Sign in
Sign in
Recover your password.
A password will be e-mailed to you.
ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର : ୯୫ଟି ଆପତତ୍ି ଅଭିଯୋଗ ଶୁଣାଣି
ବାରିପଦା(ଦିଲ୍ଲୀପ ମହାନ୍ତି) ମୟୁରଭଞ ଜିଲା ପ୍ରଶାସନ ପକ୍ଷରୁ ଚଳିତ ଅକ୍ଟୋବର ମାସ ଚତୁର୍ତ ସୋମବାର ତା-୨୨-୧୦-୨୦୧୮ ରିଖରେ ଜିଲା ମହକୁମା ବାରିପଦାଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି । ଜିଲାପାଳ ମୟୁରଭଞ ବିନୀତ ଭରଦ୍ୱାଜ ଓ ଆରକ୍ଷୀ ଅଧିକ୍ଷକ ମୟୁରଭଞ ଅବିନାଶ…
ମିଳିଲା ନିଖୋଜ ଯୁବକଙ୍କ ଝୁଲନ୍ତା ଶବ
ପାଇକମାଲ/ ଗୌରାଙ୍ଗ ଚରଣ ଦାଶ :- 22 ତାରିଖ ସକାଳ ପ୍ରାୟ 11 ଘଣ୍ଟା ସମୟରେ ପାଇକମାଲ ନିକଟସ୍ଥ କେନାବୁଡା ଗ୍ରାମରେ ଅଭେଲ ବରିହା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କର ପୁଅ ଭୀଷ୍ମ ବରିହା ଗତ 19 ତାରିଖରୁ ନିଖୋଜ ଅଛନ୍ତି ବହୁ ଖୋଜାଖୋଜି କରିବା ପରେ ଆଜି କୋକନରା ଗ୍ରାମର ସୀମା ରେ…
ଦାମଙ୍କୁ ଗଛରେ ଚଢାଇ ଛେଦି ଦେଲେ କି ଜୟ !
ବାରିପଦା(ଦିଲ୍ଲୀପ ମହାନ୍ତି)- ପୂର୍ବତନ ମନ୍ତ୍ରୀ ଦାମବାବୁ ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଯୋଡ଼ିକୁ ନେଇ ବାରିପଦା ସହରର ଜନସାଧାରଣଙ୍କ ମଧ୍ୟ ଚର୍ଚ୍ଚା ଯୋର ଧରିଛି । କେହି କେହି ଜଗା- ବଳିଆ ଯୋଡ଼ି ବୋଲି କହୁଥିବା ବେଳେ କେତେକ ରାମ-ଲକ୍ଷ୍ମଣ ଯୋଡ଼ି ବୋଲି କହିବାରେ ଲାଗିଛନ୍ତି । ତେବେ ଏହି…
ଭଦ୍ରକରେ ବିଜୟା ମିଳନ ଉତ୍ସବ : ସରୋଜ କଳା ସମ୍ମାନ ପାଇଲେ କଳା ଶିକ୍ଷକ ମନୋରଂଜନ
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଭଦ୍ରକ ପୂଜ୍ୟପୂଜା ସଂସଦ ତରଫରୁ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୪୭ତମ ବିଜୟା ମିଳନ ଉସôବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଭଦ୍ରକର…
ଭଦ୍ରକ: ବିଜେପି ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ , ଜିଲ୍ଲାବ୍ୟାପୀ ବ୍ଲକ ଘେରାଓ ପାଇଁ ପ୍ରସ୍ତୁତି
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଭଦ୍ରକ ଜିଲ୍ଲା ବିଜେପିର ଏକ ଜରୁରୀ କାର୍ଯ୍ୟକାରିଣୀ ବୈଠକ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲା ପ୍ରଭାରୀ ମୋହନ ମାଝୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ଉପସଭାପତି…
ଦାମଙ୍କ ସଭାରେ ଯୋଗ ଦେଇ ଚର୍ଚ୍ଚାରେ ଅଧ୍ୟାପିକା ମାନସୀ ରାଣୀ
ଅଧ୍ୟାପିକା ମାନସୀ ରାଣୀ ରାଜନୈତିକ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗ ଦେଉଛନ୍ତି ବୋଲି ଜାଣି ନାହାନ୍ତି ଅଧ୍ୟକ୍ଷ
ତଦନ୍ତରେ ପ୍ରମାଣ ମିଳିଲେ ଆଇନ ଅନୁସାରେ କାର୍ଯାନୁଷ୍ଠାନ ନିଆଯିବ- ଗଭର୍ଣ୍ଣିଂ ବୋଡ଼ି ସଭାପତି
ବାରିପଦା(ଦିଲ୍ଲୀପ ମହାନ୍ତି )- ଅଧ୍ୟାପିକାଙ୍କୁ ଘାରିଛି ରାଜନୀତି ନିଶା, ଏଇ…
ଦାମଙ୍କ ଦୁର୍ନୀତି-ଭ୍ରାଷ୍ଟାଚାର ବିରୋଧୀ ସମାବେଶକୁ କୁଡ଼ୁମୀ ମହାନ୍ତ ମହାସଭାର ସମର୍ଥନ ଖବର ମିଛ ଚକ୍ରାନ୍ତ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଛଉ ପଡ଼ିଆଠାରେ ଅକ୍ଟୋବର ୨୧ରେ ଆୟୋଜିତ ଦୁର୍ନୀତି-ଭ୍ରାଷ୍ଟାଚାର ବିରୋଧୀ ସମାବେଶକୁ କୁଡ଼ୁମୀ ମହାନ୍ତଙ୍କ ସମର୍ଥନ ଖବର ଏକ ଚକ୍ରାନ୍ତ । କେତେକ ବ୍ୟକ୍ତି ଓଡ଼ିଶା କୁଡ଼ୁମୀ ମହାନ୍ତ ମହାସଭା ନାମରେ ମିଛ ଲୋଗୋ ବ୍ୟବହାର କରି ଦୁର୍ନୀତି-ଭ୍ରାଷ୍ଟାଚାର…
ବଢୁଛି ଅତ୍ୟାଚାର, ପ୍ରଶାସନ ନିରବ ଦ୍ରଷ୍ଟା l
କାଳିଆପାଣିରୁ ଦୟାନିଧି ମହାନ୍ତ : କେନ୍ଦୁଝର ଜିଲ୍ଲା ପଂଡାପଡା ନିକଟସ୍ତ ନଳ ପଙ୍ଗା ଗ୍ରାମର ମହାନ୍ତ କୁଡୁମି ମାନଙ୍କର ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିବାକୁ ଯାଉଅଛି l ଆଦିବାସୀ ( ଜୁଆଙ୍ଗ ) ସମ୍ପ୍ରଦାୟ ବହୁଳ ଏହି ଗ୍ରାମର ସତେଇସିଟି ମହାନ୍ତ ପରିବାରର ପ୍ରାୟ ବାସ୍ତୋରି ଏକର ପଟା ଜମିକୁ…
ହୋମ୍ ଗାର୍ଡ ଓ ଅଗ୍ନିଶମ ବିଭାଗ ଟେଣ୍ଡରରେ ଅନିୟମିତତା ଅଭିଯୋଗ !
କଟକ (ଶାସକ ପ୍ରଶାସକ ବ୍ୟୁରୋ) ହୋମ୍ ଗାର୍ଡ ଓ ଅଗ୍ନିଶମ ବିଭାଗରେ ପ୍ରତିବର୍ଷ ପରି ଚଳିତ ବର୍ଷ ୨୦୧୮-୧୯ ପାଇଁ ୨୧.୦୮.୨୦୧୮ରେ ଟେଣ୍ଡର ପ୍ରକାଶ ହେଲା । ଟେଣ୍ଡରରେ ଜୋତା, କନା, ବୁଟ୍ ପଲିସ୍ ଇତ୍ୟାଦି ସାମଗ୍ରୀ ପାଇଁ ଟେଣ୍ଡର ଆହ୍ୱାନ କରାଗଲା । ୧୦.୦୯ ଟେଣ୍ଡର ଦାଖଲର ଶେଷ ତାରିଖ ରହିଥିଲା ।…
Debutante Gemechu breaks Airtel Delhi Half Marathon women’s course record
~ Andamlak Belihu and Amdework Walelegn make an Ethiopia 1-2 in the men’s category ~
Delhi, October 21 2018: The pre-race publicity for the Airtel Delhi Half Marathon 2018 focussed on a duel between Ethiopia’s Tirunesh Dibaba and Kenya’s…