ବିଜେପି ପ୍ରକାଶ କଲା ବିଧାନସଭା ପାଇଁ ୧୦୦ ଆସନ ପାଇଁ ପ୍ରାଥୀ ତାଲିକା |

0

ବିଜେପି ପ୍ରକାଶ କଲା ବିଧାନସଭା ପାଇଁ ୧୦୦ ଆସନ ପାଇଁ ପ୍ରାଥୀ ତାଲିକା | ମିଲିଥିବା ତାଲିକା ଅନୁଯାୟୀ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ ପ୍ରଦୀପ ପୁରୋହିତ, ଭୁବନେଶ୍ୱର (ମଧ୍ୟ) ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର (ଏକାମ୍ର)ରୁ ବାବୁ ସିଂ, ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା, ବାଲିକୁଦା-ଏରସମାରୁ ଡାକ୍ତର ଦାମୋଦର ରାଉତ, ବ୍ରହ୍ମଗିରିରୁ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ତେଲକୋଇରୁ ଧନୁର୍ଜୟ ସିଦ୍ଧୁ, ବାରବାଟୀ-କଟକରୁ ସମୀର ଦେ, ରାଉରକେଲାରୁ ନିହାର ରାୟ, ଘଷିପୁରା ପୃଥ୍ୱୀରାଜ କୁଅଁର, କଟକ-ଚୌଦ୍ୱାରରୁ ନୟନ କିଶୋର ମହାନ୍ତି, ତଳସରାରୁ ଭବାନୀ ଭୋଇ , ବଣାଇରୁ ଅନୀଲ ବାର୍ଲା, ରଣପୁରରୁ ସୁରମା ପାଢ଼ୀ, ସୁନ୍ଦରଗଡ଼ରୁ କୁସୁମ ଟେଟେ, ରେଙ୍ଗାଲିରୁ ନାଉରି ନାୟକ, ଖଣ୍ଡପଡ଼ାରୁ ସିଦ୍ଧାର୍ଥ ସିଂହ ମର୍ଦ୍ଦରାଜ୍‌, ବୀରମିତ୍ରପୁରରୁ ଶଙ୍କର ଓରାମ, ସାଲେପୁରରୁ ପ୍ରକାଶ ବେହେରା, ନିମାପଡ଼ାରୁ ପ୍ରଭାତୀ ପରିଡ଼ା, ଧାମନଗରରୁ ବିଷ୍ଣୁ ସେଠୀ, ରଘୁନାଥପଲ୍ଲୀରୁ ଜଗବନ୍ଧୁ ବେହେରା ଓ ପାଟଣାଗଡ଼ରୁ କେଭି ସିଂହଦେଓ, ଚାନ୍ଦବାଲିରୁ ମନମୋହନ ସାମଲ, ଜଳେଶ୍ୱରରୁ ଜୟ ନାରାୟଣ ମହାନ୍ତି, ଧାମନଗରରୁ ପଦ୍ମ ଚରଣ ସେଠୀ, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା, ବାଲେଶ୍ୱରରୁ ମଦନମୋହନ ଦତ୍ତ, ସୋରରୁ ରାକେଶ ମଲ୍ଲିକ, ଯାଜପୁରରୁ ଗୌତମ ରାୟ, ବିଞ୍ଝାରପୁରରୁ ବବିତା ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି।

 

Leave A Reply

Your email address will not be published.