ଦୁଇ ଦିବ୍ୟାଙ୍ଗ ଖେଳାଳୀ ଓଡ଼ିଶାର ଗର୍ବ

0

ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା ,ନୂଆପଡ଼ା ଜିଲ୍ଲାର ବଡେନ ବ୍ଲକ ସଦର ମହକୁମାର ସୌନ୍ଦଯ୍ୟ ପ୍ରଧାନ ଏବଂ ପ୍ରାଚୁର୍ୟ ପ୍ରଧାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚେସ୍ ରେ କୃତିତ୍ୱ ଅର୍ଜନ କରି ଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁଇ ଭାଇ ଙ୍କୁ ଅଭିନନ୍ଦନ ଜଣେଇ ଥିଲେ ।ଦୂତି ଚାନ୍ଦ ଏସିଆନ ଗେମ୍ସ ରେ ମେଡାଲ ଜିତି ରାଜ୍ୟ ସରକାରଙ୍କ ପକ୍ଷରୁ ତିନି କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପାଇ ଥିବା ସ୍ଥଳେ ଏହି ଦୁଇ ଦିବ୍ୟାଙ୍ଗ ପ୍ରତିଭାବାନ ଖେଳାଳୀ ଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ରାଜ୍ୟର ମାନ ବଢ଼େଇ ଥିବା ଯୋଗୁଁ କଣ ପ୍ରୋତ୍ସାହନ ଦିଆ ଯାଉଛି ଦେଖିବା କଥା ।

Leave A Reply

Your email address will not be published.