କୋଇଲା ଗାଡ଼ି ଜବତ,ଜଣେ ଗିରଫ

0

ରେଢ଼ାଖୋଲରୁ ଯଶୋବନ୍ତ ନାରାୟଣ ସାହୁ

ଚୋରା ଚାଲାଣ ବେଳେ ଏକ 407 ମିନି ଟ୍ରକ (ଓଆର 15 ଡ଼ି 9216)କୁ ଚାରମାଳ ପୁଲିସ ରବିବାର ସଂନ୍ଧ୍ୟାରେ ଜବତ କରିଛି lଏଥି ସହ 3ଟନ କୋଇଲା ଜବତ କରିଛି l ରାଶିବେଡ଼ା ଗାଁର ବିଜୟସେନ ସ୍ୱାଇଁ (41) କୁ ଗିରଫ କରାଯାଇଥିବା ବେଳ ଆଜି ତାକୁ କୋର୍ଟ ଚାଲାଣ କରାଯିବ  l ଆଇଆଇସି ପ୍ରଶାନ୍ତ ଦଲାଇ ଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା l

Leave A Reply

Your email address will not be published.