ପତ୍ନୀଙ୍କୁ ହତ୍ୟା କଲେ ବୃଦ୍ଧ

0

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ସ୍ପୋର୍ଟ ହଷ୍ଟେଲ ପଛ ପଟେ ଠେଲକୋ ଛାପଲ ଏରିଆ ରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ  । ଜଣେ ବୃଦ୍ଧାକୁ ତାଙ୍କ  ସ୍ୱାମୀ ପାରିବାରିକ କଳହ ରୁ ଅତି ବିଭସ  ଭାବେ ହତ୍ୟା କରିଛନ୍ତି । ଖବର ପାଇ ବିଳମ୍ବିତ ସନ୍ଧ୍ୟାରେ ସୁନ୍ଦରଗଡ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ବୃଦ୍ଧଙ୍କୁ ଅଟକ ରଖିଛି । ଆସନ୍ତାକାଲି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି ।

Leave A Reply

Your email address will not be published.