Sign in
Sign in
Recover your password.
A password will be e-mailed to you.
କମେନ୍ଟ ମରା଼କୁ ବିରୋଧ କରିବାରୁ ଅଧ୍ୟାପକ ଉପରେ ଆକ୍ରମଣ
ବଲାଙ୍ଗୀରରୁ ନିରୋଜ ମିଶ୍ର : ଅଣଛାତ୍ରଙ୍କ ଦ୍ୱାରା ରାଜେନ୍ଦ୍ର କଲେଜ ଛାତ୍ରୀଙ୍କୁ କମେନ୍ଟ ମାରାକୁ ବିରୋଧ କରିବାରୁ କଲେଜ ଅଧ୍ୟାପକ ରବୀନ୍ଦ୍ର ପାଣ୍ଡିଆଙ୍କ ଉପରେ ଆକ୍ରମଣ | ଶ୍ରୀ ପାଣ୍ଡିଆ ଘରକୁ ଫେରୁଥିବା ବେଳେ ଆଦର୍ଶନଗର ବ୍ରିଜ ଠାରେ ୪/୫ ଜଣ ଅଣଛାତ୍ରମାନେ ଅଭେଞ୍ଜର ଗାଡ଼ିରେ ଆସି …
ଦୃଢ ଗଣତନ୍ତ୍ରରେ ମତଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଜିଲ୍ଲାପାଳ
ଯାଜପୁର/Jayshankar Dash: ଦୃଢ ଓ ପ୍ରଗତିଶୀଳ ଗଣତନ୍ତ୍ର ପାଇଁ ସମସ୍ତ ଭୋଟରଙ୍କ ମତଦାନ ଅତ୍ୟନ୍ତ ଜରୁରୀ । ତେଣୁ ନିଜ ସାମ୍ୱିଧାନିକ ଅଧିକାରକୁ ସାବ୍ୟସ୍ତ କରିବା ସହ ଗଣତନ୍ତ୍ରକୁ ସୁଦୃଢ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି ।…
ଖଣ୍ଡଗିରି ମହୋତ୍ସବରେ ଓଡ଼ିଶାର ଲୋକ କଳା, ନୃତ୍ୟ ଓ ସଙ୍ଗୀତର ଵିପଣୀ
ଭୁବନେଶ୍ୱର/ ଚକ୍ରଧର ମାଝି - ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଆୟୋଜିତ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଥିଲା ଦ୍ୱିତୀୟ ସନ୍ଧ୍ୟା । ଖଣ୍ଡଗିରି ଓ ଉଦୟଗିରିର ପଥରରେ ରହିଥିବା ଗୁମ୍ଫା ଭାରତର ଏକ ଅନନ୍ୟ ଇତିହାସ ଭାବେ…
ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
Gajpati/Balakrishna panigrahi : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ୬୯ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଟାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସଂମିନିତ…
ମାତୃଜାତି ସୁରକ୍ଷିତ ରହିଲେ ଯାଇ ଏକ ସୁସ୍ଥ ରାଷ୍ଟ୍ର ଗଠନ ହୋଇପାରିବ : ଶ୍ରୀ ହରିଚନ୍ଦନ
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ
ଭୁବନେଶ୍ୱର/ଚକ୍ରଧର ମାଝି : ମାତୃଜାତି ସୁରକ୍ଷିତ ରହିଲେ ଯାଇ ଏକ ସୁସ୍ଥ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ଗାନ୍ଧିଜୀଙ୍କ ସ୍ୱପ୍ନ ଦେଖିଥିଲେ । ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବା ଆମର ପ୍ରଥମ କର୍ତବ୍ୟ । ମାତ୍ର…
Governor of Odisha decorated Officers for their meritorious and outstanding services
Medal Giving Ceremony of Odisha Police
Bhubaneswar Dr. S.C.Jamir, Hon'ble Governor of Odisha decorated the following Officers/Men with medals in the Investiture Ceremony at Jayadev Bhawan, Bhubaneswar on 26.01.2018. Sh. Naveen Pattanaik,…
ସମ୍ୱିଧାନ ପ୍ରତ୍ୟେକ ଦେଶର ଅମୂଲ୍ୟ ସମ୍ପଦ : ଏହାର ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ – ମନ୍ତ୍ରୀ ଶ୍ରୀ ଆରୁଖ ।
ଯାଜପୁରରୁ ଜୟଶଙ୍କର ଦାଶ :ସମ୍ୱିଧାନ ପ୍ରତ୍ୟେକ ଦେଶର ଅମୂଲ୍ୟ ସମ୍ପଦ । ଏହାକୁ ପ୍ରତ୍ୟେକ ନାଗରିକ ସମ୍ମାନ ଜଣାଇବା ସହ ଅକ୍ଷୂର୍ଣ୍ଣ ରଖିବାକୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆହ୍ୱାନ ଦେଇଚ୍ଥନ୍ତି । ଶୁକ୍ରବାର କୁସୁମା ପୋଖରୀ ନିକଟସ୍ଥ ମିନି ଷ୍ଟାଡିୟମ ଠାରେ ୬୯ ତମ ଜିଲ୍ଲା ସ୍ତରୀୟ…
ଟିଭି ସିରିଏଲ ଏବଂ ସିନେମା ଦୁନିଆ ଧିରେ ଧୀରେ ନାଟ୍ୟ ପରମ୍ପରା ପ୍ରତି ଆହ୍ୱାନ ସୃଷ୍ଟି କରୁଛି
୧୧ ତମ ସର୍ବଭାରତୀୟ ବହୁଭାଷୀ ମଠଖାଇ ନାଟ୍ୟ ମହୋତ୍ସବ
ବଲାଙ୍ଗିରରୁ ନିରୋଜ ମିଶ୍ର : ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଭୂମିକା’ ଦ୍ୱାରା କୋଶଳ କଳାମଣ୍ଡଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ୧୧ ତମ ସର୍ବଭାରତୀୟ ବହୁଭାଷୀ ମଠଖାଇ ନାଟ୍ୟ ମହୋତ୍ସବ। ଟିଭି ସିରିଏଲ ଏବଂ ସିନେମା…
ଜୁଏଲ-ବିଜୟ ମୁହାଁମୁହିଁ
ବିଜେଡିରେ ଗଣତନ୍ତ୍ର ନାହିଁ : ଜୁଏଲ ଓରାମ୍
ଗୋଦରୀ ଲୋ ତୋ ଗୋଡ ତଳକୁ ଟିକେ ଅନା, ଦଳ ଭିତରେ ନିଜ ସ୍ଥିତି ପ୍ରଥମେ ମାପନ୍ତୁ ଜୁଏଲ : ବିଜୟ
ଭୁବନେଶ୍ୱର/ ଚକ୍ରଧର ମାଝୀ - ବିଜେଡିରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ । ବୈଜୟନ୍ତ ଠିକ୍ କାମ କରୁଥିଲେ । ଦାମ , ତଥାଗତ , ନଗେନ୍ଦ୍ର ,…
ମହାପୁରୁଷଙ୍କ ଜୀବନୀ ଆଗାମୀ ପିଢୀର ଯୁବକ ଯୁବତୀମାନଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ
ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ।
ବାରିପଦାରୁ ଦିଲ୍ଲୀପ ମହାନ୍ତି - ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ…