ହିନ୍ଦୁ ସ୍ୱାଭିମାନ ସମ୍ମିଳନୀ ଅନୁଷ୍ଠିତ On Dec 25, 2018 10 Share କୁଚିଣ୍ଡା/ ଶାନ୍ତନୁ ବେହେରା : ଆଜି କୁଚିଣ୍ଡା ଠାରେ ହିନ୍ଦୁ ସ୍ୱାଭିମାନ ଦିବସ ଅନୁଷ୍ଠିତ ହୋଇଛି | ଏଥିରେ ଶତାଧିକ ପୁରୁଷ, ମହିଳା ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ମୁଣ୍ଡରେ କଳସ ଏବଂ ବାଜା କୃଷ୍ଣଗୁରୁ, ଗାୟତ୍ରୀ ମନ୍ତ୍ର ଜପ କରି ଟାଉନ ହଲ ଠାରେ ପହଂଚିଥିଲା | 10 Share FacebookTwitterGoogle+ReddItWhatsAppPinterestEmail