ଜେସିବି ମେସିନକୁ ଧକ୍କା  ଦେଲା  ଏକ୍ସପ୍ରେସ୍‌ ଟ୍ରେନ୍। 

 ଯାଜପୁର/ Jayshankar Dash/Biswajit Majhi  : ହରିଦାସପୁର ଷ୍ଟେସନ ନିକଟ ଲେବଲ କ୍ରସିଂରେ ଏକ ଜେସିବି ମେସିନକୁ ଧକ୍କା ଦେଇଛି ଏକ୍ସପ୍ରେସ୍‌ ଟ୍ରେନ୍। ଜଗୁଆଳିବିହୀନ ଲେବୁଲ୍ କ୍ରସିଂରେ ଘଟିଛି ଏହି ଘଟଣା। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଟ୍ରାକ୍‌ରେ ଜେସିବି ଖରାପ ହୋଇଟିବା ପରେ ଏହାର…

ମାଟିର ଗୌରବ  ଅଵିନାଶଙ୍କୁ ଭବ୍ୟ ସମ୍ବର୍ଧନା 

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇ ବଢ଼ାଇଛନ୍ତି ଏ ଅଂଚଳର ଗର୍ବ ମେଲଛାମୁଣ୍ଡା ହାଇସ୍କୁଲର ପୁରାତନ ଛାତ୍ର  ଓ ଝୁନୁଙ୍ଗାପାଲି ଗ୍ରାମବାସୀଙ୍କ ଦ୍ୱାରା ଅବିନାଶ ମିଶ୍ରଙ୍କୁ ଭବ୍ୟ ସମ୍ବର୍ଧନା ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା…

ରାଜସ୍ୱ ଅମଲାଙ୍କ ସମୂହ ଛୁଟି ନବମ ଦିନରେ

ବଲାଙ୍ଗିର /ନୀରୋଜ ମିଶ୍ର -ଜିଲ୍ଲା ରାଜସ୍ୱ ଅମଲା ସଂଘର ସମୂହ ଛୁଟି ଆନେ୍ଦାଳନ ଅଷ୍ଟମ ଦିନରେ ପହଂଚିଛି। ଉକ୍ତ ଆନ୍ଦୋଳନ ଯୋଗୁଁ କର୍ମଚାରୀ ମାନଙ୍କ ଅନୁପସ୍ଥିତିରେ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ସମସ୍ତ ବ୍ଲକ, ତହସିଲ ତଥା ଅନ୍ୟାନ୍ୟ କାର୍ଯ୍ୟାଳୟରେ…

 ଦିବ୍ୟାଙ୍ଗଙ୍କ  ପ୍ରତି କେନ୍ଦ୍ର କରୁଛି  ଅବିଚାର :   ବିଜୟ 

ଦିବ୍ୟାଙ୍ଗଙ୍କ ସ୍ୱାବଲମ୍ବନ ସ୍କିମରେ  ରାଜ୍ୟ ସରକାର ଅଂଶଧନ ଜମା କରିସାରିଥିବା ବେଳେ  ୩ବର୍ଷରେ ଗୋଟିଏ ଟଙ୍କା ବି ଦେଇନି କେନ୍ଦ୍ର ସରକାର  ଭୁବନେଶ୍ୱର : ଓଡ଼ିଶାରେ ଦିବ୍ୟାଙ୍ଗଙ୍କୁ ବୀମାଭୁକ୍ତ କରିବାକୁ ସ୍ୱାବଲମ୍ବନ ସ୍କିମ ୨୦୧୫ରୁ ପ୍ରଣୟନ କରାଯାଇଛି । ଦୀର୍ଘ ୩ବର୍ଷ ଧରି ଏହା…

ମହାନଦୀ ପ୍ରସଙ୍ଗ : ଛତିଶଗଡ଼କୁ ଝଟକା 

    ଭୁବନେଶ୍ୱର : ଛତିଶଗଡ଼ ସରକାର ବିରୁଦ୍ଧରେ ଆଜି କଡ଼ା ଆଭିମୁଖ୍ୟ ନେଇଛନ୍ତି ଏନଜିଟିର ଦିଲ୍ଲୀ ମୁଖ୍ୟ ବେଞ୍ଚ । ମହାନଦୀ ମାମଲା ଉପରେ ଆଜି ତାଙ୍କର କ’ଣ ଆଭିମୁଖ୍ୟର ପରିପ୍ରକାଶ ଘଟିଛି । ଏନଜିଟିର ନିର୍ଦ୍ଦେଶକୁ ନ ମାନିବା ଏବଂ ଅପରନ୍ତୁ ବେଖାତିର କରି ନୂଆ ପ୍ରକଳ୍ପ ଆରମ୍ଭ କରିବା…

ଅଙ୍ଗନଦୀ ବନ୍ଧ ପାଇଁ ଆମରଣ ଅନଶନ ଜାରୀ, ସାତ ଅନଶନ କାରୀ ଡାକ୍ତରଖାନାରେ ଭର୍ତ୍ତି 

ପଦ୍ମପୁରରୁ ନିଳ ଦୀପ- ଅଙ୍ଗବନ୍ଧ ଜଳସେଚନ ପ୍ରକଳ୍ପ ଶୀଘ୍ର କାମ ଆରମ୍ଭ କରିବା ଦାବିରେ ଆଞ୍ଚଳିକ କୃଷକ ସଂଗଠନ ପକ୍ଷରୁ ସୋମବାର ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୬ଜଣ ଆମରଣ ଅନଶନରେ ବସିଥିବା ବେଳେ ମଙ୍ଗଳବାର ପ୍ରାୟ ୯ଟା ସମୟରେ ପ୍ରଥମେ ୫ଜଣଙ୍କର ଅବସ୍ଥା ଗୁରୁତର ହେବାରୁ…

ମହିଳା ଓ ନାବାଳିକା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ନିଷ୍କ୍ରିୟତା ପ୍ରତିବାଦରେ ବାହାରିଲା ମହିଳା…

 ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ କରିବାକୁ କଲା ନିବେଦନ ଭୁବନେଶ୍ୱର,(ଚକ୍ରଧର ମାଝି) : ସଂପ୍ରତି ରାଜ୍ୟରେ ବଢି ଚାଲିଥିବା ମହିଳା ଅତ୍ୟାଚାର ଓ ଧର୍ଷଣ, ନାବାଳିକା ଦୁଷ୍କର୍ମ ଆଦି ଘଟଣା ବର୍ତମାନ ସବୁଠୁ ଅଧିକ ଚିନ୍ତାର ବିଷୟ ହୋଇଛି । ଧର୍ଷଣ ଶିକାର ହୋଇ ମୃତ୍ୟୁବରଣ  କରିଥିବା ବହୁ…

ରାଜ୍ୟ ସରକାର ବିକାଶ ବିରୋଧୀ ରାଜନୀତି କରୁଛନ୍ତି: ବିଜେପି

    ଭୁବନେଶ୍ୱର(chakradhar majhi) : ଗତ ୧୫ ଦିନଧରି ଚାଲିଥିବା ଗ୍ରାମ ସ୍ୱରାଜ ଅଭିଯାନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ବିଜେପି ବିଧାୟକ ଓ ନେତୃବୃନ୍ଦ ସାମିଲ ହୋଇ ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା କେନ୍ଦ୍ରସରକାରଙ୍କ ଦ୍ୱାରା…

ଭିଜିଲାନ୍ସ ଜାଲରେ ପୁଣି  ଜଳ ସେଚନ ବିଭାଗର ଦୁଇ ସରକାରୀ ଯନ୍ତ୍ରୀ ।

  ବରଗଡ: ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଯନ୍ତ୍ରୀ । ବରଗଡ ଟାଉନଥାନା ଅଞ୍ଚଳରେ ଥିବା ଦୁଇ ଜଣ ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । କଳାହାଣ୍ଡି ଜିଲ୍ଲା ନର୍ଲା ସହକାରୀ ଯନ୍ତ୍ରୀ ରସାନନ୍ଦ ମାଝୀଙ୍କ ଘରେ ଚଢଉ ହୋଇଥିବା ବେଳେ ରେଙ୍ଗାଲିି କ୍ୟାମ୍ପ ଜଳ ସେଚନ ବିଭାଗର…

ଓଡିଶା ରାଜନୀତିର ଗୁମର କଥା : ଗୁରୁ ଦ୍ରୋହ ଦଶା ଭୋଗୁଛନ୍ତି ବିଜୟ ! ଗୋଟିଏ ଗୁଳିରେ କରିଥିଲେ ତିନି ଶିକାର

୩୧ବର୍ଷ ପରେ ପଲଟିଲା  ଓଡିଶା ରାଜନୀତି ଇତିହାସ  କେବେ ନାଆ ଉପରେ ଗାଡି, କେବେ ଗାଡି ଉପରେ ନାଆ  ଭୁବନେଶ୍ୱର : ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ତଥା ତଥା ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଧର୍ମପତ୍ନୀ ଦୀର୍ଘଦିନର ନୀରବତା ଭାଙ୍ଗି ୩୧ବର୍ଷ ତଳେ ହୋଇଥିବା ଏକ ରାଜନୈତିକ ଷଡଯନ୍ତ୍ରର…