କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ On May 22, 2019 15 Share ଆସିକା : ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥୀ ମନୋଜ ଜେନାକୁଂ ଗୁଳି ମାଡ଼ ହୋଇଥିବା ଜଣାପଡିଛି । ବ୍ରହ୍ମପୁର ରେ ଗୁଳି ମାଡ଼ ହୋଇଥିବା ସୂଚନା । ବ୍ରହ୍ମପୁର ଏନଏଚ ରେ ହୋଇଛି ଗୁଳିମାଡ । 15 Share FacebookTwitterGoogle+ReddItWhatsAppPinterestEmail