ଟ୍ରକ ଓ ବାଇକ ମୁହାଁ ମୁହିଁ,ଜଣକ ମୃତ୍ୟୁ !

0

ଝାରସୁଗୁଡା/ ବିକ୍ରମ କେଶରୀ ମହାପାତ୍ର :  ଝାରସୁଗୁଡା ଜିଲ୍ଳା କୋଲାବିରା ଥାନା ଅନ୍ତର୍ଗତ ସିରିଆପାଲି ଠାରେ ଏକ ଟ୍ରକ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି।ଘଟଣା ସ୍ଥଳରେ ବାଇକ ଆରୋହି ର ମୃତ୍ୟୁ ବରଣ ହୋଇଛି।ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ର ନାମ ସନ୍ତୋଷ କେଉଁଟ(୨୫) ସେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବୋଲି ଜଣା ପଡିଛି !

Leave A Reply

Your email address will not be published.