ୍ତ ଦାନ ଶିବିର ରେ ରକ୍ତଦାନ କରି ଶ୍ରଦ୍ଧାଞ୍ଜଳି ଦେଲେ ଶୁଭେଛୁ
ପାଇକମାଲ/ଗୌରାଙ୍ଗ ଦାଶ:- ଗତ ବର୍ଷ ଜୁଲାଇ ମାସ 17 ତାରିଖ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଝାରବନ୍ଧ ବ୍ଲକର ନରେଶ କୁମାର ବାରିକ ନାମକ ଜଣେ ଯୁବକ ର ଅକାଳ ମୃତ୍ୟୁ…
କଳିଙ୍ଗନଗରରେ ଉଦ୍ୟୋଗୀକରଣ ପାଇଁ ପରାମର୍ଶ ଏବଂପ୍ରୋତ୍ସାହନ ସପ୍ତାହ ପାଳନ ଶିବିର
ଯାଜପୁର/ଜୟଶଙ୍କର ଦାଶ : ଭାରତୀୟ ଯୁବଶକ୍ତି ଟ୍ରଷ୍ଟ ଟାଟାଷ୍ଟିଲ ଆନୁକୁଲ୍ୟରେ କଳିଙ୍ଗନଗର ଅଂଚଳରେ ଯୁବଗୋଷ୍ଠୀଙ୍କ ପାଇଁ ଉଦ୍ୟୋଗ ବିକାଶ ନିମନ୍ତେ ପରାମର୍ଶ ଓ ପ୍ରୋତ୍ସାହନ ସପ୍ତାହ ଶିବିରର ଆୟୋଜନ କରାଯାଇଛି । “ଯୁବ ଔଦ୍ୟୋଗୀକ ବିକାଶ”କାର୍ଯ୍ୟକ୍ରମ ଦ୍ୱାରା ଯାଜପୁର ଜିଲ୍ଲାରେ…
ପାରାଦୀପ ବସଷ୍ଟାଣ୍ଡରେ ପାରାଦୀପ ରିଫାଇନରୀର ସ୍ୱଚ୍ଛ ଭାରତ ପଖଓ୍ୱାଡା
ପାରାଦୀପ, ୦୯.୦୭.୨୦୧୮:ତା. ୭.୭.୨୦୧୮ ରିଖ ରେ ଜି. ଏସ୍, ସିଂ, କାର୍ଯ୍ୟକାରୀ ନିର୍ଦ୍ଦେଶକ (ପ୍ରଭାରୀ), ପାରାଦୀପ ରିଫାଇନରୀ, ପାରାଦୀପ ବସ୍ ଷ୍ଟାଣ୍ଡ ଠାରେ ହିନ୍ଦୀରେ ଶପଥ ପାଠ କରି ସ୍ୱଚ୍ଛଭାରତ ପଖଓ୍ୱାଡାଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେପାରାଦୀପ ପୌରାଧ୍ୟକ୍ଷ, ଶ୍ରୀ ବସନ୍ତ…
ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ : ଛାତ୍ରଛାତ୍ରୀ ଦେଲେ ପରିବେଶ ସୁରକ୍ଷା-ସଚେତନତାର …
ପଦ୍ମପୁର/Nila Deep -ପଦ୍ମପୁର ଉପଖଣ୍ଡସ୍ଥ ଝାରବନ୍ଧ ବ୍ଳକ ଅନ୍ତର୍ଗତ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବନମହୋତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଫ୍ଳାଗ…
ଅଞ୍ଚଳ ମହାବିଦ୍ୟାଳୟରେ ବନମହୋତ୍ସବ
ପଦ୍ମପୁର/ନୀଳ ଦିପ - ଅଞ୍ଚଳ ମହାବିଦ୍ୟାଳୟ ଜାତୀୟ ସେବା ସଂସ୍ଥା ,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ,ଯୁବ ରେଡକ୍ରସ୍ ଓ ପଦ୍ମପୁର ବନବିଭାଗ ଆନୁକୂଲ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକ ସଂଯୋଜନାରେ ଏକ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବ ରେ…
ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ
ପଦ୍ମପୁର/ନୀଳ ଦୀପ -ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ବନମହୋତ୍ସବ ଉପଲକ୍ଷେ ଛାତ୍ର ମାନଙ୍କ ଦ୍ବାରା ଏକ ସଚେତନ ରାଲି କରାଯାଇଥିଲା ।ଏହି ରାଲିକୁ ପଦ୍ମପୁର ବନଅଧିକାରୀ ଶ୍ରୀଯୁକ୍ତ…
ପଲସର ତ ମିଳିଲାନି, ହେଲେ ମିଳିଲା ଜେଲ
ଯୌତୁକ ନିର୍ଯାତନା ମାମଲା : ଅଭିଯୁକ୍ତ ସ୍ୱାମୀ, ଶାଶୁ, ଶ୍ୱଶୁର, ନଣଦ ଓ ନଣଦେଇଙ୍କୁ ଜେଲ ଓ ଜୋରିମାନା
ବାରିପଦା( Dillip Mohanty )- ବାରିପଦା ଏସଡ଼ିଜେଏମ ପ୍ରଶାନ୍ତ କୁମାର ବେହେରା ଆଜି ଏକ ଯୌତୁକ ନିର୍ଯ୍ୟାତନା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ, ଶାଶୁ, ଶ୍ୱଶୁର, ନଣଦ ଓ…
ଜୋନସ୍ତରୀୟ ତର୍କ ପ୍ରତିଯୋଗୀତାରେ ଅଭିଳାଷ ରାଜ୍ୟ ସ୍ତରକୁ ଉନ୍ନୀତ
ବଲାଙ୍ଗିର(ନିରୋଜ ମିଶ୍ର) ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜୋନ ସ୍ତରୀୟ ପ୍ରାନ୍ତୀୟ କ୍ଷୁଦ୍ର ନାଟକ, ରଚନା, ତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଭଇଷାଁ ର ଛାତ୍ର ଅଭିଳାଷ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ ଉନ୍ନୀତ ହୋଇଛନ୍ତି । ଜିଲ୍ଲା ଆଇନ…
seed distribution program in Birmaharajpur block
NIroj Mishra/Bolangir : To enhance the livelihood security of farmers, AJSA in joint collaboration with Caritas India has organised a seed distribution program on 8th July 2018 at Godheswar Village of Birmaharajpur block of sonepur…