ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ ୩  ଟ୍ରାକଟର  ବାଲି ଜବତ

0

ଝାରସୁଗୁଡା/Bikram Mahapatra :କୋଲାବିରା ବ୍ଲକ ଭେଡେନ ନଦୀ ରୁ ଚୋରା ରେ ବାଲି ଚାଲାଣ ହେଉଥିବା ବେଳେ ରାଜସ୍ବ ବିଭାଗ ହାତରେ ଧରା ପଡିଛି। od15f 0189ସହ ଅନ୍ୟ 2ଦୁଇଟି ନମ୍ବର ବିହୀନ ଟ୍ରାକଟର  ରେ ମାତ୍ରା ଧିକ ବାଲି ବୋଝେଇ ହୋଇ ଚାଲାଣ ହେଉଥିବା ବେଳେ ରାଜସ୍ବ ବିଭାଗ ହାତରେ ଧରା ପଡିଛି। ଉକ୍ତ ବାଲି ସମ୍ବଲପୁର ଅଞ୍ଚଳକୁ ଚାଲାଣ ହେଉଥିଲା।

Leave A Reply

Your email address will not be published.