Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନଗତ ସାକ୍ଷରତା ଏବଂ ସଚେତନତା ଶିବିର
ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ପୌରହିତ୍ୟରେ ଆସ୍କା ବ୍ଲକ ଅଫିସ କନଫରେନ୍ସ ହଲ ପରିସରରେ ଏକ ଆଇନଗତ ସାକ୍ଷରତା ଏବଂ ସଚେତନତା…
ଜିଲ୍ଲାରେ ଦଶମ ବୋର୍ଡ ପରୀକ୍ଷା କେନ୍ଦ୍ର ପରିଚାଳନା ନେଇ ପ୍ରସ୍ତୁତି ବୈଠକ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ଜିଲ୍ଲାରେ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଆୟୋଜନ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭାକକ୍ଷ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ…
ଏସ୍.କେ.ସି.ଜି. ସ୍ୱୟଂଶାସିତ ମହାବିଦ୍ୟାଳୟରେ ନାକ୍ ଗୁଣମାନ ସଂସ୍କୃତି ବିଷୟରେ ଏକଦିନିଆ କର୍ମଶାଳା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅନ୍ତଃ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠ ତରଫରୁ " ନାକ୍ " ମାନ୍ୟତା ପାଇଁ ଗୁଣମାନ ସଂସ୍କୃତିର ଅନ୍ତର୍ନିହିତକରଣ : ଆଇ.କ୍ୟୁ.ଏ.ସି. ଦୃଷ୍ଟିକୋଣ”…
ବରପାଲିରେ ବାହ୍ୟ ଏଲଇଡ଼ି ପ୍ରଦର୍ଶନ ଫଳକ ଓ ନୃପଲାଲ ଉଦ୍ୟାନ ଶୁଭ ଉଦଘାଟନ
ବିଜେପୁର :- ବରଗଡ଼ ଜିଲ୍ଲା ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୁଧବାର ଦୁଇଟି ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ବାହ୍ୟ ଏଲଇଡ଼ି ପ୍ରଦର୍ଶନ ଫଳକ ଓ ନୃପଲାଲ ଉଦ୍ୟାନକୁ ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟାଙ୍କ କରକମଳରେ ଲୋକାର୍ପଣ ହୋଇଯାଇଛି।ଉଦଘାଟନୀ…
ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। କନ୍ଧମାଳରୁ ଭୁବନେଶ୍ୱର ଅଭିମୁଖେ ଚୋରା ଚାଲାଣ ହେଉଥିବା ୨୯ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଆଜି ନିଧିଆପଲ୍ଲୀ ଛକ ନିକଟରେ…
ଥୁଟିବର ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ।
କାଶୀପୁର ରୁ ବୈକୁଣ୍ଠ ଦୁରିଆ:-ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଥୁଟିବର ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକି କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି ।ମୂଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରଷ୍ପତୀ ମାଝୀ ,ସମ୍ନାନିୟ ଅତିଥି ଚନ୍ଦ୍ରକାନ୍ତ ମାଝୀ ପିଏ ଆଇଟିଡିଏ ,ଓ ଅନ୍ୟ…
ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଏକ ଦିବସୀୟ ଆଲୋଚନା ଚକ୍ର, ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ଆଲୋଚନା ଚକ୍ରରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷତା କରିଥିଲେ l ସୁଶ୍ରୀ ସରିତା ପଟେଲ, ଆଞ୍ଚଳିକ…
ପଣ୍ଡିତ ଦିନଦୟାଲ ଉପାଧ୍ୟାୟାଙ୍କ ପୁଣ୍ୟତିଥିରେ ସମର୍ପଣ ଦିବସ ପାଳିତ
ବିଜେପୁର : ପଣ୍ଡିତ ଦିନଦୟାଲ ଉପାଧ୍ୟାୟାଙ୍କ ପୁଣ୍ୟତିଥି ଅବସରରେ ଆଜି ବିଜେପୁର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ‘ସମର୍ପଣ ଦିବସ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନଗର ମଣ୍ଡଳ ସଭାପତି ମହେଶ ଦେବତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପଣ୍ଡିତ ଉପାଧ୍ୟାୟାଙ୍କ ଛବିରେ ପୁଷ୍ପାଞ୍ଜଳି…
କୋଡ୍ଡା ରେଡ୍ଡୀ ସମାଜ ତରଫରୁ ଏକ ସାଧାରଣ ସଭା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କୋଡ୍ଡା ରେଡ୍ଡୀ ସମାଜ ତରଫରୁ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା । ଉକ୍ତ ସଭା ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ D ବିଶ୍ଵନାଥ ରେଡ୍ଡୀ ଯୋଗଦାନ କରିଥିଲେ । କୋଡ୍ଡା ରେଡ୍ଡୀ…
ଜିଲ୍ଲାପାଳଙ୍କ ମାଥିଲି ବ୍ଲକ ଗସ୍ତ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମାଥିଲି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଛନ୍ତି। ସର୍ବ ପ୍ରଥମେ ଜିଲ୍ଲାପାଳ ଭେଜାଗୁଡ଼ା ଗ୍ରାମ ପଞ୍ଚାୟତର କୋତାମେଟା ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ଅଧୀନରେ ତିଆରି ହୋଇଥିବା…