Sign in
Sign in
Recover your password.
A password will be e-mailed to you.
ହ୍ୟାଟ୍ସ ଅପ : ଦୁର୍ଘଟଣାଗ୍ରସ୍ତ ଯୁବକକୁ ଡାକ୍ତରଖାନା ପହଞ୍ଚାଇଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ।
ପାଇକମାଲ /Gouranga charan Dash :- ପଦ୍ମପୁରରୁ ପାଇକମାଲ ରାସ୍ତାରେ ଆଜି ଏକ ସଡକ ଦୁର୍ଘଟଣାରେ ସନ୍ତୋଷ ସୁନା ନାମକ ଜଣେ ଯୁବକ ଆହତ ହେଇ ପଡିଥିଲା । ଏହି ସମୟରେ କିଛି ସ୍ବେଛାସେବୀ ଭାଇମାନେ ଉକ୍ତ ରାସ୍ତାରେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଦେଖି ପ୍ରଥମେ 108 ଆମ୍ବୁଲାନ୍ସକୁ ଫୋନ…
ଋଣ କରି ଝିଅ ବାହାଘର କେବେଠୁ କଲେଣି, ହେଲେ ଏଯାଏଁ ମିଳିନି ସହାୟତା : କାନ ଡ଼େରିବେ କି ସରକାର !!!!!
କେନ୍ଦୁପତ୍ର ତୋଳାଳୀଙ୍କୁ କନ୍ୟା ବିବାହ ସହାୟତା ମିଳୁନି, ଗୁହାରି କଲେ ବି ମିଳୁନି ସୁଫଳ
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ସବୁଜ ହିରା କୁହାଯାଉଥିବା କେନ୍ଦୁପତ୍ର ବିକ୍ରୟ କରି ସରକାର କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି l ହେଲେ କେନ୍ଦୁ ପତ୍ର ପାଇଁ ବେଶ ପରିଚୟ ସୁଷ୍ଟି…
ପିଠା କାର୍ଯ୍ୟକ୍ରମରେ ମହିଳାଙ୍କ ସଂଘକୁ ଅସମ୍ମାନ ଅଭିଯୋଗ
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ସରକାରଙ୍କ ପକ୍ଷରୁ ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି l ହେଲେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ପିଠା କାର୍ଯ୍ୟକ୍ରମରେ ପୁରୁଣା ମହିଳା ସଂଘର ସଭ୍ୟାମାନଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ…
ବାଲିଗୁଡା ଥାନା ସୁଡ୍ରାରେ ମାଓ ପୋଷ୍ଟର ଲୋକେ ଆତଙ୍କିତ !
ସୁଡୁରୁକୁମ୍ପା ରବି ମଳିକଙ୍କୁ ଜନ ଅଦାଲତ ପିଏଲଜିଏ ପକ୍ଷରୁ ମୃତ୍ୟୁଦଣ୍ଡ ଦିଆଯାଇଛି, ମାଳିସୁଗାର ପ୍ରମୋଦକୁ ଜନଅଦାଲତରେ ବିଚାର କରାଯିବ
କନ୍ଧମାଳରୁ ଜିଲ୍ଲା ପ୍ରତିନିଧି ଗଗନ ପ୍ରଧାନ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅନ୍ତର୍ଗତ ସୁଡ୍ରାରେ ଆଜି ସକାଳୁ ସେବାଶ୍ରମ ପାଚେରୀ କଡ …
ଯୋଡାଠାରେ “ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମ : ୧୦୭ଟି ପ୍ରକଳ୍ପ ପାଇଁ ୪କୋଟି ୭୫ ଲକ୍ଷ ଟଙ୍କା ମଂଜୁର କଲେ…
ଯୋଡା(ଚିତ୍ତ ରଞ୍ଜନ କର ). କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ୍ ଠାରେ ଚଳିତ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫରେନସିଂ ଜରିଆରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୋଡା ବ୍ଲକର ୧୯ଟି ପଂଚାୟତର ୧୦୭ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪କୋଟି ୭୫…
ଏସପିଙ୍କୁ ନାଗରିକ କମିଟିର ଜ୍ଞାପନ ପରେ ଆଲୋଚନାକୁ ଆସିଲେ ଏସଡ଼ିପିଓ
ପାଇକମାଲ/ଗୌରାଙ୍ଗ ଚରଣ ଦାଶ - ଗତ 7 ତାରିଖ ଦିନ ପାଇକମାଲ ନାଗରିକ କମିଟି ର ସଚେତନ ଓ ବୁଦ୍ଧିଜୀବୀ ନାଗରିକ ମାନେ ବରଗଡ଼ SP ଙ୍କୁ ଏକ ଲିଖିତ ଜ୍ଞାପନ ମେଲ ଓ ସ୍ପିଡ଼ ପୋଷ୍ଟ ଯୋଗେ ପଠାଇଥିଲେ । ଏଥିରେ ମୁଖ୍ୟତଃ ପାଇକମାଲ କିଛି ସମସ୍ୟା ବାବଦରେ ଉଲ୍ଲେଖ କରିବା ସହିତ ଏହାର ତୁରନ୍ତ ସମାଧାନ…
ଏ.ଏସ୍.ଓ. ନିଯୁକ୍ତି ଘୋଟାଲା – ନୀତି ନିୟମକୁ ସିଧାସଳଖ ଉଲ୍ଲଙ୍ଘନ
ଦୃଷ୍ଟିହୀନ ଓ ଦିବ୍ୟାଙ୍ଗଙ୍କୁ ଓଡିଶା ଲୋକସେବା ଆୟୋଗ (ଏ.ଏସ୍.ଓ) ପରୀକ୍ଷାରେ ଅନୁବାଦକ ଦେବାକୁ ଦାବି କଲା କଂଗ୍ରେସ
ଭୁବନେଶ୍ୱର – ଆସନ୍ତା ୨୦.୧.୨୦୧୯ ତାରିଖରେ ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଏ.ଏସ୍.ଓ. ପରୀକ୍ଷାକୁ ନେଇ ଯେଉଁ ଅବ୍ୟବସ୍ଥା ସୃଷ୍ଟି ହୋଇଛି…
ଏମିତି ବି ସତରେ ମୃତ୍ୟୁ ଆସେ……!!!
ମା' ପିଣ୍ଡ କୁ ଆସୁଥିବା ଝିଅର ବୋଲେରୋ ଧକ୍କାରେ ମୃତ୍ୟୁ
ତିର୍ତ୍ତୋଲ/Ramesh Mohanty :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କଟକ-ପାରାଦ୍ବୀପ ରାସ୍ତାର ଶାରଳାରୋଡ ପେଟ୍ରୋଲ ପମ୍ପ ନିକଟରେ କଟକ ପଟୁ ବାଇକ୍ ରେ ଆସୁଥିବା ଏକ ଦମ୍ପତ୍ତି ଙ୍କ ସହ ଏକ ବୋଲେରୋ ସାମ୍ନା ସାମ୍ନି ଧକ୍କା ହେବାରୁ ବାଇକ…