Sign in
Sign in
Recover your password.
A password will be e-mailed to you.
ବୌଦ୍ଧ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ଦିଶାହିନ
କେଉଠି ଶିକ୍ଷକ ମରୁଡି ତ କେଉଁଠି ଛାତ୍ର ଆଉ କେଉଁଠି ଶ୍ରେଣୀ ଗୃହ
ବୌଦ୍ଧ (ସିମୁନ୍ ନାଏକ) ; କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାକ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ କିପରି ଦେଶର ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ଶିର୍ଷରେ ରହିବେ ସେନେଇ ଡିପିଇପି ଜରିଆରେ ସର୍ବଶିକ୍ଷା ଅଭିଯାନ ଭଳିଯୋଜନା…
ବିଦ୍ୟାଳୟରୁ ମହାବିଦ୍ୟାଳୟ ସବୁଯାକ ମୁରବୀଶୂନ୍ୟ : ଶୈକ୍ଷିକ ବିକାଶରେ ସୃଷ୍ଟି କରୁଛି ଅନ୍ତରାୟ
କଣ୍ଟାମାଳ , ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ)
କଣ୍ଟାମାଳ ବ୍ଳକ ବୌଦ୍ଧ ଜିଲ୍ଲାର ଏକ ସର୍ବ ବୃହତ ଏବଂ ପ୍ରମୁଖ ବ୍ଳକଭାବେ ରହିଆସି ଥିବା ଏବଂ ନୂତନ ବିଧାନସଭା ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇବା ପରେ ଏହାରି ଗୁରୁତ୍ୱ ଦ୍ୱିଗୁଣୀତ ହୋଇ ଥିଲେ ହେଁ ଖୋଦ୍ ସଦର ବ୍ଳକ ମହକୁମାଠାରେ…
ରୋମ ଜଳୁଥିବା ବେଳେ ନିରୋଙ୍କ ବଂଶୀବାଦନ ପରି ରାଜ୍ୟର ୧୯ ବର୍ଷର ମୁଖିଆ ଜନକଷ୍ଟ ପ୍ରତି ଆଖି ବୁଜି ଦେଇଛନ୍ତି :ବିଜେପି
ରାଜ୍ୟସାରା ଜଳନିଷ୍କାସନ ସମସ୍ୟା ଯୋଗୁ ଅକଥନୀୟ କଷ୍ଟରେ ରାଜ୍ୟବାସୀ ରହିବା ପ୍ରସଙ୍ଗ
କୋଣାର୍କର ପାଣି ନିଷ୍କାସନ ପାଇଁ କେନ୍ଦ୍ର ସରକାରଙ୍କୁ କଡା ଚିଠି ଅପରପକ୍ଷରେ ଜଳବନ୍ଧୀ ଜୀବନ କଟାଉଥିବା ଓଡିଶାର ସହାରଂଚଳର ଦୁଖ ଦୁର୍ଦଶା ପ୍ରତି ଆଖି ବୁଜି ଦେଇଛନ୍ତି
ଭୁବନେଶ୍ୱର, ୧୭ ଜୁଲାଇ- ରୋମ…
Can’t take any team lightly at Asian Games : say Indian Hockey Men and Women’s Team…
~ While the team take on Hong Kong China in the first game;
Women will take on hosts Indonesia in the opening match at the 18th Asian Games 2018 ~
New Delhi, 17 July 2018: The Indian Men’s Hockey Team will begin their campaign at the…
ସୀମା ସାହୁ ଡ୍ୟାମ ପାଖକୁ ଡାକି ଲୁଟି ନେଲା ୬ ଲକ୍ଷ
ଫେସବୁକରେ ଫେକ ଆକାଉଣ୍ଟ : ମନଭଙ୍ଗ ଡେମ ଡକାୟତି ଘଟଣାର ପର୍ଦ୍ଦାଫାଶ
ପଦ୍ମପୁର/ପାଇକମାଲ
Nila Deep-Gouranga Dash
ଗତ 18/ 6/2018ତାରିଖ ଦିନ ପାଇକମାଲ ବ୍ଲକ ର ମିଠାପଲି ନିକଟସ୍ଥ ମନଭଙ୍ଗ ଡେମ ନିକଟରେ ଏକ ସସତ୍ର ଡକାୟତି ହେଇ ଥିଲା ।ଖରିଆର ରୋଡ଼ ନିବାସୀ ଶ୍ରୀ ବିକାଶ ଅଗ୍ରୱାଲ…
ସିଫା ପରିସରରେ (ସାର୍କ) ସ୍ତରୀୟ କ୍ୟାଟ ଫିସ ଜାତୀୟ ମାଛର ସମୂହ ପ୍ରଜନନ ଓ ପାଳନ ସମ୍ବନ୍ଧୀୟ କ୍ଷେତ୍ରୀୟ ତାଲିମ…
ଭୁବନେଶ୍ୱର : ସିଫା ପରିସରରେ ଦକ୍ଷୀଣ ଏସୀୟ କ୍ଷେତ୍ରୀୟ ସହଯୋଗ ସଂଗଠନର ରାଷ୍ଟ୍ର ସଦସ୍ୟଗୁଡ଼ିକର ଦକ୍ଷତା ବୃଦ୍ଧି ନିମନ୍ତେ “କ୍ୟାଟ୍ଫିସ୍ ଜାତୀୟ ମାଛର ସମୂହ ପ୍ରଜନନ ଓ ପାଳନ” ଉପରେ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ବଙ୍ଗଳାଦେଶର ଢାକାସ୍ଥିତ ସାର୍କ ର କୃଷିକେନ୍ଦ୍ର (ସ୍ୟାକ୍) ଓ…
ଭାରତୀୟ ମହିଳା ହକି ଦଳ ଲଣ୍ଡନରେ
ସୁଶାନ୍ତ ବେହେରା : ବିଶ୍ୱକପ ମହିଳା ହକି ଦଳ ଲଣ୍ଡନରେ ପହଁଚିଲେ।ରଣୀ ରାମପଲ କଂର ନେତୃତ୍ୱରେ ଅଠର ଜଣିଆ ମଜବୁତ ଦଳ ଲଣ୍ଡନରେ ପହଞ୍ଚି ନିଜର ଫିଟନେସ ପାଇଁ ଅଭ୍ୟାସ ଜାରି ରଖିଛନ୍ତି ସେଠା କାର ପାଣିପାଗ ସହିତ ଖାପ ଖୁଆଇବା ପାଇଁ ନିଜର ସ୍ୱାସ୍ଥ୍ୟ ଓ ଖାଦ୍ୟ ପେୟ ପ୍ରତି ଯତ୍ନବାନ…
।। ଵର୍ଷା ପରେ ଭଦ୍ରକ ସହରର ସୁନ୍ଦର ଦୃଶ୍ୟ ।।
ଭଦ୍ରକ ( ସତ୍ୟଭୂଷଣ ସ୍ଵାମୀ ) , ଭଦ୍ରକ ଚରମ୍ପା ଠାରୁ କଚେରୀ ଵଜାରର ଦୃଶ୍ୟ । ବିନା ଯୋଜନାରେ ଚାଲିଛି ରାସ୍ତା କାମ । ଏଠି ଵର୍ଷା ଦିନରେ ରାସ୍ତା କାମ ହୁଏ । ସହରର ଅନେକ ସ୍ଥାନରେ ରାସ୍ତା କୁ ଖୋଲିବା ପରେ ମାଟି ଓ ମୋରମ ପକାଇ କାଦୁଅ ତିଆରି କରାଯାଉଛି। ଭଦ୍ରକର ଛପୁଲିଆ ବାଇପାସ ଠାରେ…
ବସ ଓ ଟିପର ମୁହାଁ ମୁହିଁ ଧକ୍କା ୧୫ ରୁ ୨୦ ଆହତ ୧ ଗୁରୁତର।
ସୁଶାନ୍ତ ବେହେରା : ବଣେଇ ଉପଖଣ୍ଡର ଟେନ୍ସଆ ତାଲଢ଼ି ମାଇନ୍ସ ନିକଟରେ ଆଜି ଦିନ ୪.୩୦ ପାଖାପାଖି ରେ ଏକ ଘରୋଇ ବସ ସହ ଟିପର ମୁହାଁ ମୁହିଁ ଧକ୍କା। ଏହି ଦୁର୍ଘଟଣାରେ ବସରେ ଥିବା ଆରୋହି ଙ୍କ ମଧ୍ୟରୁ ୧୫ ରୁ ୨୦ ଜଣ ଲୋକ ଆହତ ହୋଇ ଥିବାର ସୂଚନା ମିଳିଛି। ଆହତ ଙ୍କୁ ଟେନ୍ସଆ ସ୍ଥିତ ସେଲ…
ଡାନିଙ୍କ ମଣିଷ ପଣିଆ, ବାପା ମା ଛେଉଣ୍ଡଙ୍କୁ ବଢ଼ିଲେ ସହାୟତାର ହାତ
ଅନାଥ ପରିବାରକୁ ସହାୟତା ଯୋଗାଇବାକୁ ମାଧ୍ୟମ ସାଜିଲା ଚକାଡୋଳା ହେଲ୍ପଲାଇନ
ଦାନଗଦି /ଡ଼ୁବୁରୀ : ୫ଜଣ କୁନିପିଲା । ସବୁଠୁ ବଡ ଗୁରୁବାରୀ, ବୟସ ୧୧ । ଜୀବନ କଣ ଜାଣିନାହାନ୍ତି, ଭଲ ଭାବେ ଜିଇଁ ନାହାନ୍ତି । ତିନିବର୍ଷ ତଳେ ମା ଛେଉଣ୍ଡ କରି ଚାଲିଯାଇଥିଲା । ଆଉ ବାପା ଥିଲା । ଅବୁଝା ସେ,…