Sign in
Sign in
Recover your password.
A password will be e-mailed to you.
ବିଜୟୀ ପ୍ରାର୍ଥୀଙ୍କୁ ନିର୍ବାଚନ କମିଶନଙ୍କ ସାର୍ଟିଫିକେଟ୍ ପ୍ରଦାନ
ବାଲେଶ୍ୱର(ଉଜ୍ଜ୍ୱଳ କର ): ୨୩ ତାରିଖରୁ ଆରମ୍ଭ ହୋଇଥିବା ଭୋଟ ଗଣତି ୨୪ ତାରିଖ ସକାଳେ ଶେଷ ହେବା ସହ ନିର୍ବାଚନ କମିଶନ ପକ୍ଷରୁ ନବନିର୍ବାଚିତ ପ୍ରାର୍ଥୀଙ୍କୁ ବିଜୟୀ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ…
“ନନା” ଙ୍କ ବ୍ୟକ୍ତିତ୍ୱ ଆଗରେ ଫିକା ପଡିଲେ “ଜେନା”
ବାଲେଶ୍ୱର,(ଉଜ୍ଜ୍ୱଳ କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାଟିକୁୁ ଆଶାତୀତ ସଫଳତା ମିଳିଥିବା ବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକ ପଞ୍ଚମଥର ରାଜ୍ୟର ଶାସନଭାର ଗ୍ରହଣ ପାଇଁ ଜନାଦେଶ ପାଇଛନ୍ତି । ଅନ୍ୟପକ୍ଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି…
ବିଜୟ ପ୍ରମାଣପତ୍ର ଗ୍ରହଣ କଲେ ନରସିଂହ
ବଲାଙ୍ଗିରକୁ ବିକଶିତ କରିବାରେ ସମସ୍ତଙ୍କର ସହଯୋଗ ଲୋଡା - ନରସିଂହ
ବଲାଙ୍ଗିର (ନିରୋଜ ମିଶ୍ର) ବହୁ ପ୍ରତିକ୍ଷିତ ୨୦୧୯ ନିର୍ବାଚନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୁଣି ଥରେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ବିଜୁ ଜନତାଦଳର ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ପ୍ରଥମରୁ ଶେଷ…
ବିଜେପିକୁ ବଡ ରାଜନୈତିକ ସମୂହ ଭାବେ ସ୍ୱୀକୃତୀ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର
ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଂଚମ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଓଡିଶାବାସୀ ଆସ୍ଥା ସ୍ଥାପନ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ
ଓଡିଶାବାସୀଙ୍କ ଜନମତ ଓ ନିଷ୍ପତିକୁ ମୁଣ୍ଡପାତି ସ୍ୱୀକାର କରୁଛି
ବିଜେପିର ୮ ଲୋକସଭା ଏବଂ ୨୩ ଜଣ ବିଧାନସଭା ପ୍ରାର୍ଥୀଙ୍କୁ…
ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୁଗୋଳ ବିଭାଗର ଛାତ୍ରଙ୍କ ସମ୍ମାନରେ ଉଲ୍ଲୋଖନୀୟ ସଫଳତା
paralakhemundi/ balakrisna panigrahi : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦୧୯ ପ୍ରକାଶିତ ଫଳାଫଳରୁ ଭୁଗୋଳ ବିଭାଗର ସିମାଞ୍ଚଳ ନାୟକ ସମ୍ମାନରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ (ଟପ୍ପର) ଅଧିକାରୀ କରି କଳାରେ ମହାବିଦ୍ୟାଳୟର ବେଷ୍ଟ ଗ୍ରେଜୁଏଟ୍ ଆଖ୍ୟା…
ଶେଷରେ ବାଜିମାତ କଲା ବିଜେଡି: ମୁକୁଟ ପିନ୍ଧିଲେ ମହୋଷଧି
ଧର୍ମଗଡ ରୁ ସୁଶାନ୍ତ ରାଉତ: ଧର୍ମଗଡ ନିର୍ବାଚନ ମଣ୍ଡଲୀରେ ବିଜୟୀ ମୁକୁଟ ପିନ୍ଧିଲେ ମହୋଷଧି ବାଗ ପୂର୍ବରୁ ମଧ୍ୟ ଏହି ନିର୍ବାଚନ ମଣ୍ଡଲୀ ବିଜେଡିର ଗଡ ଭାବେ ସୁପରିଚିତ ଥିଲା ଓ ଏହା ଏ ପର୍ଯ୍ୟନ୍ତ ରହିଛି।ଇଲେକ୍ସନ ରିଟଣ୍ଣିଂ ଅଫିସରଙ୍କ ଠାରୁ ମିଲିଥିବା ସୂଚନାନୁସାରେ ବିଜେଡି ପ୍ରାର୍ଥୀ…
କଂଗ୍ରେସ ଟିକଟରୁ ବଂଚିତ ମକରନ୍ଦ ଦେଖାଇଲେ ଦମ
ରାୟଗଡା (ସରୋଜ କୁମାର ସାହୁ) – କାମ ଦେଲା ଝୋଡିଆ ଆନ୍ଦୋଳନ , ଫଳସ୍ୱରୁପ ଚମକିଲେ ଝୋଡିଆ ପୁଅ ମକରନ୍ଦ ମୁଦୁଲି । ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ସମସ୍ତ କଳ୍ପନା ଜଳ୍ପନାକୁ ଅନ୍ତ କରି ପ୍ରଥମ ଥର କରି ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧିନ ପ୍ରାର୍ଥି ଭାବେ କାଶିପୁର…
ସମସ୍ତ ପୂର୍ବାନୁମାନ ଭୂଲ : ଝଟକିଲେ ସପ୍ତଗିରି
ରାୟଗଡା (ସରୋଜ କୁମାର ସାହୁ) – ଓଡିଶାରେ ଥିବା ୨୧ ଗୋଟି ଲୋକସଭା ଆସନରୁ କଂଗ୍ରେସ ଦଳ ଗୋଟିଏ ମାତ୍ର କୋରାପୁଟ ଲୋକ ସଭା ଆସନ ଜିତି କଂଗ୍ରେସର ସମ୍ମାନକୁ ବଜାୟ ରଖିଛି । କୋରାପୁଟ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥି ସପ୍ତଗିରି ଉଲ୍ଲାକା ବିଜେଡି ପ୍ରାର୍ଥିନୀ କୌଶଲ୍ୟା ହିକକାଙ୍କୁ ୪୦୫୬ ଭୋଟ…
ରାତିରେ ଉଇଁଲା ସୁରୁଜ, ବାଜି ମାରିନେଲେ ଅଧିରାଜ
ନୂଆପଡା /ପ୍ରିୟବ୍ରତ ପଣ୍ଡା ,ବାଜି ମାରିନେଲେ ଅଧିରାଜ ଖଡ଼ିଆଳ ବିଧାନସଭା ଚାଲିଥିଲା ଘମାଶାନ ବିଜେଡି ଓ ବିଜେପି ର ଜବରଦସ୍ତ ପଲଟବାର ହୋଇଥିଲା | ଜନସମର୍ଥନ ରୂପୀ ରଣକ୍ଷେତ୍ର ରେ ହେଲେ ନିଜ ନିଆରା ଗୁଣ ଯୋଗୁଁ ସବୁଠାରେ ଲୋକପ୍ରିୟତା ପ୍ରାପ୍ତ କରିଥିବା କଂଗ୍ରେସ ପ୍ରତ୍ୟାଶି ହୋଇଛନ୍ତି…
ନୂଆପଡ଼ାରେ ରାଜେନ୍ଦ୍ର, ଖଡ଼ିଆଳରେ ଅଧିରାଜଙ୍କ ବାଜିମାତ
ନୂଆପଡ଼ା,୨୪ା୫: ବହୁ ପ୍ରତିକ୍ଷାର ଆଜି ଅନ୍ତ ଘଟିଛି । ନିର୍ବାଚନର ଏକ ମାସ ୧୩ ଦିନ ପରେ ଘୋଷଣା ହୋଇ ନିର୍ବାଚନୀ ଫାଳଫଳ । ନୂଆପଡ଼ା ବିଧାନ ସଭା ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଓ ଖଡିଆଳ ବିଧାନ ସଭା ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ…