Sign in
Sign in
Recover your password.
A password will be e-mailed to you.
ତୀବ୍ର ହେବ ବେବିନାକୁ ନ୍ୟାୟ ଦାବୀ : ବେବିନାକୁ ନ୍ୟାୟ ମିଳିବା ଦାବୀରେ ଭଦ୍ରକ ବିଜେପି ମହିଳାମୋର୍ଚ୍ଚାର ଅଖଣ୍ଡ…
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ପିପିଲି ଗଣ ଦୁଷ୍କର୍ମର ଶିକାର ହୋଇ ମୃତୁ୍ୟ ବରଣ କରିଥିବା ବେବିନା ବେହେରାକୁ ରାଜ୍ୟ ସରକାର ଦୀର୍ଘ ୮ ବର୍ଷରେ ନ୍ୟାୟ ଦେଇ ପାରିଲେ ନାହିଁ । ରାଜ୍ୟ ମହିଳାମାନେ ଅସୁରକ୍ଷିତ । ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ମହିଳା ଅସମ୍ମାନକାରୀ,…
ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ସଚେତନତା ରଥ ଊଦ୍ଘାଟିତ ।
ଯାଜପୁର, (ଜୟଶଙ୍କର ଦାଶ):ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପାଣି ପଞ୍ଚାୟତ ରଥର ଉଦ୍ଘାଟନ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ଦ୍ୱାରା ସଂପନ୍ନ ହୋଇଚ୍ଥି । ସରକାର କୃଷି ଓ କୃଷକର ବିକାଶ ପାଇଁ ଅନେକ ଯୋଜନା କରିଚ୍ଥନ୍ତି । କୃଷକ ମାନେ ଯେପରି ଏହାର ସପଂଳ ପାଆନ୍ତି…
ଭଦ୍ରକ ଜିଲ୍ଲା ମହୋତ୍ସବ ଉଦଯାପିତ : ଐତିହ୍ୟର ସୁରକ୍ଷା ପାଇଁ ଏକତା ହିଁ ଚାବିକାଠି
ଭଦ୍ରକ : ଭଦ୍ରକ ଗାନ୍ଧିପଡିଆ ଠାରେ ଦୀର୍ଘ ୧୧ଦିନ ଧରି ଚାଲିଥିବା ସଞ୍ଜିବ ଜୁଏସ୍ ଦ୍ୱାରା ପ୍ରାୟୋଜିତ ଭଦ୍ରକ ଜିଲ୍ଲା ମହୋତ୍ସବ ଗତକାଲି ସନ୍ଧ୍ୟାରେ ଉଦ୍ୟାପିତ ହୋଇ ଯାଇଛି । ମହୋତ୍ସବ ଟ୍ରଷ୍ଟ ବୋର୍ଡ ସଭାପତି ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ସନ୍ଧ୍ୟା…
କଣ୍ଟାପଡ଼ା ଗ୍ରାମରୁ ଚୋରା ଗଞ୍ଜେଇ ଜବତ,ଜଣେ ଗିରଫ ।
ତିର୍ତ୍ତୋଲ/ରମେଶ ମହାନ୍ତି : ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ପଞ୍ଚାୟତର କଣ୍ଟାପଡା ଗ୍ରାମରେ ଦୀର୍ଘଦିନ ଧରି ଚୋରା ଗଞ୍ଜେଇ ବିକ୍ରି ହୋଇ ଆସୁଥିଲେ ମଧ୍ୟ ଏଥି ପ୍ରତି କେହି ଦୃଷ୍ଟି ଦେଉ ନଥିଲେ । ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ଗତ ସୋମବାର ଦିନ ଏ ସମ୍ପର୍କରେ ଜିଲ୍ଲା…
ଟୁଙ୍ଗିବନ୍ଧଲୀରେ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ
ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲା ସୋହେଲା ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଟୁଂଗିବନ୍ଧଲୀ ପଂଚାୟତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ବିଜେଡି ଯୁବ ନେତା ସୁବ୍ରତ ସିଂ ଯୋଗଦେଇଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର…
କଂଗ୍ରେସ ଛାଡିବା ପାଇଁ ଘୋଷଣା କରିଥିବା ନବ ଦାସଙ୍କୁ କଂଗ୍ରେସ କଲା ବହିଷ୍କାର |
Bhubaneswar/ Manasi Mishra : ଦଳ ବିରୋଧରେ ବାରମ୍ବାର ମନ୍ତବ୍ୟ ଦେଉଥିବା ଯୋଗୁ କଂଗ୍ରେସ ଛାଡିବା ପାଇଁ ଘୋଷଣା କରିଥିବା ନବ ଦାସଙ୍କୁ କଂଗ୍ରେସ କଲା ବହିଷ୍କାର | ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ନବ ଦାସଙ୍କୁ କଂଗ୍ରେସରୁ ବହିଷ୍କାର କରାଗଲା ବୋଲି ପିସିସି…
ଗେଟ ସରୋବରପଡା ସ୍କୁଲ କୋଠା ଉଦ୍ଘାଟନ କଲେ ନରସିଂହ
ବଲାଙ୍ଗିର(ନିରୋଜ ମିଶ୍ର) ପ୍ରାଥମିକ ଶିକ୍ଷା ହେଉଛି ଦେଶ ଗଠନର ମୂଳଦୁଆ । ଏହା ଦୁର୍ବଳ ହେଲେ ଦେଶର ବିନାଶ ହେଇଯିବ । ସେଥିପାଇଁ ଛୋଟ ଛୋଟ ଛୁଆ ମାନଙ୍କର ଶିକ୍ଷାର ପ୍ରତ୍ୟେକ ଦିଗ ପ୍ରତି ଆମକୁ ଯତ୍ନବାନ ହେବାକୁ ପଡିବ ବୋଲି ଆଜି ସ୍ଥାନୀୟ ଗେଟ ସରୋବରପଡା ସ୍କୁଲର ନୂତନ ଗୃହ ଉଦ୍ଘାଟନ ଅବସରରେ…
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୧୯୨ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୩୯.୮୩ କୋଟି ଟଙ୍କା
ଭୁବନେଶ୍ୱର(Manasi Mishra) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୭ଟି ଜିଲ୍ଲାର ୯ଟି ବ୍ଲକ ପାଇଁ ୩୯.୮୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା- କଟକ ଜିଲ୍ଲାର ବଡ଼ମ୍ବା, ଦେବଗଡ଼ ଜିଲ୍ଲାର ତେଲେଇବଣୀ, ଝାରସୁଗୁଡ଼ା ଜିଲ୍ଲାର…
ଆରଏସପି ଷ୍ଟିଲ ମେଲ୍ଟିଂ ସପ-୧ ବିଭାଗର ସମାଧାନ ଗୁଣବତ୍ତା ମଣ୍ଡଳୀର ପ୍ରଶଂସନୀୟ ପ୍ରୟାସ : ବିଭାଗୀୟ ଉତ୍ପାଦକତାରେ…
ରାଉରକେଲା (ସୁଶାନ୍ତ ବେହେରା) : ମହାରତ୍ନ କମ୍ପାନୀ ସେଲ ପରିଚାଳିତ ରାଉରକେଲା ଇସ୍ପାତ କାରଖାନାର ଷ୍ଟିଲ ମେଲ୍ଟିଂ ସପ-୧ ବିଭାଗର ସମାଧାନ ଗୁଣବତ୍ତା ମଣ୍ଡଳୀର ପ୍ରଶଂସନୀୟ ପ୍ରୟାସ ଦ୍ଵାରା କାଷ୍ଟର ଯନ୍ତ୍ରୋପକରଣର ସମୟ ପୂର୍ବରୁ କ୍ଷତିଗ୍ରସ୍ତ ହେବା ରୋକାଯାଇପାରିଛି ଏବଂ ଏହାଦ୍ୱାରା…
୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ସପ୍ତମ ଦିନର ଖେଳରେ ରାଇଜିଙ୍ଗ ଷ୍ଟୁଡେଂଟ କଟକ ଓ ସ୍ପୋର୍ଟସ ଏକାଡେମୀ…
ଆଜି ପ୍ରଥମ ମ୍ୟାଚ ଏଫସିଏ ବିଲାସପୁର ଓ ଓଡିଶା ପୋଷ୍ଟାଲ
ଏବଂ
ଦ୍ୱିତୀୟ ମ୍ୟାଚ ଜୁଗାର ପଟନା ବିହାର ଓ ଇକୋ ରେଲୱେ ମଧ୍ୟରେ
ପଦ୍ମପୁର/ନିଳ ଦୀପ
ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର…