Sign in
Sign in
Recover your password.
A password will be e-mailed to you.
ଉଜ୍ୱଳ ତାରକା ସନ୍ତୋଷିନୀଙ୍କୁ ସମ୍ବର୍ଦ୍ଧନା
ପଦ୍ମପୁର(ନୀଳ ଦୀପ) - ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସନ୍ତୋଷିନୀ ଦୀପ ଜିଲ୍ଲାସ୍ତରୀୟ ଓଜ୍ୱଳ ତାରକା-୨୦୧୮ ପରିକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ସୋମବାର ଦିନ ତାଙ୍କ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ…
ଦିବଂଗତ ଢୁଲିଆ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି : ପ୍ରତିବର୍ଷ ଜଣେ ଢୁଲିଆଙ୍କୁ ଦିଆଯିବ ରାଜକୁମାର ସମ୍ମାନ
ପଦ୍ମପୁର,(ନୀଳ ଦୀପ) - ସ୍ଥାନୀୟ ରିକ୍ରେସନ ସେଂଟରଠାରେ ଦିବଂଗତ ସ୍ୱନାମଧନ୍ୟ ଢୁଲିଆ ରାଜକୁମାର କୁମ୍ଭାରଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗତ ୧୮ ତାରିଖ ଦିନ ରାଜକୁମାର ୮୫ ବର୍ଷ ବୟସରେ ପଦ୍ମପୁର ନିକଟସ୍ଥ ଡୁଙ୍ଗୁରିପାଲି ଗ୍ରାମସ୍ଥିତ ନିଜ…
ୟୁ-ଟର୍ଣ୍ଣ : କଥା ବୁଲାଇଲେ ଭକ୍ତ
ଭୁବନେଶ୍ୱର : ମାତ୍ର କିଛି ମାସ ପରେ ୟୁ-ଟର୍ଣ୍ଣ ମାରିଛନ୍ତି ବରିଷ୍ଟ କଂଗ୍ରେସ ନେତା ଭକ୍ତଚରଣ ଦାସ । ଆଗରୁ କହିଥିବା କଥାକୁ ସଂଶୋଧନ କରିଛନ୍ତି । କହିଛନ୍ତି ଆସନ୍ତା ନିର୍ବାଚନରେ କଂଗ୍ରେସ ବିଜେଡି ବିଜେପି ସହିତ ମେଣ୍ଟ କରିବ ନାହିଁ । ଯଦି କରିବ ତେବେ ସମଭାବାପନ୍ନ ଦଳ ସହିତ କରିବ ।…
କୁଆଡେ ନଜର କୁଆଡେ ବାଣ, ଶ୍ରୀକାନ୍ତଙ୍କ ଟାର୍ଗେଟରେ ପୁଣି ନିରଞ୍ଜନ
"ଆଗାମୀ ନିର୍ବାଚନରେ ଖଣି ଲୁଟକୁ ପ୍ରସଂଗ କରିବ କଂଗ୍ରେସ"
ଭୁବନେଶ୍ୱର(SPB) : କଂଗ୍ରେସରେ ବିବାଦ କମୁନି | ଏଇ ଦଳର ଶିର ପ୍ରଶିରାରେ କନ୍ଦଳ | ଆଉ ତାହା ଯେତେବେଳେ ଶ୍ରୀକାନ୍ତ ଆଉ ନିରଞ୍ଜନଙ୍କ ମଧ୍ୟରେ, ତାହା ତା ଦେଖିଲା ଶୁଣିଲା ଭଳିଆ | କାରଣ ପଟ୍ଟନାୟକ-ଜେନା ସମ୍ପର୍କ…
ସୁନ୍ଦରଗଡ଼ ଜିଲ୍ଲାର ତଳିଆ ଅଂଚଳରେ ପଶିଲା ବର୍ଷାପାଣି
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) - ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ତଳିଆ ଅଂଳରେ ପାଣି ପ୍ରବେଶ କରିଛି । ୧୮ ନଂ ୱାର୍ଡ ର ମାଷ୍ଟର କଲୋନୀରେ ବର୍ଷା ପାଣି ପ୍ରବେଶ କରିବାରୁ ଲୋକେ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ରାସ୍ତା ଉପରେ ୨ରୁ ୩ ଫୁଟ୍ ଉଚ୍ଚରେ…
ଯାଜପୁର ଜିଲ୍ଲାରେ ପ୍ରଶାସନିକ ଏନକ୍ଲେଭ କରିବା ଉଦ୍ୟମ : ଜମି ଅଧିଗ୍ରହଣ ପାଇଁ ସତ୍ୱାଧିକାରୀଙ୍କସହ ଆଲୋଚନା
ଯାଜପୁର(ଜୟଶଙ୍କର ଦାଶ) ଯାଜପୁର ସଦର ମହକୁମାରେ ଥିବା କୁସୁମାର ଅପରପାର୍ଶ୍ୱ ଅଂଚଳ ଶିତଳେଶ୍ୱର ମୌଜାରେ ମିନି ସଚିବାଳୟ ବା ପ୍ରଶାସନିକଏନକ୍ଲେଭ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ ହୋଇଛି । ଏହି ପ୍ରଶାସନିକ ଭବନ ପ୍ରକଳ୍ପ ନିର୍ମାଣ ପାଇଁ ସୋମବାର ଅପରାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ : ୬୨ଟି ଅଭିଯୋଗର ତୁରନ୍ତ ଫଇସଲା ।
ଜଗତସିଂହପୁର/ଅଜୟ ଜେନା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଅଭିଯୋଗ…
ଜେପିଭିଟି ଆସୋସିଏସନ ଦ୍ୱାରା ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ
ଜଗତସିଂହପୁର(ରମେଶ ମହାନ୍ତି) ଆଜି ଜଗତସିଂହପୁର ସହରସ୍ଥ ଶିଶୁ ଆଶ୍ରମରେ ଜଗତସିଂହପୁର ଫଟୋ-ଭିଡିଓଗ୍ରାଫିକ ଟ୍ରେଡର୍ସ ଆସୋସିଏସନ ର ବହୁ କର୍ମର୍କତା ଓ ସଭ୍ୟମାନଙ୍କ ଗହଣରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ଆଶ୍ରମର ଅନ୍ତେବାସୀଙ୍କୁ ଫଳ, ବିସ୍କୁଟ,ଲିଚି ଆଦି ବଣ୍ଟନ…
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସଦ୍ଭାବନା ଦିବସ ଅବସରରେ ଶପଥ ପାଠ
ଭୁବନେଶ୍ୱର : ଭୂତପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମଦିବସ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସଦ୍ଭାବନା ଦିବସର ଶପଥ ପାଠ କରାଯାଇଛିା ଏହି ଉପଲକ୍ଷେ ସୂଚନା ଓ ଲୋକସଂପର୍କ ବିଭାଗ କାର୍ଯ୍ୟଳୟ ପରିସରରେ ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଶ୍ରୀ…
ବିଶ୍ୱକର୍ମା ପୂଜା ପାଇଁ ପ୍ରସ୍ତୁତି ବୈଠକ
ପାରଦୀପ(ଉପେନ୍ଦ୍ର ଗୁରୁ) ପୂର୍ବଭାରତ ତୈଳବିଶୋଧନାଗାର ଶ୍ରମିକ ସଙ୍ଗଠନ ତରଫରୁ ଚଳିତ ବର୍ଷ ବିଶ୍ୱକର୍ମା ପୂଜା ପାଳନ ନିମନ୍ତେ ସଙ୍ଗଠନ କାର୍ଯ୍ୟାଳୟ ଜିରୋପଏଣ୍ଟ ପରିଷରରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା । ସଙ୍ଗଠନର ସଭାପତି ତଥା ଶ୍ରମିକ ସାଥି ସନ୍ତୋଷ କୁମାର ପଟ୍ଟନାୟକ…