କଂଗ୍ରେସକୁ ଅନୁରୋଧ କରିଥିଲେ, ବିଜେପିରେ ଯୋଗଦେଲେ | ପଦ୍ମ ଧରିଲେ କନ୍ଧମାଲର ପୂର୍ବତନ ବିଜେଡି ଏମପି  ପ୍ରତ୍ୟୁଷା ରାଜେଶ୍ୱରୀ |

0

ଇରାନୀଙ୍କୁ ମନାଇବାକୁ ଉଦ୍ୟମ : ସେମାନିଲେ ରାଣୀ ନୟାଗଡ଼, ନହେଲେ କନ୍ଧମାଳ

bhubaneswar : କଂଗ୍ରେସକୁ ଅନୁରୋଧ କରିଥିଲେ ଯୋଗ ଦେବା ପାଇଁ, ନୟାଗଡ଼ରୁ କଂଗ୍ରେସ ପ୍ରାର୍ଥୀ ହେବ ପାଇଁ ଆଶାକରି ଲେଖିଥିଲେ କଂଗ୍ରେସ ନେତୃତ୍ୱଙ୍କୁ ଚିଠି | ହେଲେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜଣେ ପୋଖତ ରାଜନେତ୍ରୀର ପରିଚୟ ଦେଇଛନ୍ତି   କନ୍ଧମାଲର ପୂର୍ବତନ ବିଜେଡି ଏମପି  ପ୍ରତ୍ୟୁଷା ରାଜେଶ୍ୱରୀ | ଦଳୀୟ କାର୍ଯ୍ୟାଳୟ ଆଜି ଯେ ଯୋଗ ଦେଇଛନ୍ତି କନକବର୍ଦ୍ଧନ ସିଂଦେଓଙ୍କ ବାସଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  | ବିଜେପି ପକ୍ଷରୁ ପ୍ରାର୍ଥୀ ଭାବେ  ନୟାଗଡ ପାଇଁ ଇରାନୀ ବିଶାଳଙ୍କ ନାମ ଘୋଷଣା ହୋଇ ସାରିଥିବା ବେଳେ ରାଣୀଙ୍କୁ କେମିତି ଆଡ଼ଜଷ୍ଟ କରିବେ ତାହା ଏବେ ଦଳ ପାଇଁ ଚିନ୍ତା କରୁଛି | ଆପାତତଃ ଇରାନୀଂକୁ ଚୁପ କରାଇ ମନାଇ( ଯେମିତି ସେ ସନ୍ତୁଷ୍ଟ ହେବେ) ବସାଇ ଦିଆଯାଇ ରାଣୀଙ୍କୁ ନୟାଗଡ଼ରୁ ଏମଏଲଏ ଟିକେଟ ଦିଆଯାଇ ପାରେ | ଯଦି ଇରାନୀ ସନ୍ତୁଷ୍ଟ ନହୁଅନ୍ତି ତେବେ ରାଣୀ କନ୍ଧମାଳ ଏମପି ଟିକେଟ ନେଇ ଲଢ଼ିବାକୁ ବାଧ୍ୟ | 

କଂଗ୍ରେସର ନିଷ୍ପତ୍ତି ନେବାରେ ବିଲମ୍ବ ହେବ କାରଣରୁ ସେ ବିଜେପିରେ ଯୋଗ ଦେଇଛନ୍ତି | କେନ୍ଦ୍ର ମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପ୍ରତ୍ୟୁଷାଙ୍କ ଯୋଗଦାନ ଅବସରରେ ବିଜେପିର ସଭାପଟି ବସନ୍ତ ପଣ୍ଡା, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ, ସୁରମା ପାଢ଼ୀ, ନୟାଗଡ ବିଧାନସଭା ପାଇଁ ପ୍ରାର୍ଥୀନି  କଂଗ୍ରେସ ବୋଧହୁଏ ତାଙ୍କ ଠୁ ଭଲ ପ୍ରାର୍ଥୀ ପାଇନଥାନ୍ତା ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ | ହେଲେ ହାତ ଛଡା କରିଛି କଂଗ୍ରେସ, ବସ୍ତୁତଃ ପ୍ରତିଦ୍ବନ୍ଦ୍ବିତାରୁ ସିଧାସଳଖ ଵ୍ୟାକଫୁଟକୁ ଚାଲି ଯାଇଛି କଂଗ୍ରେସ | 

Leave A Reply

Your email address will not be published.