Sign in
Sign in
Recover your password.
A password will be e-mailed to you.
Indian Men’s Hockey ‘A’ Team beat South Korea 7-3
~Striker Armaan Qureshi scores a double for the home team ~
Bengaluru : The Indian Men's Hockey 'A' Team beat South Korea 7-3 in a high scoring match here at the Sports Authority of India, Bengaluru Campus on Wednesday.
…
ୠର୍ଭବତୀ ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ଦାବି : ଜିଲ୍ଲା ନାରୀ ସଂଘର ଏସପି ଅଫିସ ଆଗରେ ଧାରଣା
ବାଲେଶ୍ୱର,(ଉଜ୍ଜ୍ୱଳ କର) : ଗିଲାଯୋଡ଼ି ଅଞ୍ଚଳର ଗର୍ଭବତୀ ତଥା ପିଡ଼ୀତା ନାବାଳିକାଙ୍କୁ ନ୍ୟାୟ ପ୍ରଦାନରେ ସିଂଲା ଥାନାଧିକାରୀଙ୍କ ଉଦାସୀନତା ବିରୋଧରେ ଜିଲ୍ଲା ନାରୀସଂଘର କର୍ମକର୍ତ୍ତାମାନେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସିଂଲା ଥାନା ଅନ୍ତର୍ଗତ ଗଲାଯୋଡ଼ି…
କମ୍ପାଉଣ୍ଡରଙ୍କ ହାତରେ ବାଲେଶ୍ୱରର ସ୍ୱାସ୍ଥ୍ୟ ବିଭାଗ
ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବାକୁ ନେଇ ଜିଲ୍ଲା ପରିଷଦ ସଦସ୍ୟଙ୍କ ଉଦ୍ବେଗ
ବାଲେଶ୍ୱର(ଉଜ୍ଜ୍ୱଳ କର ): ବାଲେଶ୍ୱରର ପଞ୍ଚମ ଜିଲ୍ଲା ପରିଷଦର ଷଷ୍ଠ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା…
ଜୈବ ସଂରକ୍ଷଣ ପାଇଁ ଆନ୍ତର୍ଜାତିକ ସମ୍ମାନ ପାଇବେ ସିଦ୍ଧାର୍ଥ ପତି
ବାଲେଶ୍ୱର
ଉଜ୍ଜ୍ୱଳ କର
ଜୈବ ସଂରକ୍ଷଣ ପାଇଁ ଆନ୍ତର୍ଜାତିକ ସମ୍ମାନ "ଫ୍ୟୁଚର କନଜର୍ଭେସନସିିପ ଆୱାର୍ଡ' ପାଇବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ଗବେଷକ ତଥା ବିଶେଷଜ୍ଞ ସିଦ୍ଧାର୍ଥ ପତି । ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ସୁଲାୱେସୀରେ…
ଶ୍ରୀଶ୍ରୀଜ୍ଞାନ ମନ୍ଦିର ଶିକ୍ଷାନୁଷ୍ଠାନ ଉଦ୍ଘାଟନ
ଡୁବୁରୀ(ସନାତନ ମହାନ୍ତ) ୧୧/୦୭- ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ସଂସାଇଲୋ୍ର ଗା:ପ ସୋରିସିଆପଦା ଗ୍ରାମରେ ଆଜି ବିଶ୍ୱସ୍ତରୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆର୍ଟ ଅଫ୍ ଲିଭିଙ୍ଗ୍ତ ତରଫରୁ ଗୁରୁଦେବ ଶ୍ରୀଶ୍ରୀରବିଶଙ୍କରଜିଙ୍କର ଶ୍ରୀଶ୍ରୀଜ୍ଞାନ ମନ୍ଦିର ଉଦ୍ଘାଟନ କରାଗଲା ।…
ଜନ୍ମଦାତା, ଶିକ୍ଷା ଦାତା ଓ ଅନ୍ନଦାତାଙ୍କୁ ଭୁଲିଯିବା ଅନୁଚିତ
ଦ୍ୱୀପାଂଚଳ ପଂଚାୟତ ଉଚ୍ଚ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ ବୈଠକ
ଯାଜପୁର (ଜୟଶଙ୍କର ଦାଶ) : ରସୁଲପୁର ବ୍ଲକ୍ ଅନ୍ତର୍ଗତ ଦ୍ୱିପାଂଚଳ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣ ନରସିଂହପୁର ଠାରେ ପ୍ରଧାନ ଶିକ୍ଷକ ପର୍ଶୁରାମ ଭଂଜଙ୍କ ଅଧ୍ୟକ୍ଷତାରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ‘ମୋ…
ଧାର ଟଙ୍କା ନ ଫେରାଇ ଓଲଟି ଆକ୍ରମଣ କଲେ । ୪ ଗିରଫ ହେଲେ ।
ଭଦ୍ରକ,(Satyabhusan Swami) ; ଭଦ୍ରକ ସହରସ୍ତ ହଳଦୀ ଡିହ ଠାରେ ଗତ କାଲି ଧାର ଟଙ୍କା ଆଦାୟ କୁ ନେଇ ତୁମୁଳ କାଣ୍ଡ । ଭଦ୍ରକ ପୁରୁଣା ବଜାର ଥାନା ଅଞ୍ଚଳର ଏହି ଘଟଣା। ଅଞନ ସାହୁ ନାମକ ଯୁବକ ଏହି ଅଞ୍ଚଳର ଦୁଇ ଜଣ ଲୋକ ଧାର ସୂତାରେ କିଛି ଟଙ୍କା ନେଇ ଥିଲେ ଏବଂ ସୁଧ ମଧ୍ୟ ଦେଉଥିଲେ…
ରାଉରକେଲା ଇସ୍ପାତ କାରଖାନାରେ ଜାତୀୟ ବୃତ୍ତିଗତ ସ୍ୱାସ୍ଥ୍ୟ ଦିବସ ପାଳିତ
ରାଉରକେଲାରୁ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ବୃତ୍ତିଗତ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଠାରେ ଜାତୀୟ ବୃତ୍ତିଗତ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଥିଲା । ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରାଜୀବ ଅଗ୍ରଵାଲ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।ବିଭିନ୍ନ …
ବିଲାବାଡି ଆବାସିକ ବିଦ୍ୟାଳୟରେ ନିର୍ଯାତନା : ସ୍କୁଲରୁ ଲୁଚି ୩୦ କିମି ଦୁର୍ଗମ ପାହାଡିଆ ରାସ୍ତା ଦେଇ ଚାଲି ଆସିଲେ ୪…
ଶିକ୍ଷକ ନିଜର ପିନ୍ଧିବା ବସ୍ତ୍ର ଓ ଜୋତା ସଫା କରାଉଥିବା ଅଭିଯୋଗ
ବୌଦ୍ଧ (ସିମୁନ୍ ନାଏକ) ; ଆମକୁ ସ୍କୁଲରେ ଶିକ୍ଷକ ପ୍ରବଳ ମାଡ ମାରିବା ସହିତ ବାସନ ମଜାଉଥିବା । ଏଥିସହ ଶିକ୍ଷକ ନିଜର ପିନ୍ଧା ବସ୍ତ୍ର ଓ ଜୋତା ସଫା କରିବାକୁ ବାଧ୍ୟ କରୁଥିଲେ । ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି…
ଅରଖପଦର ଏବଂ ଅରାଗଡ଼ ସଂରକ୍ଷିତ ଜଙ୍ଗଲରେ ୨୦୦୦୦ ଚାରା ରୋପଣ
ପୁରୁଣାକଟକ ବନାଂଚଳରେ ସାମୁହିକ ବୃକ୍ଷ ରୋପଣ ଓ ବନ ମହୋତ୍ସବ ପାଳିତ
ବୌଦ୍ଧ (ସିମୁନ୍ ନାଏକ)-ବୌଦ୍ଧ ଜିଲ୍ଲା ପୁରୁଣାକଟକ ବନାଂଚଳ ର କୁଶଙ୍ଗ ବିଟ୍ ଏବଂ ଶଙ୍କୁଲେଇ ବିଟ୍ ରେ ଶନିବାର ୬୯ତମ ବନ ମହୋତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ସାମୁହିକଭାବେ ପାଖାପାଖି ୨୦ ହଜାର ଚାରାରୋପଣ…