Sign in
Sign in
Recover your password.
A password will be e-mailed to you.
ବଲାଙ୍ଗୀରରେ ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର(ନିରୋଜ ମିଶ୍ର) - ବଲାଙ୍ଗୀରରେ ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ସଂକ୍ଷିପ୍ତ ଓଡ଼ିଶା ଗସ୍ତରେ ଆସି ୧୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି…
ଓଡିଶା ସରକାର ଶୋଇ ରହିଛି : ମୋଦି
- ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ଦେଉଥିବା ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାନ୍ତି
- ନିର୍ବାଚନକୁ ଅପେକ୍ଷା ନକରି ଲୋକଙ୍କ କଲ୍ୟାଣପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଆହ୍ୱାନ
ବଲାଙ୍ଗୀର(Niroj Mishra)- ଏଠାକାର ସରକାରଙ୍କର କ'ଣ ହୋଇଛି? ଏଠାକାର ସରକାର ଶୋଇ ରହିଛନ୍ତି ।…
ମୁଖ୍ୟମନ୍ତ୍ରୀ ରାଜନୀତି କରିବାକୁ ଚାହିଁଲେ, ପଶ୍ଚିମ ଓଡିଶାର ବିକାଶ ଚାହିଁଲେ ନାହିଁ :ଧର୍ମେନ୍ଦ୍ର ପ୍ରଧାନ
ବଲାଙ୍ଗୀର(ନିରୋଜ ମିଶ୍ର) – ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ । କିନ୍ତୁ ବିକାଶରେ ଓଡିଶାସରକାର ବାଧକ ସାଜିଛନ୍ତି । ଯାହାଦ୍ୱାରା ଓଡିଶାର ବିକାଶ କାମ ହୋଇପାରୁନାହିଁ । ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡିଶାକୁଆସିଥିବା ବେଳେ ଏହ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ସତ୍ୱେ…
ଚନ୍ଦ୍ରଶେଖର ହେଲେ ଉପସଭାପତି, ବିକ୍ରମ ସାଧାରଣ ସମ୍ପାଦକ
ବିମ୍ବାଧର କୁଅଁରଙ୍କୁ ମିଳିଲା ବିଜୁ ଶ୍ରମିକ ସାମ୍ମୁଖ୍ୟ, ଦେବାଶିଷ ସାମନ୍ତରାୟ ହେଲେ ଜିଲ୍ଲା ବିଜେଡି ସଭାପତି କଟକ
ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ନବୀନ ପଟ୍ଟନାୟକ ଆଜି ଦଳୀୟ ପଦାଧିକାରୀ ସ୍ତରରେ ଏକ ଅବଦଳବଦଳ କରିଛନ୍ତି । ଏହିକ୍ରମରେ ଦଳର ଉପ-ସଭାପତି ଶ୍ରୀ…
ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ପିଠା କାର୍ଯ୍ୟକ୍ରମ
ପାଇକମାଲ-ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଶ୍ରୀ ଅଭିମନ୍ୟୁ ବରିହାଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପାଇକମାଲର ବ୍ଲକ ଯୋଗାଣ ନିରୀକ୍ଷକ ଶ୍ରୀ ଜୟାନନ୍ଦ ମାଝି,ସମ୍ମାନୀତ…
ଜାମସେଠ ଗ୍ରାମପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ
ମାଣ୍ଡୋସିଲ /ରାଜେନ୍ଦ୍ର କୁମାର ପ୍ରଧାନ
ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ଗ୍ରାମପଞ୍ଚାୟତ ରେ ଓଡ଼ିଶା ସରକାର ଙ୍କ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କୃଷି ବିଭାଗ,ଶିକ୍ଷା ବିଭାଗ,ଶକ୍ତି ବିଭାଗ,ମିଶନ ଶକ୍ତି,ସ୍ୱାସ୍ଥ ବିଭାଗ,ଓଡିଶା ସରକାର ଙ୍କ…
କେଉଁଝର ରାଜନୀତି ଘଡିକେ ଘୋଡା ଛୁଟୁଛି : କୁଶ ଦଳକୁ ଫେରିଲେ, ସନା ଦଳ ଛାଡିଲେ
ଭୁବେନେଶ୍ୱର (ଗିରିଜା ଦାଶ) :ଆଜି କେନ୍ଦୁଝର ଜିଲ୍ଲା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବହୁଦିନର ପ୍ରତୀକ୍ଷା ଆଉ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇ ବିଜେଡିରୁ ନିଲମ୍ବିତ ହୋଇଥିବା କୁଶ ଆପଟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ |…
୨୦୧୭ର ବକେୟା ଅନ୍ଲାଇନ୍ କୃଷି ବୀମା ପ୍ରଦାନ ଦାବିରେ ଚୋଲାମଣ୍ଡଲମ୍ କମ୍ପାନୀ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା
ଭୁବନେଶ୍ୱର : ‘ପ୍ରଧାନମନ୍ତ୍ରୀ ଫସଲ ବୀମା’ ଯୋଜନାରେ ଅନ୍ଲାଇନ୍ରେ ବୀମା କରି ଠକାମୀର ଶିକାର ହୋଇଥିବା ବଲାଙ୍ଗୀର ଜିଲ୍ଲାର ପ୍ରାୟ ୧ ହଜାରରୁ ଊଦ୍ଧ୍ୱର୍ ଚାଷୀ ‘ଚୋଲାମଣ୍ଡଲମ୍’ କମ୍ପାନୀର ଭୁବନେଶ୍ୱର ସହିଦନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଆସି ଆଜି ଧାରଣା ଦେଇଥିଲେ । ବଲାଙ୍ଗୀର ଜିଲ୍ଲା…
ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ
ବିଜେପୁର,(ଶାସକ ପ୍ରଶାସକ )- ବରଗଡ ଜିଲା ବିଜେପୁର ବ୍ଲକ ସ୍ତରୀୟ ୭୦ ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ ଅଧ୍ୟକ୍ଷତାରେ ସହକାରୀ ଯନ୍ତ୍ରୀ ଟେକଚାନ୍ଦ କାଲୋ,ଡବ୍ଲୁଇଓ ସଂଜୟ ଭୋଇ,ଏସ.ଇ.ଓ ପାଣ୍ଡବ ନନ୍ଦ…
ପଂଚାୟତ ଉଚ୍ଚ ବିଦ୍ୟାଳୟ କୁର୍କୁଟାର କୃତିତ୍ୱ
ବିଜେପୁର,(ଶାସକ ପ୍ରଶାସକ )- ବରଗଡ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ କୁର୍କୁଟା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୀନା କାଣ୍ଡଙ୍କ କୃତିତ୍ୱ କୁ ନେଇ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ବରଗଡ ଜିଲ୍ଲାର ବିରମାଲ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଯୋଗାସନ ପ୍ରତିଯୋଗିତ। ଅନୁଷ୍ଠିତ…