ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡ଼ାଉଛି କିଏ ???

ବଡ଼ମାଳ ଗୋଳାବାରୁଦ କାରଖାନାରେ ବଡ ଦୁର୍ନୀତି! ବଲାଙ୍ଗୀର/ନିରୋଜ ମିଶ୍ର :  ସରକାରଙ୍କ କେନ୍ଦ୍ର ପ୍ରତିରକ୍ଷା ବିଭାଗର ବଡ଼ମାଲ ଗୋଳା ବାରୁଦ କାରଖାନା ବିଭିନ୍ନ ସମୟରେ ଦୁର୍ନୀତି ଓ ଚୋରି ଆଦି ନେଇ ଚର୍ଚ୍ଚାରେ ରହିଆସିଛି। ଏହି ବଡ଼ମାଲ ଗୋଳବାରୁଦ କାରଖାନା ବର୍ତ୍ତମାନ ଏପରି ଏକ ଘଟଣାକୁ ନେଇ…

ପିଲାଏ ପଢିବେ ,,,ପିଲାଏ ବଢିବେ …ସରକାରୀ ଯୋଜନା ଚାଲିଛି ଏମିତି 

  ବଣେଇ : ବଣେଇ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ରାସ୍ତା ଉପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ା। ସରକାର ଶିକ୍ଷା କ୍ଷେତ୍ରରେ ପ୍ରାଧାନ୍ୟ ଦେଇ ସହର ଠୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ଶିକ୍ଷାର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ…

 ପି.ବି.ଡି.ଏ ସ୍କୁଲ ଛାତ୍ରାବାସରେ ନିଜେ ରୋଷେଇ କରି ଖାଇଲେ ଛାତ୍ର।

ବଣେଇ : ବଣେଇ ଉପଖଣ୍ଡର ଲହୁଣୀପଡା ବ୍ଲକ ଅନ୍ତର୍ଗତ ଖୁଣ୍ଟଗାଁ ରେ ଥିବା ପାଉଡ଼ି ଭୂୟାଁ ଆଦିବାସୀ ଉର୍ଣ୍ଣୟନ ସଂସ୍ଥା ଛାତ୍ରବାସରେ ଗତ ଶନିବାର ଦିନ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଦୃଶ୍ୟଟି ଏମିତି ଯେ ବାଳକ ଛାତ୍ରାବାସରେ ସରକାରଙ୍କ ପକ୍ଷରୁ ରୋଷେଇୟା ନିୟୋଜିତ ହୋଇଥିବା ସତ୍ତ୍ୱେ…

“ବିଶ୍ୱ ଓଡ଼ିଆ ସମ୍ମିଳନୀ:ଓଡ଼ିଆ ଲୋକଙ୍କର ଏକ ପ୍ରକୃଷ୍ଟ ମଞ୍ଚ”

ଭୁବନେଶ୍ୱର : ଡ଼ିସେମ୍ବର ୨୨ ଓ ୨୩ ତାରିଖରେ ଦିଲ୍ଲୀ ଠାରେ ବିଶ୍ୱ ଓଡ଼ିଆ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି ବୋଲି ମେ’ ଫେୟାର କନଭେନସନଠାରେ ସମ୍ମିଳନୀର ୱେବସାଇଟ୍ ଓ ମୋବାଇଲ ଆପ୍ଲିକେସନ୍ ଉନ୍ମୋଚନ ଅବସରରେ ସଭାପତି ଡ଼ଃ ମୁରଲୀ ମନୋହର ଶର୍ମା ସୂଚନା ଦେଇଛନ୍ତି  । ବିଶ୍ୱର କୋଣ ଅନୁକୋଣରେ…

ସରକାରଙ୍କ ନୀରବତା ସୃଷ୍ଟି କରିପାରେ ବିସ୍ଫୋରକ ପରିସ୍ଥିତି

  ତିବ୍ରତର ହେଉଛି ବରଗଡରେ କ୍ୟାନ୍ସର ହସପିଟାଲ ଦାବୀ: ୨୪ ରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ  ପଦ୍ମପୁର/ନୀଳ ଦୀପ - ଓଡିଶାରେ ପ୍ରସ୍ତାବିତ ଟାଟା ମେମୋରିଆଲ ହସପିଟାଲକୁ ବରଗଡ ଜିଲ୍ଲାରେ ସ୍ଥାପନ କରାଯିବା ପାଇଁ ଜନସାଧାରଣରେ ଦାବୀ ଜୋର ଧରିଛି  । ରାଜ୍ୟର ୬୦ ପ୍ରତିଶତ କେନସର ରୋଗୀ ବରଗଡ…

ଗଂଜେଇ ଓ କଫ୍ ସିରପ୍ ଜବତ : ୧ ଗିରଫ

ପଦ୍ମପୁର/ନୀଳ ଦୀପ - ମଙ୍ଗଲବାର ଦିନ ସକାଳ ପ୍ରାୟ ୭ଟା ସମୟରେ ପଦ୍ମପୁର ପୋଲିସ ଛତିଶଗଡରୁ ·ଲାଣ ହେଉଥିବା ସମୟରେ ଗଂଜେଇ ଓ କଫ ସିରପ୍ ସହ ଜଣେ ଅପରାଧିକୁ ଗିରଫ କରିଛି  । ଛତିଶଗଡ ସରାଇପାଲିରୁ ଏକ ବୋଲେରୋ ଯୋଗେ ନିଶା ସାମଗ୍ରୀ ·ଲାଣ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପଦ୍ମପୁର ପୋଲିସ…

 ଭାରତୀୟ ସିପକ ଟାକ୍ର ଦଳକୁ ପ୍ରଥମ ପଦାର୍ପଣରେ   କାଂସ୍ୟ 

ଦୀର୍ଘ ବର୍ଷ ପରେ ଭାରତୀୟ ସିପକ ଟାକ୍ର ପ୍ରଥମ ଥର ପାଇଁ  ଏସିୟ କ୍ରୀଡ଼ାରେ ଭାଗ ନେବାର ସୁଯୋଗ ପାଇଲେ।ଭାରତ ଅଲମ୍ପିକ ଫେଡ୍ରେସନ ଦ୍ୱରା ଅନୁମୋଦିତ ହୋଇ ଏସିୟ କ୍ରୀଡା ରେ ଭାଗ ନେଇ ଟିମ ଇଭେଣ୍ଟ ରେ କାଂସ୍ୟ ପଦକ ପାଇ ଥିବାରୁ ଭାରତୀୟ ଦଳକୁ ରାଜସ୍ଥାନ ସିପକ ଟାକ୍ର ସଂଘ, ଓଡ଼ିଶା ସିପକ ଟାକ୍ର…

 ରାଜ୍ୟ ସରକାରଙ୍କ ଶିକ୍ଷାବିଭାଗ ଥାଇ କେତେ ବା ନଥାଇ କେତେ ! 

 ଏହା କଣ ଶିଶୁମାନଙ୍କ ପ୍ରତି ରାଜ୍ୟ ଶିକ୍ଷା ବିଭାଗର ଦାୟିତ୍ୱବୋଧ ଆଉ ମହାନ ସମାଜସେବୀ ପାର୍ବତୀ ଗିରୀଙ୍କ ପ୍ରତି ପ୍ରକୃତ ସମ୍ମାନ !!!!  ବରଗଡ଼/ଗୌରାଙ୍ଗ ଚରଣ ଦାଶ  :-  ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ ମୁଖ୍ୟାଳୟ ରୁ ମାତ୍ର 3 କିଲୋମିଟର ଦୂରରେ ପାଇକମାଲ ନୃସିଂହନାଥ ରାସ୍ତାରେ ଅବସ୍ଥିତ…