Sign in
Sign in
Recover your password.
A password will be e-mailed to you.
ମେଡିକାଲ କଲେଜ ଦାବୀରେ ସର୍ବଦଳୀୟ ଗଣ ଧାରଣା
ଭଦ୍ରକ/ Satya Bhusan Swami ,: ଭଦ୍ରକରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ସର୍ବ ଦଳୀୟ କମିଟିର ନିଷ୍ପତ୍ତି କ୍ରମେ ଜିଲ୍ଲାର ସମସ୍ତ ବ୍ଲକ ଆଗରେ ଗଣ ଧାରଣା ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ବ୍ଲକ ସ୍ତରୀୟ ଗଣଧାରଣା ପୁରୁଣା କଲେକ୍ଟୋରିଏଟ ଗେଟ ନିକଟରେ…
ଅଷ୍ଟାଦଶ ଭଦ୍ରକ ପୁସ୍ତକ ମେଳା “ଗାନ୍ଧୀଗ୍ରନ୍ଥ ମହୋତ୍ସବ”
ଭଦ୍ରକ/Satya Bhusan Swami : ୧୮ଶ ଭଦ୍ରକ ପୁସ୍ତକମେଳାର ‘ଗାନ୍ଧୀଗ୍ରନ୍ଥ ମହୋତ୍ସବ’ ଅକ୍ଟୋବର ୨ତାରିଖରୁ ଉଦ୍ଘାଟିତ ହୋଇ ଯାଇଛି ଓ ଏହା ଆସନ୍ତା ୧୧ ତାରିଖରେ ଉଦ୍ୟାପିତ ହେବ । ପ୍ରଥମ ସନ୍ଧ୍ୟାରେ ଗାନ୍ଧିଜୀଙ୍କ ଜୀବନର ବିଶେଷ ମୁହୂର୍ତ୍ତ ସମ୍ବଳିତ ୧୦୦ଟି ଫଟୋଚିତ୍ର ପ୍ରଦର୍ଶିତ ହୋଇଥିଲା…
ଡ଼ଭାରେ ସୁରଭି କାର୍ୟ୍ୟକ୍ରମ ଅନୁଷ୍ଠିତ ।
ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡସ୍ଥ ଝାରବନ୍ଧ ବ୍ଳକ ଅନ୍ତର୍ଗତ ଡ଼ଭା ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୂଲ୍ୟରେ ଡ଼ଭା ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଗିରନ୍ଧର ହରିଜନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ୟ୍ୟକ୍ରମ ରେ ଡ଼ଭା ଗ୍ରାମ ପଞ୍ଚାୟତର ସରପଞ୍ଚ…
ଯକ୍ଷ୍ମା ଓ ଟିବି ମିତ୍ର ଆପ୍ଲିକେସନ ଉପରେ ସଚେତନତା କାର୍ଯ୍ୟକ୍ରମ
ପଦ୍ମପୁର/ନୀଳ ଦୀପ -ଗୁରୁବାର ଦିନ ସ୍ଥାନୀୟ ଅଞ୍ଚଳର ମହାବିଦ୍ୟାଳୟ ପଦ୍ମପୁର ଠାରେ ଯକ୍ଷ୍ମା ଓ ଟିବି ମିତ୍ର ଆପ୍ଲିକେସନ ଉପରେ ଏକ ସଚେତନତା ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଲଲିତେନ୍ଦୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରିଚ ର ପ୍ରତିନିଧି ଶ୍ରୀଯୁକ୍ତ ବିଜୟ କୁମାର…
ଓଡିଆ ଜନଜୀବନର ମୂଳ ପୁଂଜି ପ୍ରାଚୁର୍ଯ୍ୟ ବା ଧନ ସମ୍ପଦ ନୁହେଁ ବରଂ ଜ୍ଞାନ, ଶିକ୍ଷା ଓ ସଂସ୍କାର – ଧର୍ମେନ୍ଦ୍ର ପ୍ରଧାନ
"ଓଡିଶାର ଭବିଷ୍ୟତ ପୀଢୀକୁ ଗଢିବା ପାଇଁ ନୂଆ କରି ଚିନ୍ତା କରିବାର ସମୟ ଆସିଛି"
କଟକ - ଓଡିଆ ଜନଜୀବନର ମୂଳ ପୁଂଜି ପ୍ରାଚୁର୍ଯ୍ୟ ବା ଧନ ସମ୍ପଦ ନୁହେଁ ବରଂ ଜ୍ଞାନ, ଶିକ୍ଷା ଓ ସଂସ୍କାରକୁ ଓଡିଶା ଅଗ୍ରାଧିକାର ଦେଇଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୈନିକ…
ପ୍ରତିଶୃୁତି ପ୍ରତିଷ୍ଠାନର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ପୁସ୍ତକ ଉନ୍ମୋଚନ
ବାରିପଦା(ଦିଲ୍ଲୀପ ମହାନ୍ତି) ଅନ୍ୟତମ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶୃତି ପ୍ରତିଷ୍ଠାନ ଆନୁକୁଲ୍ୟରେ ଭୂବନେଶ୍ୱରସ୍ଥ ଓଡିଶା ରାଜ୍ୟ ଅଭିଲେଖାଗାର ସମ୍ମୀଳନୀ କକ୍ଷରେ ପ୍ରତିଶୃୁତିର ପ୍ରତିଷ୍ଠାତା ସଂପାଦକ ତଥା ବିଶିଷ୍ଟ ସାହିତ୍ୟିକ ଭାଗବତ ପଣ୍ଡାଙ୍କ ସଭାପତିତ୍ୱରେ ଏକ ରାଜ୍ୟ ସ୍ତରୀୟ…
ଅଚିହ୍ନା ଯୁବକର ଶବ ଉଦ୍ଧାର : ହତ୍ୟା ସନ୍ଦେହ
ବାରିପଦା /ଦିଲ୍ଲୀପ ମହାନ୍ତି ମୟୁରଭଞ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନାକିଚୁଆ ପଞ୍ଚାୟତର ରାଇଶୋଳ ଗ୍ରାମର ଏକ ପୋଖରୀରେ ଏକ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଅଞ୍ଚଳବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବରପାଇ ଆସି ଶବକୁ ଜବତ କରିବାସହ ବ୍ୟବଛେଦ ନିମନ୍ତେ ପଠାଇଛି । ମୃତ…
“ବରିଷ୍ଠ ନାଗରିକ ମାନେ ଅଲୋଡା କି ଘୃଣ୍ୟ ନୁହଁନ୍ତି ସେମାନେ ସମାଜର ଅମୁଲ୍ୟ ସଂପଦ”
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ସଚେତନତା ସଭା, ଚକ୍ଷୁଚିକିତ୍ସା, ମଧୁମେହ ଓ ରକ୍ତଚାପ ପରୀକ୍ଷା ଓ ସମ୍ମାନୀତ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ବାଳକୃଷ୍ଣପାଣିଗ୍ରାହୀ: ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆମúନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା…
ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ଖୋଲା ଶୌଚମୁକ୍ତ ୱାର୍ଡ ଘୋଷଣା : ସଚେତନତା ସଭା ଶପଥ ପାଠ ଓ ପଦଯାତ୍ରା ।
Paralakhemundi/Balakrishna Panigrahi : ସ୍ୱଚ୍ଛ ଭାରତ ମିଶନରେ ପାରଳାଖେମୁଣ୍ଡି ପୌରସଂସ୍ଥା ଅଧିନରେ ଥିବା ୧୬ଗୋଟି ଵାର୍ଡ ମଧ୍ୟରୁ ୬ଗୋଟି ଵାର୍ଡ ସମେତ ତିନୋଟି ଵାର୍ଡ ୩,୬ ଓ ୭ ନମ୍ୱର ଵାର୍ଡକୁ ପୌରସଂସ୍ଥା ପକ୍ଷରୁ ଆନୁଷ୍ଠାନିକ ଭାବେ ସଂପୁର୍ଣ୍ଣ ଖୋଲା ଶୌଚମୁକ୍ତ ଵାର୍ଡ ଭାବେ…