ଶିକ୍ଷକଙ୍କ ଆତ୍ମୀୟତାପୁର୍ଣ୍ଣ ଶିକ୍ଷାଦାନ ଉପରେ ନିର୍ଭରକରେ ଶିଶୁଙ୍କ ଭବିଷ୍ୟତ

ସରକାରୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ଓଡ଼ଗାଁ:( ଶ୍ରୀକାନ୍ତ କୁମାର ମିଶ୍ର) ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ମହାଡମ୍ବରରେ ପାଳିତ ହୋଇଯାଇଛି । ୧୯୧୮ ନଭେମ୍ବର ୧ତାରିଖରେ ସ୍ଥାପିତ ଏହି ବିଦ୍ୟାଳୟର ୧୦୦ବର୍ଷ ପୁର୍ତ୍ତୀ…

ଦ୍ୱିପାକ୍ଷିକ ସହଯୋଗରେ ବୃଦ୍ଧି ନେଇ ୟୁଏଇର ମାନବ ସମ୍ବଳ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

ୟୁଏଇରେ କାମ କରୁଥିବା ଭାରତୀୟ ମାନଙ୍କର ଦକ୍ଷତା ବିକାଶ ଓ ନିଯୁକ୍ତି ପ୍ରସଙ୍ଗରେ ବି କଲେ ଆଲୋଚନା ଆବୁଧାବି-  କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଦୁଇ ଦିନିଆ ୟୁଏଇ ଗସ୍ତରେ ପହଂଚିଛନ୍ତି । ଶ୍ରୀ ପ୍ରଧାନ ସେଠାରେ ୟୁଏଇର ର ମାନବ…

 ବିଜେପି ଯୁବମୋର୍ଚ୍ଚ ପକ୍ଷରୁ ‘ଯୁବ ଅଧିକାର ସଂଘର୍ଷ ପଦଯାତ୍ରା’

ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଲଢେଇ ଜାରି ରଖିବ ଭୁବନେଶ୍ୱର : ଶାସକ ବିଜେଡି ସରକାର ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ନକରିବା, ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଦବୀ ଖାଲି ରହିବା, ନିଯୁକ୍ତି ମେଳା ନାଁରେ…

ଶକ୍ତି ବିଭାଗକୁ ଦନ୍ତା ଚିନ୍ତା, ମାସେ ଭିତରେ ଖୁଲୁଥିବା ତାର ସଳଖି ଦେବେ : ସ୍ୱତନ୍ତ୍ର ଅଧିକାରୀ ହାତୀମାନଙ୍କ ଗତିବିଧି…

ଭୁବନେଶ୍ୱର/ମାନସୀ ମିଶ୍ର  ହାତୀମାନଙ୍କର ଚଳପ୍ରଚଳକୁ ସୁରକ୍ଷିତ କରିବା ପାଇଁ ଏଣିକି ଶକ୍ତି ବିଭାଗ ପକ୍ଷରୁ ଏସଡିଓ ପାହ୍ୟାର ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ପ୍ରତି ଜିଲ୍ଲାରେ ନିଯୁକ୍ତି ଦିଆଯିବ । ଏ ସମ୍ପର୍କରେ ସୂଚନା ଦେଇ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, ବର୍ତମାନ ତାଙ୍କ…

ଶିଳ୍ପପତି ବି ଶ୍ରୀମନ୍ଦିରକୁ ଧାଡିରେ ଯାନ୍ତୁ, ଆଧାରକାର୍ଡ଼ ଦେଖାନ୍ତୁ

ମୁକେଶ ଅମ୍ବାନୀ ଶ୍ରୀମନ୍ଦିରକୁ ଧାଡ଼ିରେ ନଗଲେ କାଳିମାଡ଼ ଖାଇବେ- ଯୁବ କଂଗ୍ରେସ ପୁରୀ - ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓଡ଼ିଶା ଗ୍ରସ୍ତକୁ ସ୍ୱାଗତ କରାଯାଇଛି । କିନ୍ତୁ ସୋମବାର ଦିନ ଶ୍ରୀମନ୍ଦିରକୁ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ…

 ନୂତନ ଓଡିଶାକୁ ଆପଣମାନଙ୍କୁ ସ୍ୱାଗତ : ମୁଖ୍ୟମନ୍ତ୍ରୀ 

ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ମେକ-ଇନ-ଓଡ଼ିଶା କନକ୍ଲେଭ, ୫ଦିନିଆ  କନକ୍ଲେଭର ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ "ବିଶ୍ୱସ୍ତରରେ ଓଡିଶା ଓଡିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ସେକଥା କିଏ ଚିନ୍ତା କରିଥିଲା ! ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଏକ ଆଦର୍ଶ ମାନ ସୃଷ୍ଟି କରିବ,…

ପ୍ରଥମ ଥର ପାଇଁ ଦୀପ୍ତିପୁର ରେ ହେବ ରାଜ୍ୟ ସ୍ତରୀୟ ଭଲି ବଲ ପ୍ରତିଯୋଗିତା । 

  ବରଗଡ/ଗୌରାଙ୍ଗ ଚରଣ ଦାସ :- ବରଗଡ଼ ଜିଲ୍ଲା ଟାଲ ଗ୍ରାମର ଜଟାଧାରୀ କ୍ଲବ ଅନୁକୂଲ୍ୟ ଆସନ୍ତା 23 ଡିସେମ୍ବର ରୁ ଦୀପ୍ତିପୁର ଠାରେ ଆୟୋଜିତ ହେବାକୁ ଯାଉଛି ରାଜ୍ୟ ସ୍ତରୀୟ ଭଲି ବଲ ପ୍ରତିଯୋଗିତା । ଆଜି ଜଟାଧାରୀ କ୍ଲବ ତରଫରୁ ଦୀପ୍ତିପୁର ଅରବିନ୍ଦ ସ୍କୁଲ ଠାରେ ଆୟୋଜିତ ଏକ ସଭାରେ ଏହା…

ବିଦା ହେଲେ ପ୍ରମିଳା, ମିନତିଙ୍କୁ ମହିଳା ସଭାପତି ଦାୟିତ୍ୱ 

ଲୋପାମୁଦ୍ରା, ଶ୍ରୀମୟୀ, ସୁଲୋଚନା ଓ ଗୀତାଞ୍ଜଳି ନୂଆ କାର୍ଯ୍ୟକାରୀ ସଭାନେତ୍ରୀ ଭୁବନେଶ୍ୱର: ଗତକିଛି ଦିନଧରି ବିଜୁ ମହିଳା ଜନତା ଦଳ ସ୍ଥାଣୁ ହୋଇ ପଡିଥିବା ବେଳେ ଆଜି ମହିଳା ସଙ୍ଗଠନରେ ବଡଧରଣର ପରିବର୍ତ୍ତନ ଆଣିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ  | ଦୀର୍ଘଦିନ ଧରି ମହିଳା ସଭାପତି…

ଦିବ୍ୟାଙ୍ଗଙ୍କୁ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାଡି ବସିଛି ଧର୍ମଶାଳା ବ୍ଲକ ପ୍ରଶାସନ

Jajpur / ଜୟଶଙ୍କର ଦାଶ :  ଦିବ୍ୟାଙ୍ଗଙ୍କ ପ୍ରତି ସମ୍ବେଦନଶୀଳ ହେବା କେବଳ ନୈତିକତା ନୁହେଁ ବରଂ ଆଇନସମ୍ମତ । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଞ୍ଜିରା ପଂଚାୟତର ଜଣେ ନିହାତି ଗରୀବ ଦିବ୍ୟାଙ୍ଗଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ…