ସାଂସଦଙ୍କ ଦ୍ୱାରା ବଲାଙ୍ଗିର ସହର ରାସ୍ତାଗୁଡିକର ଉନ୍ନତିକରଣ ପାଇଁ  ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗୀର/ ନିରୋଜ ମିଶ୍ର :  ବଲାଙ୍ଗିର ସହରରେ ହେବାକୁ ଥିବା ବିଭିନ୍ନ ରାସ୍ତାଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ ସାଂସଦ କଳିକେଶ ନାରାୟଣ ସିଂହ ଦେଓଙ୍କ କର କମଳରେ ହୋଇ ଯାଇଅଛି । ପୂର୍ବରୁ ବଲାଙ୍ଗିର ପୌରପରିଷଦରେ ପ୍ରସ୍ତାବ ଆଗତ ହୋଇ କେତେ ଗୁଡିଏ ରାସ୍ତାକୁ ପୌରପରିଷଦ ତରଫରୁ ପୁତ୍ତବିଭାଗକୁ…

୩୬ ତମ ବାର୍ଷିକ କ୍ରୀଡା ଉଦଯାପିତ ।

ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି ।ରାଜବୋଡାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ଦ୍ବି ଦିବସିୟ ୩୬ତମ ବାର୍ଷିକ କ୍ରୀଡା ସମାରୋହ ଆଜି ଉଦଯାପିତ ହୋଇଯାଇଛି । ପ୍ରାତଃ ପର୍ଯ୍ୟାୟ ଖେଳକୁ ସମାଜ ସେବୀ ଶ୍ରୀ ନୀରୋଜ…

ଓଡ଼ିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘ ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘ ପକ୍ଷରୁ ସାକ୍ଷର ଭାରତ ଯୋଜନାକୁ ପୁଣି ଥରେ ଚାଲୁ  କରାଯିବା, ଉକ୍ତ ଯୋଜନାରେ କାର୍ଯ୍ୟକରିଆସୁଥିବା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ସାକ୍ଷର ଭାରତ ଯୋଜନା ବଦଳରେ ଅନ୍ୟ କୌଣସି ଯୋଜନା  କାର୍ଯ୍ୟକାରୀ…

ମୁଖପାତ୍ର- ସଂଯୋଜକ ମୁହାଁମୁହିଁ : ଦି ତିନି ଅକ୍ଷରିଆ ସଂସ୍କୃତ ଖାଲି ଉଡିଲା ଦଳୀୟ କାର୍ଯ୍ୟାଳୟରେ

ଭୁବନେଶ୍ୱର : ସେଦିନ ପାର୍ଟି ଅଫିସରେ ମେଡିଆ ବିଭାଗ  ମୁଖିଆଙ୍କ ନା ନେଇ ଖାଲି ମା ଭଉଣୀ ବନ୍ଦନା ଉଡିଲା  । ମାନେ ଏରିଆ ଫାଟିଲା | ଶ.....କୋଉଠୁ ଆସିକି ଆମ ଉପରେ ହାକିମାତି ଦେଖାଇବ। ଆମେ କେବଠୁ ଦଳରେ ଅଛୂ, ଆଜି ଆସିକି ମା....ଆମକୁ ରଙ୍ଗ ଦେଖଉଛି  । ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏମିତି…

ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ବିଶିଷ୍ଟ ସମାଜସେବୀ ପ୍ରିୟରଞ୍ଜନ ଧୀର ପଙ୍କରୁ ପଦ୍ମଫୁଟିଲା ପରି ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିପଦ ସମୟରେ ସାଧାରଣ ଜନତାଙ୍କ ପାଖରେ ପହଂଚି ସ୍ୱଅର୍ଜିତ ଧନରେ ଏକ ଟ୍ରଷ୍ଟ ମାଧ୍ୟମରେ ସେବା ଯୋଗାଇବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ସେ…

ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୧୮ ଉଦ୍‍ଯାପିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କ୍ରୀଡା ଓ ଯୁବ ସେବା, ଓଡିଶା, ଭୁବନେଶ୍ୱର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ୨୦୧୮ ରବିବାର ଦିନ ସନ୍ଧ୍ୟାରେ…

ଗୋଣ୍ଡୱାନା ସମାଜର ଗୋଣ୍ଡ ଭବନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ନରସିଂହ

ବଲାଙ୍ଗିର(ନିରୋଜ ମିଶ୍ର)  : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ରାସ୍ତାର ବାମ ପାଶ୍ୱର୍ରେ ଗୋଣ୍ଡୱାନା ଗୋଣ୍ଡ ସମାଜର ଗୋଣ୍ଡ ଭବନର ଭିତ୍ତିପ୍ରସ୍ତର  ସ୍ଥାପନ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ବିରୋଧିଦଳ ନେତା ନରସିଂହ ମିଶ୍ର । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ବ୍ୟୟରେ…

କାଳୀପୂଜା ଦଶ ମହାବିଦ୍ୟା ଉତ୍ସବ ୨୦୧୮ 

  ରାୟଗଡ଼ା/ ସରୋଜ ସାହୁ : ଚଳିତ ମାସ ୦୭.୧୧.୨୦୧୮ ଠାରୁ ୧୮.୧୧.୨୦୧୮ ତାରିଖ ପର୍ଯ୍ୟନ୍ତ ଫ୍ରେଣ୍ଡସ ୟୁଥ ଆଷୋସିଏସନ ଅନୁକୁଲ୍ୟରେ ୩୬ତମ ବର୍ଷ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀ ପୂଜା ଦଶ ମହାବିଦ୍ୟା ଉତ୍ସବ ୨୦୧୮ ମହା ଆଡମ୍ବର ରେ ରାୟଗଡା ସହର ସ୍ଥ  ବ୍ଲକ କଲୋନୀ ନିକଟରେ ଅବସ୍ତିତ…

ପାଠଚକ୍ର ଯାତ୍ରା ହେଲା ଶେଷ ଯାତ୍ରା

  ଘାଟିରୁ  ବସ ଖସି  ୩ ମୃତ, ୧୯ ଆହତ   ନବରଙ୍ଗପୁର(Special Correspondent )  ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ଅନ୍ତର୍ଗତ ଝରୀଗାଁ- ଚନ୍ଦାହାଣ୍ଡି ଘାଟିଠାରେ ଉମରକୋଟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସ୍କୁଲ ବସଟି ରବିବାର ସକାଳ ସାଢେ ୯ଟା ବେଳେ   ନିୟନ୍ତ୍ରଣ ହରାଇଘଟି…