ଭୁବନେଶ୍ୱର : ଯୁବ ବିଜୁ ଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀ( ସିଲୁ) କେନ୍ଦ୍ରାପଡା ଜିଲା ପାଇଁ ଦଳର ସହପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି | ବିଜେଡି ସଭାପତି ନବୀନ ପଟ୍ଟନାୟକ ଶ୍ରୀ ପତ୍ରୀଙ୍କ ଏହି ନିଯୁକ୍ତି ଉପରେ ମୋହର ମାରିଛନ୍ତି ବୋଲି ଦଳର ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ସୂଚନା ଦେଇଛନ୍ତି |