Sign in
Sign in
Recover your password.
A password will be e-mailed to you.
କଲେଜଲିଗାଲ୍ ଫୋରମ୍ ସମ୍ମିଳନୀ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ସାଦିୟ ମହିଳା କନିଷ୍ଠ ମହାବିଦ୍ୟାଳୟ ପ୍ରାଙ୍ଗଣରେ ୩୯୧ ଜିଲ୍ଲା ଲିଗାଲ୍ ଫୋରମ୍ ସଂଗଠନର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କନିଷ୍ଠ ମହାବିଦ୍ୟାଳୟ, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ…
ଛାତ୍ର ପୋଲିସ୍ କେଡେଟ୍ କର୍ମଶାଳା ଆୟୋଜିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ର ମାଥିଲି ପଞ୍ଚାୟତ ଅନ୍ତର୍ଗତ ପାତ୍ରପୁଟ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ର ପୋଲିସ୍ କେଡେଟ୍ କର୍ମଶାଳା ଆୟୋଜିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ…
ପ୍ରଶସ୍ତିକରଣ କାର୍ଯ୍ୟରେ ରାସ୍ତା ପାର୍ଶ୍ୱ ବୃକ୍ଷଗୁଡ଼ିକୁ ତାଡ଼ି କଲେ ଧ୍ୱସ୍ତ ବିଧ୍ୱସ୍ତ,
ବ୍ୟବହୃତ ହିଟାଚି ଜବତ, ଚାଳକ ଗିରଫ,
୬୦ରୁ ଉର୍ଦ୍ଧ୍ବ ଗଛ ନଷ୍ଟ, ପୁରୁଣା ଗଛ ମୂଳ ତାଡ଼ି କଲେ ହୁଗୁଳା,
ଓଡ଼ଗାଁ,୧୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ସୋଲପଟା ଠାରୁ ଫାଶିପଲ୍ଲୀ ମଧ୍ୟସ୍ଥ ରାସ୍ତାକୁ ଗ୍ରାମ ଉନ୍ନୟନ ବିଭାଗର ପ୍ରଶସ୍ତିକରଣ…
ଶିଶୁର ସାମଗ୍ରୀକ ବିକାଶ ପାଇଁ ଆମ କୁନି ପିଲା କାର୍ଯ୍ୟକ୍ରମ।
ଶିଶୁ ମାନଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବାକୁ ପରାମର୍ଶ
ଓଡ଼ଗାଁ,୧୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ଆମ କୁନି ପିଲା କାର୍ଯ୍ୟକ୍ରମ ସମ୍ପର୍କିତ ତାଲିମ ଶିବିର ବ୍ଳକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଶିଶୁ ବିକାଶ ଅଧିକାରୀ ଲହଡ଼ିମାଳା ପ୍ରଧାନଙ୍କ…
ଭାରତ ବନ୍ଦକୁ ପୁରୀ ଜିଲ୍ଲା କଂଗ୍ରେସର ସମର୍ଥନ, ଜରୁରୀ ସେବା ବାଧାପ୍ରାପ୍ତ ହେବନାହିଁ
ପୁରୀ,୧୧/୨ (ଅନିମେଷ ପଟ୍ଟନାୟକ) : ଆସନ୍ତାକାଲି କେନ୍ଦ୍ରୀୟ ମିଳିତ ଟ୍ରେଡ୍ ୟୁନିଅନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ କରିଛି ଜିଲ୍ଲା କଂଗ୍ରେସ। ବନ୍ଦକୁ ସଫଳ କରିବାକୁ ଯୁଵ ନେତା ସୁଜିତ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ…
ଜଳଯାନରେ ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ରଙ୍କ ହୃଦଘାତରେ ପରଲୋକ, ଓଡ଼ଗାଁ ଅଞ୍ଚଳରେ ଶୋକର ଛାୟା,
ଓଡ଼ଗାଁ,୧୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ର ପାତ୍ର (୫୬)ଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବୁଧବାର ସକାଳେ ମାଲେସିଆର ଏକ ହସ୍ପିଟାଲରେ ଡାକ୍ତରମାନେ…
ଜଙ୍ଗଲୀ ହାତୀଙ୍କ ଉତ୍ପାତ, ପାଚେରୀ ଭାଙ୍ଗିଲେ, ପନିପରିବା ନଷ୍ଟ କଲେ
କେନ୍ଦୁଝର,ତା୧୧/୨- ଘଟଗାଁ ବ୍ଲକ ଅନ୍ତର୍ଗତ କେନ୍ଦୁଆପଡା ଗ୍ରାମରେ ଗତକାଲି ଜଙ୍ଗଲୀ ହାତୀପଲ ଉତ୍ପାତ ଆରମ୍ଭ କରିଦେଇଛନ୍ତି। ସୂଚନା ମିଳିଛି କି ଲୋକଙ୍କ ପନିପରିବା ନଷ୍ଟ କରିବା ସହିତ ପାଚେରି ଭାଙ୍ଗିଛନ୍ତି। ଗ୍ରାମର ବୀରବର ମହାନ୍ତଙ୍କର ଅନେକ କ୍ଷତି ହୋଇଛି। ସେହିପରି ହାତୀପଲ କାଳିଆ…
କୃମିନାଶକ ବଟିକା ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ
କେନ୍ଦୁଝର,ତା୧୧/୨- ଘଟଗାଁ ବ୍ଲକ ଅନ୍ତର୍ଗତ ଦେହୁରୀପଶି ଆବାସିକ ଆଶ୍ରମ ଉଚ୍ଚ ବିଦ୍ୟାଳୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଉକ୍ତ ବିଦ୍ୟାଳୟର ୩୦ରୁ ଅଧିକ ଛାତ୍ରଛାତ୍ରୀ କୃମିନାଶକ ବଟିକା ଖାଇ ଅସୁସ୍ଥ ହୋଇ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ କୃମିନାଶକ ବଟିକା…
କୃମିନାଶକ ବଟିକା ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ
କେନ୍ଦୁଝର,ତା୧୧/୨- ଘଟଗାଁ ବ୍ଲକ ଅନ୍ତର୍ଗତ ଦେହୁରୀପଶି ଆବାସିକ ଆଶ୍ରମ ଉଚ୍ଚ ବିଦ୍ୟାଳୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଉକ୍ତ ବିଦ୍ୟାଳୟର ୩୦ରୁ ଅଧିକ ଛାତ୍ରଛାତ୍ରୀ କୃମିନାଶକ ବଟିକା ଖାଇ ଅସୁସ୍ଥ ହୋଇ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ କୃମିନାଶକ ବଟିକା…
ମାନବ ଅଧିକାର ଆୟୋଗ ମିଛ କେସ୍ ବୋଲି ଅଭିହିତ କଲେ: ବିଜେଡି
ରେଭେନ୍ସା ନାମ ପରିବର୍ତ୍ତନ ବିରୋଧରେ ମଶାଲ ଶୋଭାଯାତ୍ରା ସମୟରେ ଆର୍ମ୍ସ ଆକ୍ଟରେ କେସ୍ ରୁଜୁ ହେବା ପ୍ରସଙ୍ଗ
କେସ୍ ମିଛ ବୋଲି ପ୍ରମାଣିତ ହେବା ପରେ ଡିଜିଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କଲା ବିଜେଡି
ରାଜ୍ୟର ପୋଲିସ ଥାନା ଗୁଡିକ ଏବେ ବିଜେପିର କୁଜି ନେତାଙ୍କ କବଜାରେ…