Sign in
Sign in
Recover your password.
A password will be e-mailed to you.
ପୂର୍ବ ଶତୃତା କୁ ନେଇ ଗଣ୍ଡୋଗୋଳ ,୧ଗିରଫ
କଳିଙ୍ଗନଗର - ଦାନଗଦି ଫାଣ୍ଡି ଅର୍ନ୍ତଗତ କନଟିପୁର ଗ୍ରାମର ସିଦ୍ଧାର୍ଥ ଜେନା ଙ୍କ ସହିତ ଓଲଳ ଗ୍ରାମର ରୋହିତ ପେରେଇଙ୍କ ଗଣ୍ଡଗୋଳ ହୋଇଥିଲା । ସିଦ୍ଧାର୍ଥ ଦାନଗଦି ଫାଣ୍ଡିରେ ଏହି ଗଣ୍ଡୋଗଳକୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ସିଦ୍ଧାର୍ଥ ଓଲଳ ଗ୍ରାମକୁ କୁକୁଡା କିଣିବା କୁ ଯାଇଥିବା…
କଂଗ୍ରେସ ଛାଡିଥିବା ଦୁଷ୍ମନ୍ତ ବିଜେଡିରେ ମିଶିଲେ
୨୨ଜଣ ସରପଞ୍ଚ, ୯ଜଣ ସମିତି ସଭ୍ୟ, ୬ଜଣ ପୂର୍ବତନ ସରପଞ୍ଚ, ଦୁଇଜଣ ପୂର୍ବତନ ସମିତି ସଭ୍ୟ ବି ଯୋଗ ଦେଲେ
ଭୁବନେଶ୍ୱର: ଭବାନୀପାଟଣା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକଙ୍କ ନେତୃତ୍ୱରେ ଭବାନୀପାଟଣା ଅଧ୍ୟକ୍ଷା ସୁକାନ୍ତି ବେହେରାଙ୍କ ସହ ୨୨ଜଣ ସରପଞ୍ଚ, ୯ଜଣ ସମିତି ସଭ୍ୟ, ୬ଜଣ ପୂର୍ବତନ…
ଭଦ୍ରକ ପୁରୁଣା ଵଜାର ଥାନାରେ ନୂଆ ଥାନାଧିକାରୀ ପ୍ରଜ୍ଞା ମହାନ୍ତି
ଭଦ୍ରକ: (ସତ୍ୟଭୂଷଣ ସ୍ଵାମୀ ) : ଭଦ୍ରକ ପୁରୁଣା ଵଜାର ଥାନାର IIC ଅଵସର ନେବା ପରେ ଦିର୍ଘ ଦିନ ଧରି ଖାଲି ଥିବା ଏହି ପଦଵୀ ପୁରଣ ହୋଇଛି। ବାଲେଶ୍ଵର ଜିଲ୍ଲାରେ ଚହଳ ପକାଇ ନିଶାଖୋର ଓ ଵଦମାସଙ୍କ ନିଦ ହଯାଇ ଦେଇଥିଵା ମହିଳା ଇନିସପେକ୍ଟର ପ୍ରଜ୍ଞା ମହାନ୍ତି ଆଜି ଯୋଗ ଦେଇ ନିଜର…
ଯୁବତୀଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା !!!!
ପଦ୍ମପୁର/ନୀଳ ଦୀପ : ବରଗଡ଼ ଜିଲ୍ଲା ପଦ୍ମପୁର ଭେଉଁରିଆ ଗ୍ରାମକୁ ଯିବା ରାସ୍ତା କଡ଼ ଠାରୁ ପ୍ରାୟ ୩୦୦ମିଟର ଭିତରୁ ଏକ ଗଛରେ ଫାସି ଲାଗି ଝୁଲୁଥିବା ଅବସ୍ଥାରେ ଏକ ଯୁବତୀଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୁଚନା ଅନୁଯାୟୀ ଭୋରରୁ କ୍ଷେତକୁ ଯାଉଥିବା ବେଳେ କିଛି ଲୋକ ଉକ୍ତ…
ସତ କୁହ ସରକାର : ଏ ଅସହାୟ ମା ଜଣକ କେମିତି ବଂଚିବେ କୁହ
ଦମୟନ୍ତୀଙ୍କ ପାଇଁ ବଞ୍ଚିବା ଦୁର୍ବିସହ : ବାର୍ଦ୍ଧକ୍ୟ ସାଙ୍ଗକୁ, ପେଟ ଯନ୍ତ୍ରଣା ଅସହ୍ୟ
ରାଉରକେଲାରୁ ସୁଶାନ୍ତ ବେହେରା : ବଣାଇ ସ୍ଥିତ ରାଜା ଧରଣୀଧର ବିଦ୍ୟାଳୟ ରାସ୍ତା ଓ ଆଇଟିଡିଏ ସଭାଗୃହ ଯିବା ରାସ୍ତା କଡ଼ରେ ଜଣେ ଅସହାୟ ବୃଦ୍ଧା ପେଟ ଚାଖଣ୍ଡକେ ପାଈଁ ରାସ୍ତାରେ ଯାଉଥିବା ଲୋକଙ୍କ…
ମହିଳା ଥାନା ପ୍ରତିଷ୍ଠା ଦାବିରେ ଗଣଧାରଣା
ବାଲେଶ୍ୱର(ଉଜ୍ଜ୍ୱଳ କର ): ବାଲେଶ୍ୱରରେ ମହିଳା ଥାନା ପ୍ରତିଷ୍ଠା ଦାବିରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରୟାସ ପରିବାର’ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ପ୍ରତୀକ ଧାରଣା ଓ ପ୍ରତିବାଦ ସଭାଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଏହି କାର୍ଯ୍ୟକୁ ସମର୍ଥନ କରି ବାଲେଶ୍ୱରର…
ନୂଆ ଓଡିଶା ନିର୍ମାଣ ସହ ଓଡିଶାକୁ ଅଗ୍ରଣୀ କୃଷି ରାଜ୍ୟରେ ପରିଣତ କରିବା କ୍ଷେତ୍ରରେ ନାବାର୍ଡ ନେତୃତ୍ୱ…
ନାବାର୍ଡର ୩୭ ତମ ପ୍ରତିଷ୍ଠା ଉତ୍ସବ
ଭୁବନେଶ୍ୱର - ଓଡିଶାରେ ଅପାର ସମ୍ଭାବନା ରହିଛି । ରାଜ୍ୟରେ ୧ କୋଟି ପରିବାର ମଧ୍ୟରୁ ୫୦ ଭାଗ ପରିବାର କୃଷି ଉପରେ ନିର୍ଭରଶୀଳ । ଓଡିଶାର ଜିଡିପିର ସିଂହଭାଗ ଚାଷରୁ ଆସୁଛି । ଓଡିଶାର ଦୁଇ ତୃତୀୟାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ତେଣୁ ନୂଆ…
ରାଜ୍ୟପାଳ ଟ୍ରପିଂ ପାଇଁ ପ୍ରତିଯୋଗିତା ।
ଯାଜପୁର(ଜୟଶଙ୍କର ଦାଶ: ରାଜ୍ୟପାଳଙ୍କ ଟ୍ରପିଂ ୨୦୧୭-୧୮ ବର୍ଷ ପାଇଁ ବିବିଧ ପ୍ରତିଯୋଗିତାର ଆୟୋଜନ କରାଯାଇଅଚ୍ଥି । ଚିତ୍ରକଳା, ଓଡିଶୀ ନୃତ୍ୟ, ଲୋକ ନୃତ୍ୟ, କଣ୍ଠ ସ୍ୱର ଏହିଭଳି ୪ ଗୋଟି ବିଭାଗରେ ପ୍ରତିଯୋଗିତା କରାଯିବ । ଅଷ୍ଟମ ରୁ ଦଶମ ଶ୍ରେଣୀ ‘କ’ ଓ ପଞ୍ଚମ ରୁ ସପ୍ତମ ଶ୍ରେଣୀ…
Toyota Yaris LaLiga World Football Clinic with Kerala Blasters FC
Kochi, 12 July 2018: In our endeavour to touch as many communities in the city of Kochi as possible through football before the first ever Toyota Yaris LaLiga World pre-season tournament, Kerala Blasters FC player C.K. Vineeth led a…
ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାନ୍ହ ଭୋଜନ ଖାଇଲେ ନୂତନ ଉପଜିଲ୍ଲାପାଳ।
Rourkela/Sushanta Behera : ବଣେଇ ଉପଖଣ୍ଡର ବନେଇକଳା ପଞ୍ଚାୟତର ବଡ଼ଗାଁ ଗ୍ରାମରେ ଥିବା ବଡ଼ଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବଣେଇ( ଆଇ ଏସ )ଉପଜିଲ୍ଲାପାଳ ୟେଦୁଲା ବିଜୟ ଅକସ୍ମାତ ଭାବେ ବିଦ୍ୟାଳୟ କୁ ପହଞ୍ଚି ବିଦ୍ୟାଳୟ ପରିସର ବୁଲି ଦେଖିବା ସହିତ ବିଦ୍ୟାଳୟରେ ଥିବା…