ପୁଣି ଜଣଙ୍କୁ ତଂଟି କାଟି ମାଇଲେ ମାଓବାଦୀ 

ନବରଙ୍ଗପୁରରୁ ଦକ୍ଷିଣାଂଚଳ ବ୍ୟୁରୋଚିଫ ସଂଜୀବ ସୁବୁଦ୍ଧି  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଲଦି ପଞ୍ଚାୟତ ଭେନୋସ ଗ୍ରାମର ଗରିବ ଆଦିବାସୀ ଟୁନୁ ଗଣ୍ଡଙ୍କୁ ଗତ ରାତିରେ ନକ୍ସଲମାନେ ତଣ୍ଟି କାଟି ହତ୍ୟା କରିଛନ୍ତି । ଘରରୁ ଡାକିଆଣି ଭେନସ ଗ୍ରାମର ଅଗଂନଵାଡି ବାରଣ୍ଡାରେ ତାଙ୍କୁ ହତ୍ୟା…

ବିବେକ ଶ୍ରବଣ ରାୟଗଡା ଏସପି, ପଦ୍ମିନୀ ସାହୁ ଡିସିପି  ହେଡକ୍ୱାର୍ଟର୍ସ

 ଆଇପିଏସ-ଓପିଏସ ସ୍ତରରେ ଅଦଳବଦଳ  New DCP, HQ    ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ ଅଫିସର  ତଥା ବରିଷ୍ଠ  ଓପିଏସ ଅଫିସର ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି | ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୧୩ ବ୍ୟାଚ  ଆଇପିଏସ ରାହୁଲ ପିଆର…

ରୋଟାରୀ କ୍ଲବ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

ଯାଜପୁରରୋଡ଼/ଜୟଶଙ୍କର ଦାଶ :  ଜିଲ୍ଲାରେ ସଡକ ଦୁର୍ଘଟଣା ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଦୁର୍ଘଟଣା ଘଟି ଅନେକ ଜୀବନ ହାନି ହେଉଛି | ଅନେକ ଲୋକ ଅକର୍ମଣ୍ୟ ହୋଇଯାଉଛନ୍ତି ଓ ଅନେକ ପରିବାର ଉଜୁଡି ଯାଉଛି | ଏହି ଉଦ୍ଦେଶ୍ୟରେ ସଡକ ନିରାପତ୍ତା…

ଯାଜପୁରରୋଡ଼ ଓକିଲ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଂକ ଉଦ୍ଦେଶ୍ୟରେ  ସ୍ମାରକପତ୍ର 

ଯାଜପୁରରୋଡ଼/ଜୟଶଙ୍କର ଦାଶ : ସର୍ବଭାରତୀୟ ବାର୍ କାଉନିଲର ଡ଼ାକରାରେ ପାଂଚ ଦଫା ଦାବି ନେଇ ଯାଜପୁରରୋଡ଼ର ବିଭିନ୍ନ  ଓକିଲ ସଂଘ ପକ୍ଷରୁ ମିଳିତ  ଭାବେ କଳିଂଗନଗର ଅତିରିକ୍ତ ଜିଲ୍ଳାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯାଜପୁରରୋଡ଼ ଓକିଲ ସଂଘ,…

 ଧାନ ସଂଗ୍ରହରେ ଅଚଳବସ୍ଥା : ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ

ନୂଆପଡ଼ା(ଅମିତ କୁମାର ପୁରୋହିତ): ସଦର ବ୍ଲକ ଧରମବନ୍ଧା ମଣ୍ଡିରେ ଧାନ ସଂଗ୍ରହରେ ଅଚଳାବସ୍ଥା ଦେଖା ଦେଇଥିବାରୁ ଚାଷୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳ ଓ ଏଆରସିଏସ ଅଫିସ ଘେରାଉ କରିଥିଲେ । ଧାନ ସଂଗ୍ରହ କରାଯିବ ବୋଲି ପ୍ରତିଶୃତି ମିଳିବାରୁ ଚାଷୀ ଆନେ୍ଦାଳନରୁ ଓହରି…

ପରିବାର ପ୍ରତିପୋଷଣ ପାଇଁ ସରକାରୀ ଚାକିରି କେବଳ ମାଧ୍ୟମ ନୁହେଁ, ସ୍ୱରୋଜଗାର ମାଧ୍ୟମରେ ଆତ୍ମନିର୍ଭରଶୀଳତା ସମ୍ଭବ:…

  ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ନୂଆପଡ଼ା(ଅମିତ କୁମାର ପୁରୋହିତ)  ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଓଡିଶା ଦକ୍ଷତା ବିକାଶ ପ୍ରଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ  ହୋଇ ଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ…

“ସମସ୍ୟା ଜଣାଇ ଆଲୋଚନା କଲୁ, ପୂରଣ  ପାଇଁ ମିଳିଛି ପ୍ରତିଶ୍ରୁତି”

ଦିଲ୍ଲୀରୁ ଫେରିଲା ଜିଲ୍ଲା ଓକିଲ ସଂଘ ନୂଆପଡ଼ା(ଅମିତ କୁମାର ପୁରୋହିତ)  ଗତ ୪ ତାରିଖରେ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଓକିଲ ସଂଘର ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦୀଲ୍ଲୀ ଗସ୍ତ  କରିଥିଲେ । ସେଠାରେ କେନ୍ଦ୍ର ରେଲ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓ ପରିବେଶ  ମନ୍ତ୍ରୀ…

ଅଗ୍ରୀଆ ସମାଜ ପକ୍ଷରୁ ରାଜପଥ ଅବରୋଧ:-୫୨ଜଣ କର୍ମଚାରୀଙ୍କୁ ବହିଷ୍କାର ଏବଂ ଅଗ୍ରୀଆ ସମାଜ ପ୍ରତି ଆପେକ୍ଷର ପ୍ରତିବାଦ

ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ :  ସୁନ୍ଦରଗଡ଼ କିରାଇ ସ୍ଥିତ ସୁନ୍ଦରଗଡ଼ ଇଂଜିନିୟରିଂ ସ୍କୁଲ ଆଇଆଇଟି ପକ୍ଷରୁ୫୨ଜଣ କର୍ମଚାରୀଙ୍କୁ ବହିଷ୍କାର କରାଯିବା ସହ ଅଗ୍ରୀଆ ସମାଜ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ଆଜି ସକାଳ ୯ ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଖିଳ ଭାରତୀୟ ଅଗ୍ରୀଆ ସମାଜ ଓଡ଼ିଶା…

ଝଙ୍କଡ଼ ଶାରଳା ପୀଠରେ ଅଗ୍ରଣୀ “ଶାରଳା ପଞ୍ଜିକା”ର ପାଣ୍ଡୁଲିପି ପୂଜା

ତିର୍ତ୍ତୋଲ /ପାରାଦ୍ବୀପ :ରମେଶ ମହାନ୍ତି -ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା'ଶାରଳାଙ୍କ ପୀଠରେ ସରସ୍ୱତୀ ପୂଜା ଅବସରରେ ଶାରଳା ଦାସ ସ୍ମୃତି ସାଂସଦ ତରଫରୁ ପ୍ରକାଶ ପାଇ ଆସୁଥିବା ଅଗ୍ରଣୀ "ଶାରଳା ପଞ୍ଜିକା"ର ପାଣ୍ଡୁଲିପି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ…

 ନିଷ୍ଠା ଓ କଠିନ ଅଧ୍ୟବସାୟ ବଳରେ କୀର୍ତ୍ତିମାନ ସ୍ଥାପନ ସମ୍ଭବ : କୁସୁମ 

ସୁନ୍ଦରଗଡ଼ ଜିଲ୍ଲାର ମାନମୁଣ୍ଡାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଉଦଯାପିତ ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ  ମାନମୁଣ୍ଡା ଗ୍ରାମରେ ଦୁଇ ଦିନ ଧରି ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସୁନ୍ଦରଗଡ଼ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବ ନିଯୁକ୍ତ ଅଧ୍ୟକ୍ଷା…