ଘର୍ଲା ଜୋର ନିକଟରେ ଦୁର୍ଘଟଣା On Apr 4, 2019 7 Share ରାସ୍ତାର ଘର୍ଲା ଜୋର ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଚାଷ ଜମିରେ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଗାଡିଚାଳକ ସୁରକ୍ଷିତ ଥିବା ଜଣାପଡିଛି। 7 Share FacebookTwitterGoogle+ReddItWhatsAppPinterestEmail