ଜାତୀୟ ରାଜପଥ ମନ୍ତ୍ରାଳୟକୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନିଜ ଅପାରଗତା ଲୁଚାଇବାକୁ ଅପଚେଷ୍ଟା କରିଛନ୍ତି : ଲେଖାଶ୍ରୀ 

ଭୁବନେଶ୍ୱର :   ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାରଣରୁ ଓଡିଶା ଆଜି ରସାତଳଗାମୀ । ପରିସ୍ଥିତିରେ ପଡି ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ଚିଠି ରାଜନୀତି ମାଧ୍ୟମରେ ନିଜର ଅପାରଗତା, ସ୍ଥାଣୁତା ଏବଂ ଅସୁସ୍ଥତାକୁ  ଲୁଚାଉଛନ୍ତି  ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କଡା…

ଚମ୍ପୁଆ ରେଞ୍ଜରେ ଘୁରି ବୁଲୁଛି ଆହତ ଦନ୍ତା ହାତୀ,  ଠାବ କରିପାରୁନି ବନବିଭାଗ

  ବଡ଼ବିଲ : (ଚିତ୍ତରଞ୍ଜନ କର) ଚମ୍ପୁଆ ରେଞ୍ଜ ଅଂଚଳରେ ଘୁରି ବୁଲୁଥିବା ଏକ ଦନ୍ତା ହାତୀ ଶରୀରରେ କ୍ଷତ ସୂଚନା ମିଳିଛି । ଦନ୍ତା ହାତୀଟିର ପିଠିରେ କ୍ଷତ ହୋଇଥିବା ସୂଚନା ଦେଇଛନ୍ତି  ଚମ୍ପୁଆ ଡେପୁଟି ରେଞ୍ଜର । ଗତ ସୋମବାର ଝରଣ ଜଙ୍ଗଲରେ ଏହି  କ୍ଷତାକ୍ତ ଦନ୍ତାକୁ କିଛି ଲୋକ ଦେଖି ବନ…

ଦଳୀୟ କାର୍ଯ୍ୟାଳୟ ନିର୍ମାଣ ପାଇଁ କ୍ରାଉଡ ଫଣ୍ଡିଙ୍ଗ ମାଧ୍ୟମରେ ଲୋକଙ୍କଠୁ ପାଣ୍ଠି ସଂଗ୍ରହ  କରିବ କଂଗ୍ରେସ 

 ନୂଆଦିଲ୍ଲୀ : ଦଳୀୟ ମୁଖ୍ୟ  କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ କ୍ରାଉଡ ଫଣ୍ଡିଙ୍ଗ ମାଧ୍ୟମ ରେ ଲୋକଙ୍କଠୁ ପାଣ୍ଠି ଆଦାୟ  କରିବ  କଂଗ୍ରେସ | କାରଣ ଆସନ୍ତା ଅକ୍ଟୋବର ମାସରେ ଆପାତତଃ ପାର୍ଟି ମୁଖ୍ୟ କାର୍ଯ୍ୟାଳୟ ଖାଲି କରିବାକୁ ପଡିବ କଂଗ୍ରେସକୁ | ୨୪ ଆକବର ରୋଡ଼ରୁ ୯-ଏ ରାଉଜ…

କଳିଙ୍ଗା ଘାଟିର “ମରଣ ବୁଲାଣି”,ଏମିତି କେତେ ଯେ ଜୀବନ ନେଲାଣି 

କଳିଙ୍ଗା ଘାଟି ପାଲ୍‍ଟିଛି ମରଣ ଘାଟି. ପ୍ରତ୍ୟହ ଘଟୁଛି ଛୋଟ ବଡ ଦୁର୍ଘଟଣା  ପ୍ରଶାସନ ନିରବଦ୍ରଷ୍ଟା, ସରକାର ବି ହାତ ଟେକି ବସି ଯାଇଛନ୍ତି  ଘୁ.ଉଦୟଗିରି (ଗଗନ ପ୍ରଧାନ)  କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ.ଉଦୟଗିରି ପୋଲିସ୍‍ ଅଧିନସ୍ତ କଳିଙ୍ଗା ଘାଟି ଏବେ  ପାଲ୍‍ଟିଛି ମରଣ ଘାାଟି | …

ଓଡିଶା ସର୍ବନିମ୍ନ ମଜୁରୀ ସମସ୍ତ ରାଜ୍ୟ ତୁଳନାରେ କମ୍ ,ମାସକୁ ୧୮ ହଜାର ଟଙ୍କାକୁ ବୃଦ୍ଧି ପାଇଁ ସିଆଇଟିୟୁର ଦାବୀ 

  ଭୁବନେଶ୍ୱର : ଆମ ରାଜ୍ୟରେ ସର୍ବନିମ୍ନ ମଜୁରୀ ଦୈନିକ ମାତ୍ର ୨୨୪ ଟଙ୍କା ୩୦ ପଇସା । ଭାରତ ବର୍ଷର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଏହା ବହୁତ କମ୍ । ଏପରି କି ପଡୋଶୀ ରାଜ୍ୟ ତୁଳନାରେ ମଧ୍ୟ ସର୍ବନିମ୍ନ ମଜୁରୀ କମ୍ ଅଛି । ଓଡିଶାର ମୋଟ ଜନସଂଖ୍ୟା ପ୍ରାୟ ସାଢେ ୪ କୋଟି ଓ ଏହି ଜନସଂଖ୍ୟାର ୧/୩…

ସେବା ସମିତି ଆନୁକୂଲ୍ୟରେ ମାରାଥନ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ 

ଏଇ ମାସ ଶେଷ ସୁଦ୍ଧା ରୋପଣ କରାଯିବ ୧୦୦୦୦ ଚାରା : ସଞ୍ଜିବ  ଉମରକୋଟ୍ (ଶାସକ ପ୍ରଶାସକ) - ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ସମିତି ଆନୁକୂଲ୍ୟରେ ଉମରକୋଟ୍ ବ୍ଲକର କାରାଗାଁ ପଞ୍ଚାୟତରେ ମାରାଥନ ବୃକ୍ଷରୋପଣ, ସ୍ୱଛନ୍ତ, ପରିମଳ ଆଉ ପରିବେଶ ସୁରକ୍ଷା  ଉପରେ ସଚେତନତା ଶିବିର…

ଅବସରପ୍ରାପ୍ତ ପ୍ରାଧ୍ୟାପକ ବିରେନ୍ଦ୍ର ଦାସଙ୍କ ଦେହାନ୍ତ 

ଭଦ୍ରକ, : ଅବସରପ୍ରାପ୍ତ ପ୍ରାଧ୍ୟାପକ ବିରେନ୍ଦ୍ର କୁମାର ଦାସ(୭୫)ଙ୍କ ଆପଲୋ ହସପିଟାଲରେ ଦେହାନ୍ତ ହୋଇଯାଇଛି । ଗତ ଶୁକ୍ରବାର ଦିନ ତାଙ୍କ ମଠସାହି ସ୍ଥିତ ବାସଭବନର ଗାଧୁଆଘରେ ଗୋଡ ଖସି ଯିବାରୁ ମୁଣ୍ଡରେ ଆଘାତ ହୋଇଥିଲା । ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା ପରେ ଆପଲୋ ସ୍ଥାନାନ୍ତରିତ…

ବିଜେଡିର ନୂଆ ପର୍ଯ୍ୟବେକ୍ଷକ  : ଗାଲାଙ୍କୁ କେନ୍ଦୁଝର ସଦର- ବୁନୁଙ୍କୁ ପାଟଣା, ଟି ଗୋପୀ ନୂଆ ସମ୍ପାଦକ 

ଭୁବନେଶ୍ୱର :  ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର  ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ପାଇଁ ନିର୍ବାଚନ ମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ, ଅନ୍ୟ ଜିଲ୍ଲା ପାଇଁ ସହ-ପର୍ଯ୍ୟବେକ୍ଷକ ଏବଂ ଜଣେ ରାଜ୍ୟ ସଂପାଦକଙ୍କୁ ନିଯୁକ୍ତି ଦେଇଛନ୍ତି । କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ପାଇଁ  ସଂଗ୍ରାମ…