Sign in
Sign in
Recover your password.
A password will be e-mailed to you.
ଉତ୍କଳ ପ୍ରସଙ୍ଗ ରଥ ସଂଖ୍ୟା ଉପଲବ୍ଧ ।
ଯାଜପୁର, (ଜୟଶଙ୍କର ଦାଶ ) : ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ରଥଯାତ୍ରା ସଂସ୍କରଣ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ ବର୍ତମାନ ଉପଲବ୍ଧ ହୋଇଚ୍ଥି । ଏହି ସଂସ୍କରଣଟି ଜଗନ୍ନାଥ ଦର୍ଶନ ଓ ଜଗନ୍ନାଥ ତତ୍ତ୍ୱକୁ ନେଇ ବେଶ ସମୃଦ୍ଧି ହୋଇଚ୍ଥି । ତତ୍ ସହିତ ଅନ୍ୟାନ୍ୟ ମାସର…
ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ
ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) - ବାଲେଶ୍ୱର - ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଭଦ୍ରକ ଶାଖା ଅଧିନସ୍ଥ ବ୍ରହ୍ମପୁର ସେବା ସମବାୟ ସମିତି ପକ୍ଷରୁ ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ନିର୍ଦ୍ଦେଶକ ତଥା ବ୍ରହ୍ମପୁର ସେବା…
ବାଇପାସ ଛକକୁ କାନ୍ତକବି ଗୋଲେଇ କରିବାକୁ ଦାବି ଜୋର ଧରିଲା
ଭଦ୍ରକ (satyabhusan swami) - ଭଦ୍ରକ ମାଟିର ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବାର ମହତ ଉଦେ୍ଧଶ୍ୟ ନେଇ ଭଦ୍ରକରୁ ଚାନ୍ଦବାଲି ଯାଇଥିବା ୯ ନମ୍ବର ଜାତୀୟ ରାଜପଥର ବାଇପାସ ଛକକୁ କାନ୍ତକବି ଗୋଲେଇ ନାମରେ ନାମିତ କରିବା ସହିତ ଗୋଲେଇରେ…
ସଫଳ ଅସ୍ତ୍ରୋପଚାର ପରେ ପାଇକମାଲ ଫେରିଲେ 37 ରୋଗୀ, ଯୁବ ମଞ୍ଚ ସ୍ବେଚ୍ଛାସେବୀଙ୍କୁ ଦେଲେ ଆଶୀର୍ବାଦ
ପାଇକମାଲ(ଗୌରାଙ୍ଗ ଚରଣ ଦାଶ) :- ଗତ 15 ତାରିଖ ଦିନ ପାଇକମାଲ ଧର୍ମଶାଳା ଠାରେ ମାରୱାଡି ଯୁବା ମଞ୍ଚ ତରଫରୁ ଏକ ମେଗା ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ର ଆୟୋଜନ କରାଯାଇଥିଲା । 200 ଜଣ ରୋଗୀ ମଧ୍ୟରୁ 45 ଜଣଙ୍କୁ ଶିବିରରେ ଚକ୍ଷୁ ପରୀକ୍ଷା କରିବା ପରେ ଡାକ୍ତରମାନେ ଅସ୍ତ୍ରୋପଚାର…
ସରକାରୀ ଯୋଜନାରୁ ବଞ୍ଚିତ ଭିନ୍ନକ୍ଷମ ଯୁବତୀ, ସରକାରୀ ଫନ୍ଦିରେ ଛନ୍ଦି ହୋଇ ପାଇପାରୁନାହାନ୍ତି ସହାୟତା
ବଣାଇଁ : ବଣାଇ ଉପଖଣ୍ଡର ଲହୁଣୀପଡା ବ୍ଲକ ଅନ୍ତର୍ଗତ ଖୁଣ୍ଟଗାଁ ପଞ୍ଚାୟତର ଦିଗା ଗାଁରେ ଜଣେ ମୁକ ବଧିର ଯୁବତୀଙ୍କ ମାଁ ସରକାରୀ ସହାୟତା ଅପେକ୍ଷା ଚାହିଁ ବସିଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାମରେ ଦିଗା ବସବାସ କରୁଥିବା ଜଣେ ପରିବାର ସ୍ଵର୍ଗତ ଭଗବାନ ଧିବର- ଚିତ୍ରାବତୀ ଧୀବରଙ୍କ ଝିଅ…
ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିବା ନେଇ ବିଜେପି ହୀନ ରାଜନୀତି କରୁଛି : ବିଜୟ
ଭୁବନେଶ୍ୱର: କୋଣାର୍କ ମନ୍ଦିର ହେଉଛି ଓଡ଼ିଶାର ଗର୍ବ, ଗୌରବ ଓ ସ୍ୱାଭିମାନର ଏକ ପ୍ରତୀକ । ଏହା ମାଧ୍ୟମରେ ଓଡ଼ିଶା ନିଜର ପରିଚୟକୁ ପ୍ରସାରିତ କରିପାରିଛି । ଏହି ମନ୍ଦିରର ସୁରକ୍ଷା ପ୍ରତ୍ୟେକ ଓଡ଼ିଆଙ୍କର ପରମ କର୍ତ୍ତବ୍ୟ । ସଂପ୍ରତି କୋଣାର୍କ ମନ୍ଦିରର ରକ୍ଷଣାବେକ୍ଷଣା ଦାୟିତ୍ୱ କେନ୍ଦ୍ର…
ମୋ ସ୍କୁଲ ଅଭିଯାନ କର୍ମଶାଳା ଅନୁଷ୍ଠିତ
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ଃ. ପ୍ରଜ୍ଞା ପରିମିତା ଜେନାଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନ କର୍ମଶାଳା ଆୟୋଜିତ ହୋଇଥିଲା । ବାରିପଦା ପୌରପରିଷଦ ଓ ବାରିପଦା ବ୍ଲକ ଅଧୀନରେ ରହିଥିବା…
ଜୁନିୟର ରେଡ଼କ୍ରସ ମୁଖ୍ୟ ନିର୍ବାହୀ ସଭ୍ୟଙ୍କ ବାର୍ଷିକ ସମାବେଶ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଭଞ୍ଜପୁର ଉଚ୍ଚ ବିଦ୍ୟାଳୟ ପରିସରରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଜୁନିୟର ରେଡ଼କ୍ରସ ମୁଖ୍ୟ ନିର୍ବାହୀ ସଭ୍ୟଙ୍କ ବାର୍ଷିକ ସମାବେଶ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଶାରିରୀକ ଶିକ୍ଷା…
ମହାପ୍ରଭୂଙ୍କ ମତ୍ସ୍ୟକଚ୍ଛପ ବେଶକୁ ଦର୍ଶନ କଲେ ହଜାର ହଜାର ଭକ୍ତ
ବାରିପଦା(ଦିଲ୍ଲୀପ ମହାନ୍ତି )- ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନବେଦୀରୁ ଘୋଷ ଯାତ୍ରାରେ ବାହରି ନିଜର ଜନ୍ମ ବେଦୀ ମାଉସୀ ମାଙ୍କ ଘରେ ଅବସ୍ଥାନ କରୁଛନ୍ତି । ଏହି ସମୟରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଦଶ ଅବତାର ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ଓ ଆଜି ବୁଧବାର…
ନିଦ ଭାଙ୍ଗିଲା : କଳିଙ୍ଗନଗର ଶିଳ୍ପାଂଚଳର ୩ ଅନାଥ ଶିଶୁଙ୍କ ପାଖରେ ପହଁଂଚିଲା ଜିଲ୍ଲା ଶିଶୁ ସୁରକ୍ଷା ସମିତି
ଡୁବୁରୀ : କଳିଙ୍ଗନଗର ଶିଳ୍ପାଂଚଳ ଦାନଗଦୀ ବ୍ଲକ୍ ଚାନ୍ଦିଆ ପଂଚାୟତ ଅନ୍ତର୍ଗତ ଠାକୁରାସାହି (ଅଙ୍କୁରାପାଳ ) ଗାଁର ୩ ଅନାଥ ଶିଶୁଙ୍କ ଦ୍ୱାରରେ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷାକମିଟି ପହଁଚି ୩ ଶିଶୁଙ୍କୁ ଉଦ୍ଧାର କଲା । ବାରମ୍ବାର ଏ ବିଷୟରେ ଖବରକାଗଜରେ ପ୍ରକାଶିତ ହେବାପରେ ଆଜି ପ୍ରଶାସନର…