ବିଜ୍ଞାନ ମେଳା ଓ ପ୍ରକଳ୍ପ ପ୍ରଦର୍ଶନୀ ଉଦ୍‍ଯାପିତ, ଅଟଳ ଟିକେରିଂ ଲେବ ଉଦ୍ଘାଟିତ 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ପକ୍ଷରୁ ତିନିଦିନ ବ୍ୟାପି ଚାଲିଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆଜି ଉଦ୍‍ଯାପିତ ହୋଇଯାଇଛି । ରାଜସୀତାପୁର ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର…

ୟୁନାଇଟେଡ଼ ଆରବ ଏମିରେଟସ ରେ ନୂଆଖାଇ ଭେଟଘାଟ 

ଦୁବାଇରୁ ଫିରୋଜ କୁମାର ମେହେର/ ବରଗଡ଼ରୁ ଗୌରାଙ୍ଗ ଦାଶ   ପ୍ରବାସରେ ରହିଲେ ବି ଭୁଲି  ନାହାନ୍ତି ନିଜ ସଂସ୍କୃତି , ଦୁରେଇ ପାରିନାହାନ୍ତି ନିଜ ମାଟିର ଆକର୍ଷଣକୁ | ତାର ମାଟି ପାଣି ପବନର ଆତ୍ମୀୟତାକୁ |  ସତେ ଯେମିତି ସେମାନେ  ବର୍ଷ ତମାମ  ଅପେକ୍ଷା କରିଥାନ୍ତି କେବେ ଆସିବା ଏଇ…

 ବିଶ୍ବହିନ୍ଦୁ ପରିଷଦ  ପୂର୍ବ ଓଡ଼ିଶାର ବଜରଙ୍ଗ ଦଳର କାର୍ଯ୍ୟକର୍ତାଙ୍କୁ ନେଇ ୨ ଦିନିଆ ବର୍ଗ 

ଜୟଶଙ୍କର ଦାଶ :  ବିଶ୍ବହିନ୍ଦୁ ପରିଷଦ ର ଆନୁଷ୍ଠାନିକ ବ୍ୟବସ୍ଥା ରେ କଟକ ବିଶ୍ବହିନ୍ଦୁ ପରିଷଦ କାର୍ଯ୍ୟାଳୟରେ ପୂର୍ବ ଓଡ଼ିଶାର ସମସ୍ତ ଜିଲ୍ଲାର ମୁଖ୍ୟ ମୁଖ୍ୟ ବଜରଙ୍ଗ ଦଳର କାର୍ଯ୍ୟକର୍ତାଙ୍କୁ ନେଇ ୨ ଦିନିଆ ବର୍ଗ ହୋଇଯାଇ ଅଛି । ଏହି ବର୍ଗ ରେ ବଜରଙ୍ଗ ଦଳର କେନ୍ଦ୍ରୀୟ  ସଂଯୋଜକ ମାନନୀୟ…

ପିଲାମାନଙ୍କୁ ମୋବାଇଲ ଦେଉଛନ୍ତି କି ? ଘାତକ ହୋଇପାରେ …|  

ମୋବାଇଲ ଫାଟି ଶିଶୁ ଗୁରୁତର ବରଗଡ଼/ଗୌରାଙ୍ଗ ଚରଣ ଦାଶ :- ବରଗଡ଼ ଜିଲ୍ଲା ପଇକମାଲ ବ୍ଲକ ଅନ୍ତର୍ଗତ ଛୀଂଦେଇକେଲା ପଞ୍ଚାୟତର ପତ୍ରାଗୁଡା ଗ୍ରାମର ଭୀମସେନ ବହିଦାର ଙ୍କର 11 ବର୍ଷୀୟ ପୁତ୍ର ଶୁଭମ ବାପାଙ୍କର ମୋବାଇଲ ଖେଳୁ ଥିବା ସମୟରେ ମୋବାଇଲଟି ଫାଟି ଯିବାରୁ ଶୁଭମ  ଗୁରୁତର ଭାବରେ ଆହତ…

ବଜ୍ରାଘାତରେ ସିଆରପିଏଫ ଜବାନଙ୍କ ସମେତ ଦୁଇ ମୃତ, ୪ ଗୁରୁତର

ଟିଟିଲାଗଡ଼/ସୁନୀଲ ବେହେରା - ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାଥନପଲା ଗ୍ରାମକୁ ଭୋଜି ଖାଇବାକୁ ଆସିଥିବା ଦୁଇ ଜଣଙ୍କ ବଜ୍ରାଘାତରେ ମୃତ୍ୟୁ  ଘଟିଥିବା ଜଣାଯାଇଛି । ମୃତକ କଲାହାଣ୍ଡି ଜିଲା ରାମପୁରର ସିଆରପିଏଫ ଜବାନ ମନ ମହାକୁଡ (୪୩) ଏବଂ ନିମାଇଁ ସାହୁ (୩୫) ବୋଲି ଜଣାଯାଇଛି । ପ୍ରାୟ ୧୦ ଜଣ…

ଚିକିତ୍ସା ଅବହେଲା ନେଇ ଡାକ୍ରରଖାନାରେ ପ୍ରସୂତୀଙ୍କ ମୃତ୍ୟୁ  ଅଭିଯୋଗ

ଟିଟିଲାଗଡ଼/ସୁନୀଲ ବେହେରା :  ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଖୋଲାନ ସରକାରି ଡାକ୍ରରଖାନାରେ ଜଣେ ପ୍ରସୁତି ମହିଳାଙ୍କ ଚିକିତ୍ସାଭାବରୁ ମୃତୁ୍ୟ ଘଟିଥିବା ଭଲି ଅଭାବନୀୟ ଘଟଣା ଆଲୋଡନ ସୃଷ୍ଟି କରିଛି । ସୁଚନା ଯେ  ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୌଡତୁଲା ଗ୍ରାମର ପ୍ରସୁତି ମହିଳା ଦୁତିକା…

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ 

ଗାଇସିଲେଟ/ଶାସକ ପ୍ରଶାସକ--ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତର ଖୁଣ୍ଟପାଲି ଗ୍ରାମରେ ବଜ୍ରପାତରେ ଜ୍ଞାନବତୀ ଭଏନା (ପିଙ୍କି-୨୨)ଙ୍କ ମୃତ୍ୟୁ ଘଟିଛି। ଜ୍ଞାନବତୀ ଅନ୍ୟ ଏକ ମହିଳା ଙ୍କ ସହ ବିଲରୁ ଘାସ ଓପାଡୁଥିବା ସମୟରେ ପ୍ରାୟ   ୪-୪.୩୦ ସମୟରେ ବଜ୍ରପାତ ହୋଇଥିଲା। ଦିଜଣ…

ସାପକାମୁଡ଼ାରେ ବାଳିକା ମୃତ

ଯାଜପୁରରୁ ଜୟଶଙ୍କର ଦାଶ : କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଞ୍ଚାୟତର ବେଗନା ଗ୍ରାମର ସୁନାକର ଜେନାଙ୍କ ଝିଅ ମାନସୀ ଜେନା(୧୦) ରାତିରେ ଘରେ ଶୋଇଥିବାବେଳେ ଏକ ରଣା ସାପ ମସୁରୀ ଭିତରେ ପଶି ମାନସୀକୁ କାମୁଡ଼ି ଦେଇଥିଲା । ସକାଳୁ ପରିବାର ଲୋକେ ଦେଖି ମାନସୀକୁ କୋରେଇ ମେଡିକାଲକୁ ନେଇ…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଅଶୋକଙ୍କ ସମେତ ବହୁ କର୍ମକର୍ତ୍ତା

ଭୁବନେଶ୍ୱର: ଗତକାଲି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ଦଳର ୭ଜଣ ନେତାଙ୍କୁ ବିଭିନ୍ନ ସାଂଗଠନିକ ଦାୟିତ୍ୱ ଦେଇଥିଲେ । ସେଥିମଧ୍ୟରୁ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା । ଭୁବନେଶ୍ୱର…

ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ :ସଂଘବଦ୍ଧ ହତ୍ୟା ଆଶଙ୍କା

ସନ୍ଦେହରେ ପୋଲିସ କିଛି ଯୁବକଙ୍କୁ ଅଟକ ରଖି ପୋଲିସ କରୁଛି ପଚରାଉଚରା ବରଗଡ/Gouranga charana Dash  :-  ବରଗଡ ଜିଲ୍ଲା ପାଇକମାଳ ବ୍ଲକ ମଲଦା ଗ୍ରାମର ଅଭିମନ୍ୟୁ ଛତର ନାମକ ଜଣେ ଯୁବକ ସକାଳୁ ନିଜ ବିଲକୁ ଘାସ କାଟିବା ପାଇଁ ଯାଇଥିଲା । ବହୁ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ…