Sign in
Sign in
Recover your password.
A password will be e-mailed to you.
ଗୋଣ୍ଡୱାନା ସମାଜର ଗୋଣ୍ଡ ଭବନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ନରସିଂହ
ବଲାଙ୍ଗିର(ନିରୋଜ ମିଶ୍ର) : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ରାସ୍ତାର ବାମ ପାଶ୍ୱର୍ରେ ଗୋଣ୍ଡୱାନା ଗୋଣ୍ଡ ସମାଜର ଗୋଣ୍ଡ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ବିରୋଧିଦଳ ନେତା ନରସିଂହ ମିଶ୍ର । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ବ୍ୟୟରେ…
କାଳୀପୂଜା ଦଶ ମହାବିଦ୍ୟା ଉତ୍ସବ ୨୦୧୮
ରାୟଗଡ଼ା/ ସରୋଜ ସାହୁ : ଚଳିତ ମାସ ୦୭.୧୧.୨୦୧୮ ଠାରୁ ୧୮.୧୧.୨୦୧୮ ତାରିଖ ପର୍ଯ୍ୟନ୍ତ ଫ୍ରେଣ୍ଡସ ୟୁଥ ଆଷୋସିଏସନ ଅନୁକୁଲ୍ୟରେ ୩୬ତମ ବର୍ଷ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀ ପୂଜା ଦଶ ମହାବିଦ୍ୟା ଉତ୍ସବ ୨୦୧୮ ମହା ଆଡମ୍ବର ରେ ରାୟଗଡା ସହର ସ୍ଥ ବ୍ଲକ କଲୋନୀ ନିକଟରେ ଅବସ୍ତିତ…
ପାଠଚକ୍ର ଯାତ୍ରା ହେଲା ଶେଷ ଯାତ୍ରା
ଘାଟିରୁ ବସ ଖସି ୩ ମୃତ, ୧୯ ଆହତ
ନବରଙ୍ଗପୁର(Special Correspondent ) ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ଅନ୍ତର୍ଗତ ଝରୀଗାଁ- ଚନ୍ଦାହାଣ୍ଡି ଘାଟିଠାରେ ଉମରକୋଟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସ୍କୁଲ ବସଟି ରବିବାର ସକାଳ ସାଢେ ୯ଟା ବେଳେ ନିୟନ୍ତ୍ରଣ ହରାଇଘଟି…
ଶିକ୍ଷକଙ୍କ ଆତ୍ମୀୟତାପୁର୍ଣ୍ଣ ଶିକ୍ଷାଦାନ ଉପରେ ନିର୍ଭରକରେ ଶିଶୁଙ୍କ ଭବିଷ୍ୟତ
ସରକାରୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ
ଓଡ଼ଗାଁ:( ଶ୍ରୀକାନ୍ତ କୁମାର ମିଶ୍ର) ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ମହାଡମ୍ବରରେ ପାଳିତ ହୋଇଯାଇଛି । ୧୯୧୮ ନଭେମ୍ବର ୧ତାରିଖରେ ସ୍ଥାପିତ ଏହି ବିଦ୍ୟାଳୟର ୧୦୦ବର୍ଷ ପୁର୍ତ୍ତୀ…
ଦ୍ୱିପାକ୍ଷିକ ସହଯୋଗରେ ବୃଦ୍ଧି ନେଇ ୟୁଏଇର ମାନବ ସମ୍ବଳ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର
ୟୁଏଇରେ କାମ କରୁଥିବା ଭାରତୀୟ ମାନଙ୍କର ଦକ୍ଷତା ବିକାଶ ଓ ନିଯୁକ୍ତି ପ୍ରସଙ୍ଗରେ ବି କଲେ ଆଲୋଚନା
ଆବୁଧାବି- କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ୟୁଏଇ ଗସ୍ତରେ ପହଂଚିଛନ୍ତି । ଶ୍ରୀ ପ୍ରଧାନ ସେଠାରେ ୟୁଏଇର ର ମାନବ…
ବିଜେପି ଯୁବମୋର୍ଚ୍ଚ ପକ୍ଷରୁ ‘ଯୁବ ଅଧିକାର ସଂଘର୍ଷ ପଦଯାତ୍ରା’
ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଲଢେଇ ଜାରି ରଖିବ
ଭୁବନେଶ୍ୱର : ଶାସକ ବିଜେଡି ସରକାର ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ନକରିବା, ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଦବୀ ଖାଲି ରହିବା, ନିଯୁକ୍ତି ମେଳା ନାଁରେ…
ଶକ୍ତି ବିଭାଗକୁ ଦନ୍ତା ଚିନ୍ତା, ମାସେ ଭିତରେ ଖୁଲୁଥିବା ତାର ସଳଖି ଦେବେ : ସ୍ୱତନ୍ତ୍ର ଅଧିକାରୀ ହାତୀମାନଙ୍କ ଗତିବିଧି…
ଭୁବନେଶ୍ୱର/ମାନସୀ ମିଶ୍ର
ହାତୀମାନଙ୍କର ଚଳପ୍ରଚଳକୁ ସୁରକ୍ଷିତ କରିବା ପାଇଁ ଏଣିକି ଶକ୍ତି ବିଭାଗ ପକ୍ଷରୁ ଏସଡିଓ ପାହ୍ୟାର ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ପ୍ରତି ଜିଲ୍ଲାରେ ନିଯୁକ୍ତି ଦିଆଯିବ । ଏ ସମ୍ପର୍କରେ ସୂଚନା ଦେଇ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, ବର୍ତମାନ ତାଙ୍କ…
ଶିଳ୍ପପତି ବି ଶ୍ରୀମନ୍ଦିରକୁ ଧାଡିରେ ଯାନ୍ତୁ, ଆଧାରକାର୍ଡ଼ ଦେଖାନ୍ତୁ
ମୁକେଶ ଅମ୍ବାନୀ ଶ୍ରୀମନ୍ଦିରକୁ ଧାଡ଼ିରେ ନଗଲେ କାଳିମାଡ଼ ଖାଇବେ- ଯୁବ କଂଗ୍ରେସ
ପୁରୀ - ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓଡ଼ିଶା ଗ୍ରସ୍ତକୁ ସ୍ୱାଗତ କରାଯାଇଛି । କିନ୍ତୁ ସୋମବାର ଦିନ ଶ୍ରୀମନ୍ଦିରକୁ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ…