ବ୍ୟାଟେରୀ ଗାଡି ଚାର୍ଜ ହେଲାନେଲେ ନିଆଁ : ରାସନ ଦୋକାନ ପୋଡିଗଲା ଅଘଟଣ By SPNEWS On Oct 30, 2018 0 Share କୁଚିଣ୍ଡା/ଶାନ୍ତନୁ ବେହେରା ଆଜି ଦିନବେଳା କୁଚିଣ୍ଡା ଏନ୍ଏସି ସ ଇ ଡ। ଗ୍ରାମରେ ଏକ ରାସନ ଦୋକାନରେ ବେଟେ ରି ଚାଳିତ ଗାଡି ଚାର୍ଜ କରିବା ସମୟରେ ହଟ।ତ ନିଆଁ ଲାଗି ଯାଇଥିଲା |ଏଥିରେ ଗାଡିଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି। ଦୋକାନ ଭିତରେ ନିଆଁ ବ୍ୟାପି ଯିବାରୁ ଦୋକାନ ର ବହୁତ ସାମଗ୍ରୀ ନଷ୍ଟ ହୋଇଛି। 0 Share FacebookTwitterGoogle+ReddItWhatsAppPinterestEmail