କହିବା କାହାକୁ ଶୁଣିବ କିଏ: ବ୍ୟାସନଗର ପୌରାଞ୍ଚଳରେ ବିପର୍ଯ୍ୟସ୍ତ ଗମନାଗମନ ବ୍ୟବସ୍ଥା

ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ :ବର୍ଦ୍ଧିତ ଜନସଂଖ୍ୟା ବାର ତେରଟି ବୃହତ ଇସ୍ପାତ କାରଖାନାକୁ ଦୃଷ୍ଟିରେ ରଖି ବ୍ୟାସନଗର ଏନ୍.ଏ.ସିକୁ  ୧୯୯୫ ମସିହାରେ ବ୍ୟାସନଗର ମୁନିସିପାଲିଟି ମାନ୍ୟତା ପ୍ରଦାନ କରାଯାିଥିଲା । ଲକ୍ଷ  ପୈାରବାସୀଙ୍କୁ ଉନ୍ନତ ଗମନାଗମନ ଉନ୍ନତ ମାନର ଶିକ୍ଷା ସ୍ୱାସ୍ଥ୍ୟ ଓ…

ପୋଲିସ ଅପାରଗ ନା ଯୁଆଡ଼ିଙ୍କୁ ଘଣ୍ଟ ଘୋଡ଼ାଉଛି  !!!!

ଜୁଆଖେଳ ପ୍ରବଳ : ନାବାଳକ ବି ପାଲଟି ଯାଉଛନ୍ତି ଯୁଆଡ଼ି  ଜି ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଠାରେ ଦିନକୁ ଦିନ ଜୁଆ  ଖେଳ ବୃଦ୍ଧି ପାଉଥିବାର ଦେଖାଇଦେଇଛି |.ଜିଲ୍ଲା ବାହାରୁ ବହୁ  ଅପରାଧୀ ଯୁଆଡ଼ି ଏଠାକୁ  ଆସି ଜୁଆ ଖେଳ ବଢାଇବାକୁ ଉଦ୍ୟମ କରୁଛନ୍ତି ବୋଲି…

୧୧ରେ କଲେଜ ଭୋଟ :  ଦିନ ଗଡୁଛି, ଉସ୍ମତା ବଢୁଛି 

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ରାଜ୍ୟର ବିଭିନ୍ନ କଲେଜ ରେ ଆସନ୍ତା ୧୧ ତାରିଖରେ ଚଳିତ ବର୍ଷ ର ଛାତ୍ର ସଂସଦ ର ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ବିଭିନ୍ନ କଲେଜ ସରଗରମ ହେଉଥିବାବେଳେ ଗୁଣପୁର କଲେଜ ରେ ମଧ୍ୟ ଏହା ର ପ୍ରତିରୂପ ଅନୁଭୂତ ହେଉଛି । ଗୁଣପୁର ମହାବିଦ୍ୟାଳୟ ଠାରେ ସକାଳ ୮…

କାଗଜ କଲମ ,ମିଟିଙ୍ଗ ଓ ବୈଠକରେ ଚାଲିଛି କାର୍ଯ୍ୟକ୍ରମ

କାଳିଆପାଣିରୁ ଦୟାନିଧି ମହାନ୍ତ: ରାଜ୍ୟ ସରକାରଙ୍କର ଶୌଚାଳୟ ଏବଂ କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଭାରତ ଅଭିଯାନ ଆଜି ଦିଗ ହରା l  ରାଜ୍ୟର ପ୍ରତ୍ୟେକ ଜିଲ୍ଲା ର ଗାଁ ଗାଁ ରେ ଏହି କାର୍ଯ୍ୟକ୍ରମ ଖୁବ ଜୋରରେ ଆଗେଇ ଚାଲିଥିବା କୁହାଯାଉଥିବା ବେଳେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ରାଁସୋଳ ଗ୍ରାମ…

ଦଫା ରଫା ପାଇଁ ଚାପ ପଡୁଛି, ଦେଖାଯାଉ ପୋଲିସ କଣ କରୁଛି !!!

ମୋବାଇଲ୍ ବିତରକ ସଂସ୍ଥା କର୍ମଚାରୀଙ୍କୁ ଧମକ, ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହେଲେ ତଳିଆ କର୍ମଚାରୀ ବଲାଙ୍ଗିର(ନିରୋଜ ମିଶ୍ର)  – ବଲାଙ୍ଗିର ର ଏକ ଘରୋଇ ମୋବାଇଲ୍ ବିତରକ ଓ ରିପିୟାରିଙ୍ଗ୍ ସଂସ୍ଥାର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଧମକ । ଏପରିକି କଥା ନମାନିଲେ ହାତରୁ…

 ଗାନ୍ଧୀ ପୁବ୍ଲିକ ସ୍କୂଲ ର ଛାତ୍ର ଛାତ୍ରୀ କେରଳ ବନ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ଦେଲେ  ୨୫,୦୦୦ଟଙ୍କାର ସହାୟତା

ଗୁଣପୁରରୁ ସିଦ୍ଧାର୍ଥ ଦାଶ: ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ଗାନ୍ଧୀ ପୁବ୍ଲିକ ସ୍କୂଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୨୫,୦୦୦/- (ପଚିଶ ହାଜର ଟଙ୍କା) ର ଅର୍ଥରାଶି କେରଳ ବନ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟ ରେ ସହାୟତା ପ୍ରଦାନ କରାଯାଇଛି । ଏହି ସଂଗୃହିତ ଅର୍ଥ ରାଶି କୁ ଛାତ୍ର ଛାତ୍ରୀ ମାନେ…

ଜିଲ୍ଲାସ୍ତରୀୟ ଖାଦ୍ୟ ସୁରକ୍ଷା ଯୋଜନା ଉଦ୍‍ଘାଟନ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ: ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଜିଲ୍ଲା ସ୍ତରୀୟ ଖାଦ୍ୟ ସୁରକ୍ଷା ଯୋଜାନା ଉଦ୍‍ଘାଟିତ ହୋଇଯାଇଛି । ଭିଡିଓ କନ୍‍ଫେରନସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ…

ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ବରିଷ୍ଠନାଗରିକ ସମ୍ମାନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠନାଗରିକ ଦିବସ ପାଳନ ଅବସରରେ ଓଡିଶାର ୯ଜଣ ବରିଷ୍ଠନାଗରିକଙ୍କୁ ବିଭିନ୍ନ କ୍ଷେତ୍ରରେ ଜୀବନବ୍ୟାପି…

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ବନାମ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ରାଜ୍ୟ ସରକାରଂକୁ…

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ ;ପାରଳାଖେମୁଣ୍ଡି ସ୍ଥିତ ସାଇରାମ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ରସରକାରଙ୍କ ଆୟୁଷ୍ମାନ ଭାରତ ବନାମ ରାଜ୍ୟସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପରେ ଜିଲ୍ଲା ସ୍ତରୀୟ ସାମ୍ୱାଦିକ ସମ୍ମିଳନୀ କାର୍ଯ୍ୟକ୍ରମ…

କୃଷି ବିଜ୍ଞାନ କେନ୍ଦ୍ର ଗଜପତିର କୃଷି କଲ୍ୟାଣ ଅଭିଯାନ  – ସ୍ୱଚ୍ଛତା ହିଁ ସେବା ୨୦୧୮ 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ   : ଆର.ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଗଜପତି ଠାରେ ପବିତ୍ର ଗାନ୍ଧୀ ଓ ସ୍ୱାସ୍ଥ୍ୟ ଜୟନ୍ତୀ ଅବସରରେ କୃଷି କଲ୍ୟାଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ତଥା ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆର.ଉଦୟଗିରି ବ୍ଲକର ବି.ଡି.ଓ…