Sign in
Sign in
Recover your password.
A password will be e-mailed to you.
ଲାଞ୍ଚୁଆ ଆରଆଇଙ୍କୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ଏକ ଉତ୍ତରାଧିକାରୀ ସାର୍ଟିଫିକେଟ ପ୍ରଦାନ ନିମନ୍ତେ ଏକ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଅଭିଯୁକ୍ତ ମୋରଡ଼ା ତହସିଲର ଆରଆଇ ତଥା ଚାନ୍ଦୁଆ ଥାନା…
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଘୋଷଯାତ୍ରା : ଯାନବାହନ ଚଳାଚଳ ଉପରେ ଲାଗିଲା କଟକଣା
ବାରିପଦା(ଦିଲ୍ଲୀପ ମହାନ୍ତି )- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ବାରିପଦାଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ପ୍ରବଳ ଜନସମାଗମ ପରିଲକ୍ଷିତ ହେଉଥିବାରୁ ସହରରେ ଯାନବାହନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇ ୧୪ ସକାଳ ୬ଟାଠାରୁ ଜୁଲାଇ ୨୪ ମଧ୍ୟରାତ୍ର…
ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟି ସଂପ୍ରସାରିତ
ଭୁବନେଶ୍ୱର,: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳର ଛାମୁଆ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ଉଦେ୍ଧଶ୍ୟରେ ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟିକୁ ସଂପ୍ରସାରିତ କରାଯାଇଛି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ସଂଜୟ କୁମାର…
ବିଜୁ ଜନତା ଦଳ ମାଲକାନଗିରି ଜିଲ୍ଲା କମିଟି ପୁନର୍ଗଠିତ : ମାନସ ମାଡ଼କାମୀ ସଭାପତି, ଗଣେଶ ମଣ୍ଡଳ କାର୍ଯ୍ୟକାରୀ…
ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ବିଜେଡି କମିଟିକୁ ପୁନର୍ଗଠନ କରି ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତ ଦେଇଛନ୍ତି ।ଜିଲ୍ଲା ବିଜୁ ଜନତା ଦଳ ସଭାପତି ଭାବେ ମାଲକାନଗିରି ବିଧାୟକ ମାନସ ମାଡ଼କାମୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଜିଲ୍ଲା…
ସ୍ମାର୍ଟ ହେଉଛି ଷ୍ଟିଲ ସିଟି, ପ୍ରକଳ୍ପ ଗୁଡିକୁ ସୁଚାରୁ ରୂପରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ଲକ୍ଷ୍ୟ
ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ମହାନଗର ସ୍ତରୀୟ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ
ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଆଗାମୀ ଯୋଜନା ସଂପର୍କରେ ହେଲା ବିସ୍ତୃତ ଆଲୋଚନା
ରାଉରକେଲା(ସୁଶାନ୍ତ ବେହେରା) : ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ସ୍ଥାନୀୟ ଉଦିତନଗର ସ୍ଥିତ ସିଟି…
ରାଉରକେଲା ଇସ୍ପାତ କାରଖାନାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୮ ଜଣ ଠିକାଶ୍ରମିକ ପୁରସ୍କୃତ
Rourkela/Sushanta Behera : ରାଉରକେଲା ଇସ୍ପାତ କାରଖାନାର ପ୍ଳେଟ ମିଲ ବିଭାଗରେ କାର୍ଯ୍ୟରତ ୮ ଜଣ ଠିକା ଶ୍ରମିକଙ୍କୁ ପ୍ରଶଂସନୀୟ କାର୍ଯ୍ୟ ନିମନ୍ତେ ପୁରସ୍କୃତ କରାଯାଇଛି। ପ୍ଳେଟ ମିଲ ବିଭାଗରେ ଜୁଲାଇ ୯ ତାରିଖରେ ଅନୁଷ୍ଠିତ ଏକ ଉତ୍ସବରେ ବିଭାଗର ଡ଼ିଜିଏମ ମେକାନିକାଲ ଇ…
ସାଧାରଣ ନିର୍ବାଚନ ପାଇଁ ପ୍ରାକପ୍ରସ୍ତୁତି, ଭିଭିପେଟର କ୍ଷମତା ଅନୁସାରେ ବଢିବ ୧୯୩ ମତଦାନ କେନ୍ଦ୍ର
ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୧୯ ସାଧାରଣ ନିର୍ବାଚନ ନିମନ୍ତେ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ସମ୍ପନ୍ନ କରାଇବାର ଲକ୍ଷ ନେଇ ନିର୍ବାଚନ ପ୍ରକ୍ରିୟାରେ ଓଡ଼ିଶାରେ ପ୍ରାୟତଃ ସମସ୍ତ ବୋଥଗୁଡ଼ିକରେ ଭିଭିପେଟ ମାଧ୍ୟମରେ…
ପରିବେଶ ସୁରକ୍ଷା ପାଇଁ ନିଆରା ଉଦ୍ୟମ : ଜନ୍ମଦିନରେ ଲାଗିଲା ୫୦୦ ଗଛ
Nawarangpur : ଏକ ନିଆରା ଉଦ୍ୟମ ପରିବେଶ ସୁରକ୍ଷା ଦିଗରେ । ଗୋଟିଏ ଗଛ ଗୋଟିଏ ସ୍ଲୋଗାନ କେବଳ ସ୍ଲୋଗାନ ଭିତରେ ରହିଯାଇଥିବା ବେଳେ, ଅନେକ କ୍ଷେତ୍ରରେ ଚାରା ରୋପଣ ଗଣମାଧ୍ୟମ କ୍ୟାମେରା ଭିତରେ ସୀମିତ ହୋଇ ରହିଯାଇଥିବା ବେଳେ ନିଜ ଜନ୍ମଦିନରେ ଏହାକୁ ବାସ୍ତବରେ ପରିଣତ କରିଛନ୍ତି ଯୁବ…
ବାଚସ୍ପତି ଚାହିଁଲେନି ନା ବାଚସ୍ପତିଙ୍କ କଥା ଅଫିସର ଶୁଣିଲେନି ?
ବାଚସ୍ପତିଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ସମୁଦି ଘର ଗାଁକୁ ରାସ୍ତା ହୋଇ ପାରିଲାନି
ଶେଷରେ ନିଜ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ
ବୌଦ୍ଧ ( ସିମୁନ୍ ନାଏକ ) ; ଦିର୍ଘ ୧୦ ବର୍ଷ ହେଲା ଗାଁ ରେ ରାସ୍ତାର ଉନ୍ନତିକରଣ ପାଇଁ ବାରମ୍ବାର ଜଣାଇବା ପରେ ମଧ୍ୟ ଏ ଦିଗରେ ପ୍ରଶାସନ…
କି ଉନ୍ନତ ଶିକ୍ଷା ବ୍ୟବସ୍ଥା : ସ୍କୁଲରେ ତାଲା, ରାସ୍ତାରେ ଛାତ୍ରଛାତ୍ରୀ
ଶିକ୍ଷକ ଅଭାବ ଯୋଗୁଁ ବିଦ୍ୟାଳୟରେ ତାଲା ବନ୍ଦ କଲେ ଅଭିଭାବକ ।
ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଳକ ଡ଼ଭା ଗ୍ରାମର ଡ଼ଭା ଉଚ୍ଚ ବିଦ୍ୟାଳୟ ୧୯୭୦ ସ୍ଥାପିତ ହୋଇଥିଲା ।୧୯୭୯ ମସିହାରେ ସରକାରୀ ସ୍ବିକୄତି ପାଇଥିଲା ହେଲେ ବିଗତ ଦଶ ବର୍ଷ ହେଲା ଏହି ବିଦ୍ୟାଳୟରେ…