କରଙ୍ଗମାଲ ହସ୍ପିଟାଲରେ ରେ ଥିବା ଦୁଇଟି ଯାକ ନଳକୁଆ ଅଚଳ

0

ନୂଆପଡା /ବୋଡେନ (ଶୁଭେନ୍ଦୁ ପଣ୍ଡା )କରଙ୍ଗମାଲ ହସ୍ପିଟାଲରେ ରେ ଥିବା ଦୁଇଟି ଯାକ ନଳକୁଆ ଅଚଳ।ଏଠାକୁ ଅନେକ ରୋଗୀ ଆସୁଥିବା ବେଳେ ପାଣି ଅଭାବ ଯୋଗୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ବୋଡେ଼ନ ରେ ଥିବା ପରିମଳ ବିଭାଗ ଯନ୍ତ୍ରୀ ସାମଲ ବାବୁଙ୍କୁ ୧୫ ଦିନ ହେଲା ଜଣାଇବା ସତ୍ୱେ ଆଜି ପର୍ଯ୍ୟନ୍ତ ନଳକୂପ ମରାମତି ହୋଇ ପାରିନାହିଁ।

Leave A Reply

Your email address will not be published.