ଏହି ବେନିୟମ କରତ କଲ ଓ ଟ୍ରାକ୍ଟର ମାଲିକ କିଏ

ଗାଡି ଜବତ : କାଠ ମାଫିଆ ଫେରାର ବଲାଙ୍ଗୀର/ନିରୋଜ ମିଶ୍ର :- ସବୁଜ ବନାନୀ ମଧ୍ୟରେ ବଲାଙ୍ଗୀର ସହର ଅବସ୍ତିତ । କାଠ ମାଫିଆ ଙ୍କ ଦାଉରୁ ଜଙ୍ଗଲ କୁ ରକ୍ଷା କରିବା ପାଇଁ ଜଙ୍ଗଲ ସିପାହୀ ମାନେ ଆପ୍ରାଣ ଚେଷ୍ଟା ଚଳାଇଥିବା ବେଳେ ଉପରିସ୍ଥ ଅଫିସର୍ ମାନଙ୍କ ବଳିଷ୍ଠ ପଦକ୍ଷେପ ଜଙ୍ଗଲ କୁ ନୂତନ ଜୀବନ…

ଅଭିଯୋଗ ଯଦି ସତ୍ୟ ସେବେ ସାଙ୍ଘାତିକ

ଟିଆଇ  ପ୍ରୋଜେକଟ ଯାଜପୁର ଅଧୀନରେ ଚାଲିଥିବା HIV ନିରାକରଣ ଯୋଜନାରେ ଖାଲି ଘୋଟାଲା ହିଁ ଘୋଟାଲା ! କାଳିଆପାଣିରୁ ଦୟାନିଧି ମହାନ୍ତ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ର କାଳିଆପାଣି, କଂସ ଏବଂ ରଂlଷୋଳ  ପଂଚାୟତ ରେ ଦୁଇ ହଜାର ଦଶ ମସିହା ପର ଠାରୁ ଚାଲିଛି ଏଡ୍ସ ଦୂରୀକରଣ ଯୋଜନା l ଏହି…

ଲୁଟ ହେଉଛି ଗ୍ରାମ୍ୟ ଜଙ୍ଗଲ : ଲାହିରେ ତେଲ ଦେଇ ସୋଇଛି ଗ୍ରାମ୍ୟ କମିଟି ଓ ବନ ବିଭାଗ 

 ଯାଜପୁର ରୁ ଜୟଶଙ୍କର ଦାସ/ବଡଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ଯାଜପୁର ଜିଲାର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଜଙ୍ଗଲ ଏବେ ଅସୁରକ୍ଷିତ ଅବସ୍ଥାରେ ରହିଛି କେଉଁଠି ଶିଳ୍ପାୟନ ନାଁ ରେ ସବୁଜ ଜଙ୍ଗଲକୁ ନଷ୍ଟ କରିଦିଆଯାଇଛି ତ କେଉଁଠି କିଛି ମୁଷ୍ଟିମେୟ ଲୋକ ଏକର ଏକର ପରିମିତ ଜଙ୍ଗଲ ଜମି…

ନିର୍ବାଚନ ପାଇଁ ସଜବାଜ ହେଲେଣି ଜନ୍ମେଜୟ ଲେଙ୍କା

ବଡଚଣାରୁ ପ୍ରଫୁଲ୍ଲ କୁମାର ସାହୁ :  ଆସନ୍ତା ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେଥିପାଇଁ ପ୍ରାୟତଃ ପ୍ରସ୍ତୁତ ଆରମ୍ଭ କଲେଣି ବଡଚଣାଞ୍ଚଳର ଜଣାଶୁଣା ରାଜନେତା ଜନ୍ମେଜୟ ଲେଙ୍କା |   କିଛି ମାସ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଜନ୍ମେଜୟଙ୍କ ପକ୍ଷରୁ ଧାନମଣ୍ଡଳ ଠାରେ ଵନ୍ଧୁମିଳନ…

ସିଦ୍ଧାନ୍ତହୀନ ମତଦାତା ସିଦ୍ଧାନ୍ତହୀନ ରାଜନୀତିକୁ ଜନ୍ମ ଦିଏ – ରାଜ୍ୟପାଳ

ଭୁବନେଶ୍ୱର: ମତଦାନ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ଭୋଟକୁ ଆତ୍ମାର ସ୍ୱର ଭାବରେ ଗ୍ରହଣ କରାଯାଏ । ମତଦାନ ସମୟରେ ବ୍ୟକ୍ତିଗତ ପରିଧିର ଊଦ୍ଧ୍ୱର୍କୁ ଯାଇ ଜାତୀୟ ତଥା ସାମୁହିକ ସ୍ୱାର୍ଥକୁ ଅଗ୍ରାଧିକାର ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି । ଆଜି କଳିଙ୍ଗ…

ପକ୍କା ଅପରାଧି ପାଲଟି ଯାଇଛି ପୁଞ୍ଜିଲାଲ :ଅପରାଧୀଙ୍କୁ ଫେରାର କରାଇବାକୁ କରୁଛି ମାଷ୍ଟର ପ୍ଲାନ  

ବଲାଙ୍ଗିର/Niroj Mishra:ପକ୍କା ଅପରାଧୀ ମାନସିକତା ରଖି ଏଇ ଲୋକଟା କେମିତି ପିଲା ମାନଙ୍କୁ ପାଠ ପଢାଉଥିଲା | ସାମାନ୍ୟ କଥା ପାଇଁ ଦୁଇଟି ଜୀବନ ନେଇଯିବା , ଗୋଟେ ପୁରା ସଂସାରକୁ ଉଜାଡ଼ିଦେବାଭଳି ଜମା କରି ପାରୁଥିବା ଗୋଟେ  ଲୋକ କେବେ ଶିକ୍ଷକ ହୋଇପାରେନା | ସେ ଜଣେ ଅପରାଧ ପ୍ରବଣ ବ୍ୟକ୍ତି|…

ବର୍ଷାରେ ଭାଙ୍ଗିଲା ଘର, କ୍ଲବ ଘରେ ଦୟାରେ ପରିବାର

 କାଲୁଆ ପ୍ରଶାସନ, କିଛି ଫଳ ମିଳୁନି ଅନୁରୋଧ କଲେ ବି ବାରମ୍ବାର    ନୂଆପଡା /ପ୍ରିୟବ୍ରତ ପଣ୍ଡା : ଖଡ଼ିଆଳ ବ୍ଲକ ସାନମହେସର ଗ୍ରାମ ପଞ୍ଚାୟତ ର ଘରଧରା ଗ୍ରାମ ଏହି ଗାଁ ର ଏକ ଗରିବ ପରିବାର ,ସାବିତ୍ରୀ ଜାଲ ସ୍ୱାମୀ ଗିରିଧାରୀ ଜାଲ ଯାହାଙ୍କ ଘର କିଛି ମାସ ତଳେ ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗି…

ଲକ୍ଷାଧିକ ଟଙ୍କାର କପା ପୋଡ଼ି ନଷ୍ଟ 

ନୂଆପଡା /ପ୍ରିୟବ୍ରତ ପଣ୍ଡା ,ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ଼ ପଞ୍ଚାୟତର ଗୋହିରା ପଦର ଗାଁର ନେହେରୁ କାଣ୍ଡଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପା ପୋଡ଼ି ନଷ୍ଟ ହୋଇ ଯାଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ବୁଧବାର ଭୋର ସମୟରେ କୌଣସି କାରଣ ବସତଃ ନେହେରୁ କାଣ୍ଡଙ୍କ ଘରେ ନିଆଁ…

ବିପ୍ଲବୀ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ଅବସରରେ ଯୁବ ସମାବେଶ ଓ ବୃହତ ରକ୍ତଦାନ ଶିବିର 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ସ୍ୱାଧୀନତା ସଂଗ୍ରାମୀର ବିପ୍ଲବୀ ନେତା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ଯୁବ ବାହୀନୀର ମିଳିତ ସହଯୋଗରେ  ଜିଲ୍ଲ ସ୍ତରୀୟ ଯୁବ ସମାବେଶ ଓ…

ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

Paralakhemundi/Balakrisna Panigrahi: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଚାଇଲ୍‍ଡ ଲାଇନ ସହଯୋଗରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ…