ଜି ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଘୁ ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପାଖ ସେଣ୍ଟ ଭିନୀସନ୍ତ ଇଂଲିଶ ମିଡିୟମ ବିଦ୍ୟାଳୟ ସାମନା ଡ୍ରେନରୁ ଜଣେ ବୃଦ୍ଧାଙ୍କ ମୃତ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ | ବୃଦ୍ଧାଙ୍କ ନାମ ରଥ ପ୍ରଧାନ ବୋଲି ଜଣା ପଡିଛି | ମୃତୁ ଦେହ ତିନି ଦିନ ରୁ ଚାରି ଦିନ ହେବା ଅନୁମାନ କରା ଯାଉଛି | ମୃତ୍ୟୁ କାରଣ ଜଣା ପଡି ନାହିଁ |
Sign in
Sign in
Recover your password.
A password will be e-mailed to you.