ଅଟଳ ବିହାରୀ ବାଜପାୟୀ ଜୟନ୍ତୀ

0

ଝାରବନ୍ଧ(ସଦାନନ୍ଦ ବେହେରା):- ବରଗଡ଼ ଜିଲ୍ଲା, ଝାରବନ୍ଧ ପଞ୍ଚ।ୟତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ 94ତମ ଜୟନ୍ତୀ, ଶ୍ରୀ ଲମ୍ବୋଦର ପଣ୍ଡାଙ୍କ ନେତୃତ୍ୱ ରେ ପାଳନ କରାଯାଇଛି।  ଏହି ସଭାରେ ଜିଲ୍ଲା ପରିଷଦ ଶ୍ରୀମତୀ କୁମୁଦୀନ ସାହୁ, ସରପଞ୍ଚ ଶ୍ରୀମତୀ, ଧନମତି ପାଣ୍ଡେ, ଦୁର୍ଗା ଅଗ୍ରୱାଲ, ଜୟ ନିଗମ, ବିନୋଦ ବାଗ, ଗମ୍ଭୀର ବାଗ, ହରିହର ସାହୁ ତଥା ବେଜେପି କର୍ମୀମାନେ  ଯୋଗଦାନ କରି ସଭା କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave A Reply

Your email address will not be published.