Sign in
Sign in
Recover your password.
A password will be e-mailed to you.
ବିଲେଇସର୍ଡା ହାଇସ୍କୁଲରେ ପାନୀୟ ଜଳର ଘୋର ଅଭାବ : ପିଲା ପିଇବାକୁ ପାଣି ନାହିଁ
ବଲାଙ୍ଗିର/ପୁଇଁନ୍ତଲା(ନିରୋଜ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହରଲାଲ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି । ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଧ୍ୟୟନରତ । ବର୍ଷା ସମୟରେ ସଂକ୍ରମଣ…
ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ
ବାରିପଦା(DILLIP MOHANTY) : ପବିତ୍ର ରଥଯାତ୍ରା ଉପଲକ୍ଷେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁମୋଦନ କ୍ରମେ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ଏନ.ଏସ.ଏପ. ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିର ଓଡ଼ିଶା ବିଧାନସଭା…
ରଥେ ତୁ ବାମନଂ ଦୃଷ୍ଟବା ପୁନର୍ଜନ୍ମ ନ ବିଦ୍ୟତେ
ଦ୍ଵିତୀୟ ଶ୍ରୀକ୍ଷେତ ବାରିପଦାରେ ମହାପ୍ରଭୂଙ୍କ ରଥଯାତ୍ରା
ବାରିପଦା (ଦିଲ୍ଲୀପ ମହାନ୍ତି )- ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ବିଶ୍ୱ ପ୍ରସିଦ୍ଧ । ଜାତି, ଧର୍ମ, ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ମହାପ୍ରଭୂଙ୍କର ସାନ୍ନିଧ୍ୟ ଲାଭ ବଡ଼ଦାଣ୍ଡରେ ହିଁ ସମସ୍ତ ଭକ୍ତଙ୍କୁ ମିଳିଥାଏ,…
ଇଣ୍ଡିଆନ ହେଣ୍ଡିକ୍ରାଫ୍ଟ ଏଣ୍ଡ ହେଣ୍ଡଲୁମ ମେଳା ଉଦଘାଟିତ
ବାରିପଦା(ଦିଲୀପ ମହାନ୍ତି )- ବାରିପଦାର ଛଉପଡିଆ ନିକଟ କଲେଜ ପଡିଆ ପରିସରରେ ଇଣ୍ଡିଆନ ହେଣ୍ଡିକ୍ରାଫ୍ଟ ଏଣ୍ଡ ହେଣ୍ଡଲୁମ ମେଳା ଉଦଘାଟିତ ହୋଇଯାଇଛି । ରାଜ୍ୟ ସଭା ସାଂସଦ ତଥା ଓଡିଶା ସରକାରଙ୍କ ପୂର୍ବତନ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବରେ ଯୋଗଦେଇ…
ଆକ୍ରମଣକାରୀ ଯୁବକଙ୍କୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ମୁଖ୍ୟ ବିଚାରୀ ବିଭାଗୀୟ ମାଜିଷ୍ଟେ୍ରଟ ଡ଼କ୍ଟର ଭି. ସୁଜାତା ଆଜି ଏକ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତ ବାରିପଦା ସଦର ଥାନା ଅନ୍ତର୍ଗତ ଶାମାଖୁଣ୍ଟା ବ୍ଲକ ତେଲିବିଲା ଗ୍ରାମର ଆକୁଲ ମହାନ୍ତଙ୍କ ପୁଅ ବୁଲୁ ଓରଫ ଡମ୍ବରୁଧର ମହାନ୍ତ(୪୦), ବନମାଳି…
କାମ କରୁନି ଜିପିଆରଏସ୍ ସିଷ୍ଟମ :ଡିଡିଏମଙ୍କୁ ଭେଟିଲା ଟ୍ରକମାଲିକ ସଂଘ
ଯାଜପୁରରୋଡ୍(ଜୟଶଙ୍କର ଦାଶ) : ସୁକିନ୍ଦା ଖଣି ଅଞ୍ଚଳରେ ନିୟୋଜିତ ଟ୍ରକଗୁଡ଼ିକ ଏବେ ଏକପ୍ରକାର ଅକାମୀ ହୋଇପଡ଼ିଛନ୍ତି । ଗତ ୧୨ ତାରିଖରୁ ୬ ଶହରୁ ଅଧିକ ଗାଡ଼ି ଲୋଡ଼ିଂ ନ ପାଇ ବିଭିନ୍ନ ଖଣି ସମ୍ମୁଖରେ ଠିଆ ହୋଇରହିଛନ୍ତି । ଏହି ଗାଡିଗୁଡ଼ିକର ରଖାଯାଇଥିବା ଜିପିଆରଏସ୍ ଟ୍ରାକ୍ର କାମ…
ସମସ୍ତଙ୍କ ନଜରରେ ତଲସରା : କାହା ହାତରେ ୧୯ରେ ଦେବ ଧରା
ସୁନ୍ଦରଗଡ : ସୁନ୍ଦରଗଡ ଜିଳ୍ଲାରେ ଦୁଇଟି ଆସନ ଉପରେ କଂଗ୍ରେସର ଦବଦବା ଥିବା ବେଳେ ତାହାରି ଉପରେ ଏବେ ବିଜେଡି ଓ ବିଜେପିର ନଜର । ଏଣେ ବିଜେପି ଆଖେଇଛି ଆଉ ସେଣ୍ଡେ ବିଜେଡି ବି ରାଜନୀତିର ମିଶାଣ ଫେଡାଣରେ ଏହି ଦୁଇଠି ଆସନ ବୋନସ ଭାବେ ନେବାକୁ ଯୋଜନା କରିଛି । ଅବଶ୍ୟ ବିଜେଡି ପାଇଁ…
ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ବେରେଡାକିଆ ସରପଂଚ ଓ ଶତାଧିକ ବିଜେଡି କର୍ମୀ
ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବେରେଡାକିଆ ପଂଚାୟତର ସରପଂଚ ତଥା ଏ ଅଂଚଳର ଜଣାଶୁଣା ନାରୀନେତ୍ରୀ ସସ୍ମିତା ପ୍ରଧାନ ବିଜୁ ଜନତା ଦଳ ଛାଡି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି | ତାଙ୍କ ସହ ୱାର୍ଡ ମେମ୍ବର ତଥା ଶତାଧିକ ବିଜେଡି କରମୀ ଆଜି ଘୁ ଉଦୟଗିରି ବିଧାୟକ ଜାକବ…
ବୃକ୍ଷ ରୋପଣ ଦ୍ୱାରା ବାୟୁ ପ୍ରଦୂଷଣ, ବିଶ୍ୱତାପନ, ମରୁଡି ପ୍ରଭୃତି ସମସ୍ୟା ସମାଧାନ ହୋଇ ପାରିବ : ନରସିଂହ
ନବଜୀବନ ବିଦ୍ୟାପୀଠରେ ବଲାଙ୍ଗିର ମୁନିସିପାଲିଟି ସ୍ତରୀୟ ବନ ମହୋତ୍ସବ ପାଳିତ
ବଲାଙ୍ଗିର(ନିରୋଜ ମିଶ୍ର) : ନବଜୀବନ ବିଦ୍ୟାପୀଠ, ବଲାଙ୍ଗିର ପରିସରରେ ସ୍ୱସ୍ତିକ ମିଡିଆ ପ୍ରା. ଲିଃ.ର ଆନୁକୂଲ୍ୟରେ ଓ ନବଜୀବନ ବିଦ୍ୟାପୀଠର ସହଯୋଗୀତାରେ ବଲାଙ୍ଗିର ମୁନିସିପାଲିଟିସ୍ତରୀୟ ବନ…
ବର୍ଷା ଓ ପବନରେ ଇଚ୍ଛାପୁରରେ ବ୍ୟାପକ କ୍ଷୟ କ୍ଷତି. ଫସଲ ନଷ୍ଟ , 5 ଜଣ ଆହତ
ପାଇକମାଲ/ଗୌରାଙ୍ଗ ଚରଣ ଦାଶ:- ଅଂଚଳର ଚାଷୀ ମାନଙ୍କୁ ଲଗାତାର ଭାବରେ ପ୍ରାକୃତିକ ବିପର୍ଯୟ ଓ ସରକାରୀ ଉଦାସୀନତାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରକୃତିକ ବିପର୍ଯୟ ଭାଙ୍ଗି ଦେଉଛି ଚାଷୀର ମେରୁଦଣ୍ଡ। ରବିବାର ସକାଳ ରୁ ଆରମ୍ଭ ହେଇଯାଇଥିଲା ପ୍ରବଳ…