ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ରକ୍ତଦାନ ଶିବିର

0

କୁଚିଣ୍ଡାରୁ ଶାନ୍ତନୁ ବେହେରା : ଆଜି କୁଚିଣ୍ଡା ମାରୱାଡ଼ି ଧର୍ମଶାଳା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ ତମ ଜନ୍ମଦିନ ଅବସରରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ଜିଲ୍ଲାର ବିଜେଡ଼ି ସଭାପତି ପ୍ରମୋଦ ରଥ ଉପସ୍ଥିତ ଥିଲେ।ଏହି ରକ୍ତଦାନ ଶିବିରରେ ବହୁସଂଖ୍ୟରେ ଜନସାଧରଣ ଯୋଗ ଦେଇ ରକ୍ତଦାନ କରିଥିଲେ ।

Leave A Reply

Your email address will not be published.