Sign in
Sign in
Recover your password.
A password will be e-mailed to you.
ବଳିଢ଼ିପା ଜଙ୍ଗଲରେ ଯୁବତୀର ଝୁଲନ୍ତା ଗଳିତ ଶବ ଉଦ୍ଧାର- ହତ୍ୟା ସନ୍ଦେହ
ଝାରବନ୍ଧରୁ ସଦାନନ୍ଦ ବେହେରା:- ବରଗଡ଼ ଜିଲ୍ଲା ଝାରବନ୍ଧ ପୋଲିସ ଗୋଟିଏ ଯୁବତୀର ଗଳିତ ଶବ ଉଦ୍ଧାର କରିଛି। ପୋଲିସ ସୂଚନା ଅନୁସାରେ ଝାରବନ୍ଧ ନିକଟରେ ବଳିଢ଼ିପା ଜଙ୍ଗଲରେ ଗୋଟିଏ ଯୁବତୀର ଶବ ଝୁଲୁଥିବା କିଛି ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ ସୂଚନା ଦେଇଥିଲେ। ଗତ ନଭେମ୍ବର ରୁ ଲେର୍ଗା ବାସୁଦେବ…
ଡମ୍ବସରା ଯୁକ୍ତ ୨ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର
ଗୁଣପୁର ରୁ ସିଦ୍ଧାର୍ଥ ଦାଶ: ଆଜି ଓଡିଶା ସରକାର ଓ ଗଣ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଆତ୍ମସୁରକ୍ଷା ଶିବିର ସ୍ଥାନୀୟ ଡମ୍ବସରା ଯୁକ୍ତ ୨ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ନାହାକଙ୍କ ତତ୍ଵାବଧାନରେ ଉଦଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ…
କଳିଙ୍ଗ ସାମ୍ବାଦିକ ସଂଘ ର ସାମ୍ବାଦିକ ମାନଙ୍କ ନଗର ସମ୍ମିଳନୀ
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ସାନ ନଦୀ ପ୍ରାଙ୍ଗଣରେ କଳିଙ୍ଗ ସାମ୍ବାଦିକ ସଂଘ ର ସାମ୍ବାଦିକ ମାନଙ୍କୁ ନେଇ ଏକ ନଗର ସମ୍ମିଳନୀ , ବନ୍ଧୁ ମିଳନ ଓ ନୂତନ ସାମ୍ବାଦିକଙ୍କୁ ସ୍ୱାଗତ ଜଣାଯାଇଥିଲା । ଉକ୍ତ ବୈଠକକୁ ସଂଘ ର ଉପଦେଷ୍ଟା ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ…
୨.୧୨ କୋଟି ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପ ଉଦ୍ଘାଟନ କଲେ ସାଂସଦ କଲିକେଶ
ବଲାଙ୍ଗୀର- ବଲାଙ୍ଗୀର ଲୋକସଭା ସାଂସଦ କଲିକେଶ ନାରାୟଣ ସିଂହ ଦେଓଙ୍କ କରକମଳରେ ସ୍ଥାନୀୟ କଳେଜ ଛକଠାରେ ପ୍ରାୟ ୨ କୋଟି ୧୨ଲକ୍ଷ ଟଙ୍କାରେ ପୌରପରିଷଦ ତରଫରୁ ନିର୍ମିତ କଲ୍ୟାଣ ମଣ୍ଡପର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପୁର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ…
ଟିକ୍ରାପଡା ରାମଲିଳା ମନ୍ଦିରର ଭୋଗ ମଣ୍ଡପ ଉଦ୍ଘାଟନ କଲେ ନରସିଂହ
ବଲାଙ୍ଗିର(ନିରୋଜ ମିଶ୍ର) ବଲାଙ୍ଗିର ଟିକ୍ରାପଡା ସ୍ଥିତ ରାମଲିଳା ମନ୍ଦିରର ଭୋଗ ମଣ୍ଡପ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧିଦଳ ନେତା ନରସିଂହ ମିଶ୍ରଙ୍କ କର କମଳରେ ଟିକ୍ରାପଡା ରାମଲିଳା ମନ୍ଦିରର ଭୋଗ ମଣ୍ଡପ ଉଦ୍ଘାଟିତ କଲେ ନରସିଂହ ହୋଇଯାଇଛି । ୨୦୧୭-୧୮ ବିଧାୟକ ପାଣ୍ଠିରୁ…
‘ମହିଳାଙ୍କ ବିକାଶ ପାଇଁ ବିଜୁ ଜନତା ଦଳ ସଂକଳ୍ପବଦ୍ଧ’
ନରସିଂହପୁର ବିଜୁ ମହିଳା ଜନତା ଦଳର ବିଶାଳ ସମାବେଶ
ଭୁବନେଶ୍ୱର,: କଟକ ଜିଲ୍ଲାର ନରସିଂହପୁର ଠାରେ ବିଜୁ ଜନତା ଦଳର ପ୍ରାୟ ୧୪ ହଜାରରୁ ଊଦ୍ଧ୍ୱର୍ ମହିଳାଙ୍କ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଜନା ଓ ସମନ୍ୱୟ ତଥା ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ସ୍ଥାନୀୟ…
ଝାରବନ୍ଧ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ
ଝାରବନ୍ଧ ରୁ ସଦାନନ୍ଦ ବେହେରା:- ଝାରବନ୍ଧ ଡ଼ିଗ୍ରୀ କଲେଜର ବାର୍ଷିକ କ୍ରୀଡ଼ା ଉତ୍ସଵ ଉଦଯାପିତ ହୋଇ ଯାଇଛି। ଏହି ଅବସ ରେ ବାଳିକା ଓ ବାଳକ ବିଭାଗ ର ବିଭିନ୍ନ କ୍ରୀଡ଼ା ସହିତ ଫ୍ୟାନସି ଡ୍ରେସ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମଶାଲ ସ୍ଥାପନ ପରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳନ…
ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା କର୍ମକର୍ତ୍ତା
ବଲାଙ୍ଗିର/Niroj Mishra - ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା କର୍ମକର୍ତ୍ତା ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନଦା ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ…
ହରର କି ଅପରାଧ : ତା ପାଖରେ ପହଞ୍ଚିପାରୁନି ସରକାରଙ୍କ ଯୋଜନାର ସୁଫଳ
ଅଜଣା ରୋଗରେ ପୀଡିତ ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକତା ।
ପଦ୍ମପୁର/ଗାଇସିଲାଟ(ନିଳ ଦୀପ/କେଦାର ନାଥ ସାହୁ)-ଗାଇସିଲାଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମ ପଞ୍ଚାୟତର ଖୁଣ୍ଟପାଲି ଗ୍ରାମର ରଘୁନାଥ ବରିହାଙ୍କ ୬ବର୍ଷର ପୁଅ ହର ପ୍ରସାଦ ବରିହା ଜନ୍ମରୁ ଅଜଣା ରୋଗର ଶିକାର ହୋଇଛି।ବିଗତ…
ମୂଳରୁ ….ନାହିଁ, ପୁଅ ନା ଗୋପାଳିଆ
ଚାରା ନଥିଲା ଯେତେବେଳେ ଗଛ କଟା ହେଲା କେଉଁଠି ?
ଭୁବନେଶ୍ବର : ଢେଙ୍କାନାଳ ବିୟର ଫାକ୍ଟ୍ରି ପାଇଁ ହଜାର ହଜାର ଗଛକତାକୁ ନେଇ ଉତ୍ତେଜନା ହେବ ପରେ ରାଜ୍ୟ ସରକାର ସେଥିରୁ ବିରାଟ ରହିବା ପରେ ଏବେ ବିବାଦକୁ ଆସିଛି ଆଉ ଏକ ଗଛକାଟ ପ୍ରସଙ୍ଗ | ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ପାଇଁ…