Sign in
Sign in
Recover your password.
A password will be e-mailed to you.
“ମହିଳାଙ୍କୁ ଯେତିକି ସମ୍ମାନ ମିଳିବା କଥା ସେତିକି ସମ୍ମାନ ମିଳୁ ନାହିଁ “
୫ମ ବର୍ଷ ଭଦ୍ରକ ଜିଲ୍ଲା ମହୋତ୍ସବ: ନାରୀ ଶକ୍ତି ଓ ନାରୀ ଅଧିକାର ଉପରେ ଆଲୋଚନା
ଭଦ୍ରକ: ନୂଆବଜାର ଗାନ୍ଧି ପଡିଆ ଠାରେ ଚାଲିଥିବା ସଞ୍ଜିବ ଜୁଏଲ୍ସ ପ୍ରାୟୋଜିତ ୫ମ ବର୍ଷ ଭଦ୍ରକ ଜିଲ୍ଲା ମହୋତ୍ସବର ନବମ ସନ୍ଧ୍ୟାର ଉତ୍ସବ ମହୋତ୍ସବ କମିଟିର ସ୍ଥାୟୀ ସଭାପତି ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ…
ଚତୁର୍ଦ୍ଦଶ ନବଯୁଗ ପୂର୍ବାଂଚଳ କର୍ପୋରେଟ୍ ଗଲଫ୍ କପ୍ ୨୦୧୯ ପ୍ରତିଯୋଗିତା
ଶ୍ରୀମତୀ ରୌନସ୍କା ଜେନା ସର୍ବଶ୍ରେଷ୍ଠ ମହିଳା ଗଲଫର ର ପୁରସ୍କାର ଜିତିଥିବା ବେଳେ ଶ୍ରୀଯୁକ୍ତ ପ୍ରଶାନ୍ତ ମୌର୍ଯ୍ୟ ସର୍ବଶ୍ରେଷ୍ଠ ଆଉଟଷ୍ଟେସନ ପୁରସ୍କାରର ବିଜେତା ଘୋଷିତ ହୋଇଥିଲେ । ୧୯ ରୁ ୨୪ ବର୍ଷ ଦିବ୍ୟାଙ୍ଗ ବର୍ଗରେ ଶ୍ରୀଯୁକ୍ତ ବିନାୟକ ଜମୱାଲ ଉପ-ବିଜେତା ହୋଇଥିବା ବେଳେ ଏହି ବର୍ଗରେ…
ମାନସ ଚୌଧୁରୀ ଏ.ଏସ୍.ଏମ୍ ସଭାପତି
ଭୁବନେଶ୍ୱର - ରାଜ୍ୟରେ ସେବା ଯୋଗାଉଥିବା ସମସ୍ତ ସିକୁ୍ୟରିଟି କମ୍ପାନୀଗୁଡ଼ିକ ଏକତ୍ର ହୋଇ ‘ଆସୋସିଏସନ ଅଫ୍ ସିକୁ୍ୟରିଟି ଆଣ୍ଡ ମେନପାୱାର’ ଗଠନ କରିବାକୁ ନିଷ୍ପତି ନେଇଛନ୍ତି । ଏହି ନବଗଠିତ ସଂଘର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିବେ ‘କେ-୧ ସିକୁ୍ୟରିଟି’ ମୁଖ୍ୟ ତଥା ଭୁବନେଶ୍ୱର…
ଏମ୍କେସିଜି ମେଡିକାଲରେ ଦାରିଂବାଡ଼ି ପୀଡିତାଙ୍କୁ ଭେଟିଲେ ମହିଳା କଂଗ୍ରେସ ପ୍ରତିନିଧି ଦଳ
ବ୍ରହ୍ମପୁର/ଭୁବନେଶ୍ୱର - ଦାରିଂବାଡ଼ିର ସେବାଶ୍ରମର ପ୍ରସବ କରିଥିବା ଅଷ୍ଟମ ଶ୍ରେଣୀର ନାବାଳିକାକୁ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ଏକ ପ୍ରତିନିଧି ଦଳ ଏମ୍କେସିଜି ହସ୍ପିଟାଲରେ ଭେଟି ତାର ସ୍ୱାସ୍ଥ୍ୟବସ୍ଥା ଦେଖିବା ସହ ଆଇଜିଙ୍କୁ ଏକ…
ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଓଡ଼ିଶା ଆଗମନ ପଦମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଛି : ନିରଞ୍ଜନ
ପ୍ରଧାନମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ୫ଟି ପ୍ରଶ୍ନ
ଭୁବନେଶ୍ୱର .-ନମ୍ବର ଏକ ... ୨୦୧୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସ୍ୱାମୀନାଥନ କମିଟି ସୁପାରିଶକୁ କାହିଁକି ଲାଗୁ କଲେ ନାହିଁ?
ନମ୍ବର ଦୁଇ .ବାର୍ଷିକ ୨ କୋଟି ନିଯୁକ୍ତି ସୃଷ୍ଟି…
କଂଗ୍ରେସ ଦଳର ଲୋକାଭିମୁଖି ଇସ୍ତାହାର website ଲୋକାର୍ପଣ
ଭୁବନେଶ୍ୱର ତା ୧୪.୧- ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଦଳର ନିର୍ବାଚନ ଇସ୍ତାହାର website www.congressmyvoice.com ର ଲୋକାର୍ପଣ କରିଥିଲେ । କଂଗ୍ରେସ ଦଳର ଇସ୍ତାହାର ଲୋକମାନଙ୍କର ଇସ୍ତାହାର ହେଉ ଓ ଓଡ଼ିଶାବାସୀଙ୍କ ମତାମତକୁ ଯଥା…
ଶତାଧିକ ଦଳିତ ମହିଳା ଯୁବକ ଓ ବୁଦ୍ଧିଜୀବିଙ୍କ କଂଗ୍ରେସର ଯୋଗଦାନ
ଭୁବନେଶ୍ୱର - ନିଆଳି ନିର୍ବାଚନ ମଣ୍ଡଳୀର ଦଳିତ ମହିଳା ଯୁବକ, ଅବସରପ୍ରାପ୍ତ କର୍ମଚାରୀ କଂଗ୍ରେସରେ ଯୋଗଦେଇଛନ୍ତି । ପୂର୍ବତନ ବିଜେଡ଼ି ଜିଲା ପରିଷଦ ସଭ୍ୟା ମମତା ଭୋଇ, ମୂରଲୀଧର ଦାସ, ସୁକାନ୍ତ ତିହାଡ଼ି, ରମାକାନ୍ତ ଭୋଇଙ୍କ ନେତୃତ୍ୱରେ ସଚିଦାନନ୍ଦ ପରିଛା, ବିନୋଦ ଭୋଇ, ଚନ୍ଦ୍ରମଣୀ ରାଉତ,…
୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଷଷ୍ଠ ଦିନର ଖେଳରେ ପାୟେନିଅର ପୁରୀ ଓ ସ୍ପୋର୍ଟସ ଏକାଡେମୀ ରାଉଲକେଲା…
ମଙ୍ଗଳବାର ଦିନ ପ୍ରଥମ ମ୍ୟାଚ ପାୟେନିଅର ପୁରୀ ଓ ରାଇଜିଙ୍ଗ ଷ୍ଟୁଡେଂଟ କଟକ
ଏବଂ ଦ୍ୱିତୀୟ ମ୍ୟାଚ ସ୍ପୋର୍ଟସ ଏକାଡେମୀରାଉଲକେଲା ଓ ସେରସା ରାଂଚି ମଧ୍ୟରେ
ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ…
ଇଣ୍ଡୋର ଷ୍ଟାଡିୟମର ଭିତିପ୍ରସ୍ଥର ସ୍ଥାପନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ବଲାଙ୍ଗୀର/ନିରୋଜ ମିଶ୍ର : ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ନିର୍ମିତ ହେବାକୁ ଥିବା ଇଣ୍ଡୋର ଷ୍ଟାଡିଓମର ଭିତିପ୍ରସ୍ଥର ସ୍ଥାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୪. ୫କୋଟି ଟଙ୍କା ମୂଲ୍ୟରେ ନିର୍ମିତ ହେବାକୁ ଥିବା ଏହି ଷ୍ଟାଡିୟମରେ…
ସରିଲା ଇଡ଼ିତାଳ, ପ୍ରଚାର ପ୍ରସାର ଦୁର୍ବଳ !
ଗୁଣୁପୁର /ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ର ଲୋକ ମହୋତ୍ସବ ଚଇତି ପକ୍ଷ୍ୟରୁ ଗୁଣପୁର ନୂତନ ବସଷ୍ଟାଣ୍ଡ ଠାରେ ଉପଖଣ୍ଡ ସ୍ତରୀୟ ସାଂସ୍କୃତିକ ଉତ୍ସବ ଇଡିତାଲ୍ ଗତ ୧୧ ତାରିଖ ରୁ ଆରମ୍ଭ ହୋଇ ୧୩ ତାରିଖ ଦିନ ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଆଜ୍ଞା ମାଳ ଓ ଚଇତି କଳସ କୁ…