ପୁଣି ଜଣଙ୍କୁ ତଂଟି କାଟି ମାଇଲେ ମାଓବାଦୀ 

11

ନବରଙ୍ଗପୁରରୁ ଦକ୍ଷିଣାଂଚଳ ବ୍ୟୁରୋଚିଫ ସଂଜୀବ ସୁବୁଦ୍ଧି 

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଲଦି ପଞ୍ଚାୟତ ଭେନୋସ ଗ୍ରାମର ଗରିବ ଆଦିବାସୀ ଟୁନୁ ଗଣ୍ଡଙ୍କୁ ଗତ ରାତିରେ ନକ୍ସଲମାନେ ତଣ୍ଟି କାଟି ହତ୍ୟା କରିଛନ୍ତି । ଘରରୁ ଡାକିଆଣି ଭେନସ ଗ୍ରାମର ଅଗଂନଵାଡି ବାରଣ୍ଡାରେ ତାଙ୍କୁ ହତ୍ୟା କରାଯାଇଛି । ସେଠାରେ ହିନ୍ଦୀ ଭାଷାରେ ଗୋଟିଏ ହାତ ଲେଖା ଚିଠି ମାଓବାଦୀମାନେ ଛାଡ଼ିଯାଇଛନ୍ତି । ପୋଲିସ ଇନଫରମର୍ ସନ୍ଦେହରେ ଟୁନୁ(୪୧)ଙ୍କୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ ଅଛି ।

 

Leave A Reply

Your email address will not be published.