Sign in
Sign in
Recover your password.
A password will be e-mailed to you.
ମେଧାବୀ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍ଟପ୍ ବିତରଣ ଉଦ୍ଘାଟିତ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) ଓଡ଼ିିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଜୁଯୁବ ସଶକ୍ତିକରଣ ଯୋଜନା ୨୦୧୮-୧୯ ଅଧୀନରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍ଟପ୍ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜିଲ୍ଳାପାଳଙ୍କ ଭିଡ଼ିଓ କନ୍ଫେରେନ୍ସ ହଲ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ଓ…
ମୟୁରଭଞ ଜିଲା ପରିକ୍ରମା କରିବ ପୁରୁଷ ହକି ବିଶ୍ୱକପ ୨୦୧୮ ମାସ୍କଟ ଓଲି
ବାରିପଦା(ଦିଲ୍ଲୀପ ମହାନ୍ତି)- ବିଶ୍ୱର ବିଭିନ୍ନ ଦେଶ ଭାରତ ସମେତ ମୋଟ ୧୬ ଗୋଟି ଦେଶର ହକି କ୍ରିଡାବିତମାନଙ୍କୁ ନେଇ ଓଡିଶା ରାଜ୍ୟର ରାଜଧାନୀ ଭୂବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଚଳିତ ୨୮ ନଭେମ୍ବର ଠାରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ପୁରୁଷ ହକି ବିଶ୍ୱକପ ୨୦୧୮…
ଅଜଗରକୁ ପିଟିପିଟି ମାରିଦେଲେ,ବନବିଭାଗ ଦ୍ୱାରା ଜଣେ ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି) - ବାରିପଦା ବନଖଣ୍ଡ ଅନ୍ତର୍ଗତ ଦେଉଳି ରେଞ କୁଳିଅଣା ଫରେଷ୍ଟ ସେକସନର ବଣ ଗାଁ ଠାରେ ଏକ ବିଶାଳକାୟ ଅଜଗର ସାପକୁ କିଛି ଲୋକ ପିଟି ପିଟି ମାରିଦେଇଛନ୍ତି । ଗତକାଲି ଅପରାହ୍ନରେ ଅଜଗର ସାପଟି ଏକ ବୁଦାମୂଳେ ଲୁଚିଥିବା ବେଳେ କିଛି ଲୋକ ଏହାକୁ ଦେଖିପାରି ହଠାତ୍ ଏକ…
ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିନଥିବା ପ୍ରତିବାଦରେ ଜିଲ୍ଲା ଭାଜପା ଯୁବମୋର୍ଚ୍ଚାର ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ…
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ବେକାର ଯୁବକ ଯୁବତୀ ମାନଙ୍କୁ ଏମ୍ପଲଏମେଣ୍ଟ ଏµଚେଞ୍ଜ ମାଧ୍ୟମରେ ଚାକିରୀ ନିଯୁକ୍ତି ନମିଳିବା ଫଳରେ ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢି ଚାଲୁଥିବା ପ୍ରତିବାଦରେ ପାରଳାଖେମୁଣ୍ଡି (ରାଣିପେଣ୍ଠା) ସ୍ଥିତ ଜିଲ୍ଲା ଏମ୍ପଲଏମେଣ୍ଟ…
ତିତଲି ବାତ୍ୟା ପରବର୍ତୀ ଅବସ୍ଥାକୁ ସ୍ୱଚ୍ଛ ଓ ସୁସ୍ଥ ଭାବେ ପୁନଃ ନିର୍ମାଣ ପାଇଁ ସଚେତନତା ରଥର ଶୁଭାରମ୍ଭ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ତିତଲି ବାତ୍ୟା ପରବର୍ତ୍ତୀ ସମଗ୍ର ଜିଲ୍ଲାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଥିଲା । ସେହି ଅବସ୍ଥାକୁ ସ୍ୱଚ୍ଛ ଓ ସୁସ୍ଥ ଗଜପତି ଭାବେ ଫେରାଇ ଆଣିବା ପାଇଁ ତଥା ପୁନଃସୁନ୍ଦର ଭାବେ ଗଢି ତୋଳିବା ପାଇଁ ମାସ ବ୍ୟାପି ସମଗ୍ର…
କୋଶଲୀ ଭାଷାକୁ ଅଷ୍ଟମ ସୂଚୀରେ ସାମିଲ କରିବା ଦାବି ନେଇ ଜନ୍ତରମନ୍ତର ଠାରେ ଧାରଣା
ବିକ୍ଷୋଭକୁ ସମର୍ଥନ ଦେଲେ ବିଭିନ୍ନ ଭାଷାର ପ୍ରତିନିଧି
ପଦ୍ମପୁର/ନୂଆଦିଲ୍ଲୀ - କୋଶଲୀ କ୍ରିୟାନୁଷ୍ଠାନ କମିଟି ତରଫରୁ ନୂଆଦିଲ୍ଲୀ ସ୍ଥିତ ଜନ୍ତରମନ୍ତର ଠାରେ କୋଶଲୀ ଭାଷାକୁ ଅଷ୍ଟମ ସୂଚୀରେ ସାମିଲ କରିବା ଦାବି ନେଇ ଧାରଣା ଦିଆଯାଇଛି । ଏହି ଧାରଣାରେ ରାଜସ୍ଥାନୀ…
ରାଜ୍ୟର ଯୁବ ଶକ୍ତି ପ୍ରତି କେନ୍ଦ୍ର ପ୍ରତାରଣା କରିଛି : ବିଜେଡି
ଦକ୍ଷିଣାଞ୍ଚଳ ଆର୍ଡିସି ଜୋନ ଅନ୍ତର୍ଗତ ରାଷ୍ଟ୍ରାୟତ ଉଦ୍ୟୋଗ ସଂସ୍ଥା ସମ୍ମୁଖରେ ବିଜେଡିର ଶାନ୍ତିପୂର୍ଣ୍ଣ ବିକ୍ଷୋଭ
ଭୁବନେଶ୍ୱର: ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ ଅଧିନସ୍ଥ ରାଷ୍ଟ୍ରାୟତ ସଂସ୍ଥା ଗୁଡିକରେ ବିଗତ ୪ବର୍ଷ ମଧ୍ୟରେ ଓଡ଼ିଶାର ଯୁବକଯୁବତୀଙ୍କ ନିଯୁକ୍ତି ସ୍ଥିତି ଅତି ଗୌଣ ଓ…
ଶ୍ରମିକ ସହାୟତା କାର୍ଯ୍ୟକ୍ରମ ଲୋକ ଦେଖାଣିଆ, ଶ୍ରମିକଙ୍କ ଅବସ୍ଥା ଯେଉଁ ତିମିରକୁ ସେଇ ତିମିରେ
ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ: ସମଗ୍ର ଯାଜପୁର ଜିଲ୍ଲାରେ ଶ୍ରମ ବିଭାଗ ତରଫରୁ ପ୍ରତ୍ୟେକ ବ୍ଲକରେ ଚାଲିଛି ଶ୍ରମିକ ସହାୟତା କାର୍ଯ୍ୟକ୍ରମ । ବଡ଼ ଦୁଃଖର ବିଷୟ ବଡ଼ଚଣା ବ୍ଲକ ଚଣ୍ଡିଖୋଲ ଯାଜପୁର ଜିଲ୍ଲାର ମୁଖଶାଳା କହିଲେ ଅତୁକ୍ତି ହେବ ନାହିଁ । ଏ ନିର୍ବାଚନ ନର୍ବାଚନ ମଣ୍ଡଳୀ…
ପଦ୍ମପୁର ଆର.ଏମ୍.ସି.ରେ ଧାନ ସଂଗ୍ରହ ପାଇଁ ଖୋଲିଲା ମଣ୍ଡି ।
ପଦ୍ମପୁର/ନୀଳ ଦୀପ -ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ତରଫରୁ ଚିଷୀମାନଙ୍କ ଠାରୁ ଖରିଫ ୨୦୧୮-୨୦୧୯ ପାଇଁ ଧାନ ସଂଗ୍ରହ କରିବା ନିମନ୍ତେ ଆଜି ମଣ୍ଡିର ଶୁଭାରମ୍ଭ କରାଯାଇଛି । ସହକାରୀ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ସମ୍ଭୁପ୍ରସାଦ ହରପାଲ ପୂଜାର୍ଚ୍ଚନା ପୂର୍ବକ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ…
ବ୍ଲକ ସ୍ତରୀୟ ଲକ୍ଷେ ଘର ଗଣ୍ଡାସମାଜ ସଂଘ ର ପ୍ରତିଷ୍ଠାନ ଓ ନୂତନ କମିଟି ଗଠନ
ସୋହେଲା/ଶାସକ ପ୍ରଶାସକ: ସୋହେଲା ଠାରେ ବ୍ଲକସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ସଂଘର ପ୍ରତିଷ୍ଠା ହବାସହ ନୂତନ କମିଟି ଗଠନ କରାଯାଇଛି । ପୂର୍ବତନ ସଭାପତି ସ୍ୱର୍ଗତ ମଙ୍ଗଳ ପ୍ରସାଦ ମହାନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳନ ଓ ସ୍ମୁତିକମିଟି ଗଠନ ନିମନ୍ତେ ଅନୁଷ୍ଠିତ ଉକ୍ତ ସଭାରେ ସମାଜରେ ପରିଲକ୍ଷିତ…