Sign in
Sign in
Recover your password.
A password will be e-mailed to you.
ତାଲପାଲି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ
ଗାଇସିଲେଟ/କେଦାର ନାଥ ସାହୁ:ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଉଚ୍ଚ ବିଦ୍ୟାଳୟ, ତାଲପାଲିର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି।ପ୍ରାତଃ ପର୍ଯ୍ୟାୟ ଖେଳକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦେବତା ଦ୍ବୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ ।ଉଦଯାପନୀ …
ଶିଶୁ ସୁରକ୍ଷା ଓ ଯୈାନ ଅପରାଧ ନିୟନ୍ତ୍ରଣ ସଂପର୍କିତ କର୍ମଶାଳା
ଯାଜପୁର,(ଜୟଶଙ୍କର ଦାଶ) ପ୍ରତ୍ୟେକ ଶିଶୁ ଦେବ ଶିଶୁ । ପ୍ରତ୍ୟେକଙ୍କ ପାଇଁ ଶିକ୍ଷା, ସୁରକ୍ଷା ଓ ସୁନ୍ଦର ଭବିଷ୍ୟତ ଗଢିବାର ଆବଶ୍ୟକତା ରହିଚ୍ଥି । ବିଭିନ୍ନ ସ୍ତରରେ ମଧ୍ୟ ସରକାର ଏଥିପ୍ରତି ବ୍ୟବସ୍ଥା କରିଚ୍ଥନ୍ତି । ତେଣୁ ସମ୍ମିଳିତ ଭାବେ ଶିଶୁ ସୁରକ୍ଷାକୁ ସୁ ନିଶ୍ଚିତ କରିବାକୁ…
୧୮ତମ ବିନ୍ଧ୍ୟବାସିନୀ କ୍ରିକେଟ ଟୁଣ୍ଣାମେଂଟ ଉଦଯାପିତ: ଦହିଗାଁ ଦଳ ଚମ୍ପିୟାନ ।
ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡସ୍ତ ଦହିତା ପଂଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରେ ବିଗତ ଛଅ ଦିନଧରି ଚାଲିଥିବା ୧୮ତମ ବିନ୍ଧ୍ୟବାସିନୀ କ୍ରିକେଟ ଟୁଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଦହିଗାଁ ଓ ସର୍ଗିପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦହିଗାଁ ଦଳ ପ୍ରଥମେ ବ୍ୟାଟିଂ…
୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଦଶମ ଦିନର ଖେଳରେ ଇକୋ ରେଲୱେ ଖୋର୍ଦ୍ଧା ବିଜୟୀ ।
ଶନିବାର ଦିନ ଏକ ପ୍ରଦର୍ଶନୀ ମହିଳା କ୍ରିକେଟ ମ୍ୟାଚ ଭୂବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ
ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଦଶମ ଦିବସରେ ଇକୋ ରେଲୱେ…
CRPF 189/C କମ୍ପାନୀ ତରଫରୁ ମେଗା ଚିକିତ୍ସା ଶିବିର ଓ ଅତ୍ୟାବଶ୍ୟକୀୟ ସରଞ୍ଜାମ ବଣ୍ଟନ ଆସନ୍ତା 21 ରେ
ପାଇକମାଲ/GOURANGA CHARAN DASH :- ଆସନ୍ତା 21 ତାରିଖ ଦିନ ପାଇକମାଲ ମୁଖ୍ୟାଳୟ ରେ କାର୍ଯରତ CRPF ର 189 / C କମ୍ପାନୀ ଦ୍ୱାରା ଏକ ମେଗା ସ୍ଵସ୍ଥ ଶିବିର ର ଆୟୋଜନ କରିବା ପାଇଁ ସ୍ଥିରୀକୃତ ହେଇଛି । ଏହି କାର୍ଯ୍ୟକ୍ରମ ରେ CRPFର ଡାକ୍ତରଙ୍କର ସହିତ ପାଇକମାଲ ସ୍ୱାସ୍ଥ୍ୟ କେନ୍ଦ୍ରର…
ବାରିପଦା ପୌରପରିଷଦରେ ପିଠା କାର୍ଯ୍ୟକ୍ରମ ଶୁଭାରମ୍ଭ : ୨୮ ଟି ୱାର୍ଡ ପାଇଁ ହେବ ୭ଟି ପିଠା କ୍ୟାମ୍ପ
ବାରିପଦା (ଦିଲ୍ଲୀପ ମହାନ୍ତି )- ଗୃହ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଓ ବାରିପଦା ପୌରପରିଷଦର ସହାୟତାରେ ଶୁକ୍ରବାର ପୌରପରିଷଦର ୨୮ଟି ୱାର୍ଡରେ ପିଠା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ତେବେ ବାରିପଦା ପୌରପରିଷଦର ୨୮ଟି ୱାର୍ଡରେ ପ୍ରତି ୪ଟି ୱାର୍ଡକୁ ନେଇ ୭ଟି ପିଠା ଯୋଜନା କ୍ୟାମ୍ପର…
ଦ୍ୱିତୀୟ ଦିନରେ ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ :ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ବାରିପଦା (ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜରେ ସ୍ଥାୟୀ ହାଇକୋର୍ଟ ବେଂଚ ସ୍ଥାପନ ଦାବିରେ ଜିଲ୍ଲା ବାର ଆସୋସିଏସନର ଆନେ୍ଦାଳନ ଗତ ଗୁରୁବାର ଠାରୁ ଆରମ୍ଭ ହୋଇ ଶୁକ୍ରବାର ଦ୍ୱିତୀୟ ଦିବସରେ ପହଁଚିଛି । ଓକିଲମାନେ ଗତ ଗୁରୁବାର କାର୍ଯ୍ୟବନ୍ଦ ଆନେ୍ଦାଳନ କରିଥିବା ଯୋଗୁଁ କୋର୍ଟରେ କୌଣସି କାର୍ଯ୍ୟ…
ଏନ୍ଆଇଟିର ୧୬ତମ ସମାବର୍ତ୍ତନ ଉତ୍ସବ ୧୯ରେ : ମୁଖ୍ୟଅତିଥି ଭାବେ ଯୋଗଦେବେ ବିଶିଷ୍ଟ ଶିଳ୍ପପତି କୁମାର ମଙ୍ଗଳମ୍…
ରାଉରକେଲା/ ସୁଶାନ୍ତ ବେହେରା : ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ-ଏନ୍ଆଇଟିର ୧୬ତମ ସମାବର୍ତ୍ତନ ଉତ୍ସବ ୧୯ ତାରିଖରେ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଶିଳ୍ପପତି ତଥା ଆଦିତ୍ୟ ବିର୍ଲା ଗୋଷ୍ଠୀ ଶିଳ୍ପାନୁଷ୍ଠାନର ଅଧ୍ୟକ୍ଷ ଡ କୁମାର…
‘ସ୍ପଞ୍ଜ ଏବଂ ଲୌହ କାରଖାନାରେ ବୃତ୍ତିଗତ ସୁରକ୍ଷା ଓ ସ୍ୱାସ୍ଥ୍ୟ’ ସନ୍ଦର୍ଭରେ ମଣ୍ଡଳ ସ୍ତରୀୟ ସୁରକ୍ଷା କର୍ମଶାଳା
ROURKELA/SUSANTA BEHERA : ‘ସ୍ପଞ୍ଜ ଏବଂ ଲୌହ କାରଖାନାରେ ବୃତ୍ତିଗତ ସୁରକ୍ଷା ଓ ସ୍ୱାସ୍ଥ୍ୟ’ ସନ୍ଦର୍ଭରେ ଏକ ଦିନିକିଆ ମଣ୍ଡଳ ସ୍ତରୀୟ ସୁରକ୍ଷା କର୍ମଶାଳା ଜାନୁଆରୀ ୧୭ ତାରିଖରେ ସିଭିକ ସେଣ୍ଟର ଠାରେ ଆୟୋଜିତ ହୋଇଯାଇଛି । ଉକ୍ତ କର୍ମଶାଳା ଓଡିଶା ରାଜ୍ୟ ସରକାରଙ୍କ ଫେକ୍ଟୋରି ଓ ବୟଲର…
ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ
ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁରର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । କ୍ରୀଡାକୁ ଖେଳ ଶିକ୍ଷକ ହରେକୃଷ୍ଣ ମେହେର,ଚନ୍ଦ୍ରମଣି ସାହୁ ଓ…