ଗଣମାନସର ସ୍ୱପ୍ନ ସଂଗ୍ରାମକୁ ଗଣକବି କଳାତ୍ମକ ଭାବରେ ପ୍ରକାଶ କରିଥିଲେ- ରାଜ୍ୟପାଳ

ଗଣକବି ବୈଷ୍ଣବ ପାଣିଙ୍କ ୧୩୬ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଭୁବନେଶ୍ୱର() ଓଡ଼ିଶା ହେଉଛି ସଂସ୍କୃତିର ଅନନ୍ୟ ଭୂମି । ସମସ୍ତ ଭାବଧାରା ଏଠି ସମନ୍ୱିତ । ଓଡ଼ିଶାର ସଂସ୍କୃତିର ଐତିହ୍ୟ ଓ ପରଂପରା ବହୁ ପ୍ରାଚୀନ । ଯୁଗ ଯୁଗ ଧରି ଏହା ମନିଷୀମାନଙ୍କ ଆକର୍ଷଣର କେନ୍ଦ୍ର ହୋଇ ରହି ଆସିଛି ।…

ବିଶ୍ୱ କପ୍ ହକି ମାସ୍କଟ ଓଲିର ସଚେତନତା ଅଭିଯାନ ।

ଯାଜପୁର/ଜୟଶଙ୍କର ଦାଶ : ୧୪ ତମ ବିଶ୍ୱ କପ୍ ହକି କ୍ରୀଡା ସଂସ୍କରଣ ଓଡିଶା ଆୟୋଜନ କରୁଚ୍ଥି ।  ଏହି ଗୈାରବମୟ କ୍ରୀଡା ଅଧ୍ୟାୟ ନଭେମ୍ୱର  ୨୮  ତାରିଖ ଠାରୁ ଡିସେମ୍ୱର ୧୬  ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଆୟୋଜିତ ହେବ ।  ଏହି କ୍ରୀଡାର ଅବ୍ୟବହିତ ପୂର୍ବରୁ ଜନ ସଚେତନତା ସୃଷ୍ଟି…

ବିଦ୍ୟୁତ ସଂସ୍ପର୍ଶରେ ଆସି ଲଜ ସଫେଇ କର୍ମଚାରୀଙ୍କ ମୄତ୍ୟୁ ।

ପଦ୍ମପୁର/ନୀଳ ଦୀପ : ସହରରେ  ଦିପାବଳିର ମାହୋଲ ଚାଲିଥିବା ସମୟରେ ସହରରେ ଥିବା ସିତାରାମ ଇନ ଲଜ ସଫେଇ କରୁଥିବା ସମୟରେ ବାହାରେ ଥିବା ୩୩କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ରୋହିତ ବାଗ(୨୫) ନାମକ ଜଣେ ସଫେଇ କର୍ମଚାରୀଙ୍କ ମୄତ୍ୟୁ ଘଟିଛି  । ବିନା କୌଣସି ସୁରକ୍ଷା ଉପକରଣ ଯୋଗୁଁ ଏହି ଘଟଣା…

ଶ୍ରମ ବିଭାଗ ଶ୍ରମିକଙ୍କ ବଇରୀ

ଏପଟେ ନିର୍ମାଣ ଶ୍ରମିକଙ୍କୁ ସହାୟତା,ସେପଟେ ସୁରକ୍ଷା ପ୍ରତି ଆଖିବୁଜିଛି ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ଚଣ୍ଡିଖୋଲସ୍ଥିତ ବିଜୁ କଲ୍ୟାଣମଣ୍ଡପଠାରେ ଶ୍ରମବିଭାଗ ପକ୍ଷରୁ ଶ୍ରମ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ…

ହାତୁଡ଼ିରେ ପିଟି ପିଟି ମାରିଦେଲେ

Padampur/ Nila Deep : ବରଗଡ଼ ଜିଲ୍ଲା ଜଗଦଳପୁର ଥାନା ଅନ୍ତର୍ଗତ ଶୁକ୍ଲିପାହାଡ ଗାଁର ୨୫ବର୍ଷ ବୟସର ଯୁବକ ଅବିନାଶ ପଟେଲଙ୍କୁ ସନ୍ଧ୍ୟା ୬ଟା ସମୟରେ ସେହି ଗ୍ରାମର ବିସ୍ମୟ ପଟେଲ  ହାତୁଡିରେ ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଅବିନାଶଙ୍କ ବାପା ଶଶିରାମ ପଟେଲ । ଅଭିଯୋଗ କୁ ଆଧାର…

ତିତଲି ପ୍ରଭାବିତ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଓଡିଶାରେ ପ୍ରଥମ ମୋବାଇଲ ଏଟିଏମର ଶୁଭାରମ୍ଭ

ପାରଳାଖେମୁଣ୍ଡି/  ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ତିତଲି ପ୍ରଭାବିତ ଗ୍ରାମାଞ୍ଚଳବାସୀ ବିଶେଷ ସୁବିଧା ପାଇଁ ଆନ୍ଧ୍ର ବ୍ୟାଙ୍କ ପକ୍ଷରୁ ଓଡିଶାରେ ପ୍ରଥମ ଭାବେ ଗଜପତି ଜିଲ୍ଲାରେ ମୋବାଇଲ ଏଟିଏମ ସେବା ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ…

ସମନ୍ୱୟ ରକ୍ଷା କରି ମିଳିମିଶି କାର୍ଯ୍ୟ କଲେ ସଂଗଠନ ସ୍ଥିତ ମଜବୁତ ହେବ: ଡ: ରାକେଶ ଶର୍ମା 

ଭାଜପା- କୃଷକ ମୋର୍ଚ୍ଚାର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ପାରଳାଖେମୁଣ୍ଡି/  ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାରତୀୟ ଜନତାପାର୍ଟି କୃଷକ ମୋର୍ଚ୍ଚାର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି ସାଇଲାମ କଲ୍ୟାଣ ମଣ୍ଡପ ଠାରେ । ଜିଲ୍ଲା ଭାଜପା କୃଷକ…

ଟାଟା ଟ୍ରଷ୍ଟ ତରଫରୁ ତିତଲି ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ

ପାରଳାଖେମୁଣ୍ଡି/  ବାଳକୃଷ୍ଣ ପାଣିଗ୍ରାହୀ : ତିତଲି ବାତ୍ୟାରେ ପ୍ରଭାବିତ ଦୁର୍ଗମ ଅଞ୍ଚଳରେ ଜିଲ୍ଲା ପ୍ରଶାସକଙ୍କ ପରାମର୍ଶ କ୍ରମେ ରାୟଗଡ ଓ ଗୋଷାଣୀ ବ୍ଲକର ଗଙ୍ଗାବାଡ, କେରାଣ୍ଡି, କଇଁପୁର,ଲକ୍ଷ୍ମୀପୁର,ଏଙ୍ଗାରସିଙ୍ଗ,ଲୋବା, ମଧୁସୁଦନ ପୁର ଗ୍ରାମାଞ୍ଚଳରେ ମୋଟ ୫୦ଟି ଗ୍ରାମରେ ୨୦୦୦ ପରିବାର…

ଯାଜପୁରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ବଂଟନ । 

ଯାଜପୁର(ଜୟଶଙ୍କର ଦାଶ)  ରାଜ୍ୟ ସରକାରଙ୍କର ଲାପଟପ ଯୋଜନା ମେଧାବୀ ଛାତ୍ରାଛାତ୍ରୀଙ୍କୁ ଅନେକ ସହଯୋଗ ପ୍ରଦାନ କରୁଛି ବୋଲି ବରୀ ବିଧାୟକ ଦେବାଶିଷ ନାୟକ ମତ ଦେଇଛନ୍ତି । ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଓସୱାନ କନଫେରେନ୍ସ ହଲରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲାପଟପ…

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ଗଞ୍ଜାମର ଧୋୟାକଣ ଗ୍ରାମରେ ନାବାଳିକା ଗଣଦୁଷ୍କର୍ମକୁ ବିରୋଧ ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ଗଞ୍ଜାମ ଜିଲ୍ଲାର ପୋଲସରା ଗଣଦୁଷ୍କର୍ମ ଘଟଣାକୁ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତୀବ୍ର ବିରୋଧ କରିଛି । ଏଭଳି ଘଟଣା ସମଗ୍ର ରାଜ୍ୟବାସୀଙ୍କ ପାଇଁ ନିନ୍ଦନୀୟ ହୋଇଥିବା ବେଳେ ଏହି ଅଞ୍ଚଳ ଖୋଦ୍…