ବାରିପଦା ପୋଲିସକୁ ସଫଳତା, ଡକାୟତି ଯୋଜନା ପଣ୍ଡ

0

ବାରିପଦା/ ଦିଲ୍ଲୀପ ମହାନ୍ତି : ବାରିପଦା ପୋଲିସକୁ ଏକ ସଫଳତା ମିଳିଛି | ସୁନା ଦୋକାନରୁ ଡକାୟତି ପାଇଁ କରାଯାଉଥିବା ଏକ ଯୋଜନା ପଣ୍ଡ କରିଥିବା ବାରିପଦା ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି | ଗିରଫ ଅଭିଯୁକ୍ତମାନେ ଗହଣା ଦୋକାନ ଲୁଟ ପାଇଁ ଯୋଜନା କରୁଥିଲେ ; ମାତ୍ର ଅଭିଯୁକ୍ତଙ୍କ ନିକଟରୁ ଜବତ ସାମଗ୍ରୀରେ ଗହଣା ଦୋକାନ ଲୁଟ ବେଳେ ଆବଶ୍ୟକ ହେଉଥିବା ସାମଗ୍ରୀ ନାହିଁ । ତେବେ କଣ ଅଭିଯୁକ୍ତମାନେ ମାଉଜର, ଭୁଜାଲି ସହାୟତାରେ ଦୋକାନର ଗ୍ରୀଲ, ଆଇରନ ଚେଷ୍ଟ ଓ ଷ୍ଟ୍ରଙ୍ଗ ରୁମକୁ ଭାଙ୍ଗିଥାନ୍ତେ ।

http://www.youtube.com/watch?v=lkvNOMrWqQ8

Leave A Reply

Your email address will not be published.